ଯଦି ଆପଣଙ୍କ ପାଦ ରେ ଏମିତି ରେଖା ଅଛି ତେବେ ଉଜ୍ଵଳ ଅଟେ ଆପଣଙ୍କ ଭାଗ୍ୟ- Foot Reading

ବନ୍ଧୁଗଣ ଯେଉଁ ପ୍ରାକାରରେ ଆମ ହାତରେ ଅନେକ ରେଖାଥାଏ ସେହି ପ୍ରାକାରରେ ଆମ ପାଦ ତଳେ ମଧ୍ୟ ଅନେକ ରେଖା ରହିଥାଏ । ଯାହା ଦ୍ଵାରା ଆମେ ଆମର ଭବିଷ୍ୟତ ଓ ବର୍ତ୍ତମାନ ରେ ଘଟୁଥିବା ଘଟଣା ସମ୍ପର୍କରେ ଅନୁମାନ ଲଗାଇ ପାରିବା । ପୁରୁଷ ମାନଙ୍କର ଡାହାଣ ପାଦ ଓ ମହିଳା ମାନଙ୍କର ବାମ ପାଦ ଫଳାଦେଶ ପାଇଁ ମହତ୍ଵ ପୂର୍ଣ୍ଣ ହୋଇଥାଏ । କିନ୍ତୁ ଏହାର ଅର୍ଥ ନ ଉହେନ କି ମହିଳାଙ୍କର ଡାହାଣ ପାଦ ଓ ପୁରୁଷଙ୍କର ବାମ ପାଦର ମହତ୍ଵ ନାହି । ଆଜି ଆମେ ଆପଣଙ୍କୁ ପାଦ ର ରେଖା କିଭଳି ରହିଲେ ବ୍ୟକ୍ତି ଲକି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଯେଉଁ ଭଳି ଭାବେ ହାତରେ ଭାଗ୍ୟ ରେଖା ରହିଥାଏ ସେହି ପ୍ରକାରରେ ପଦରେ ଭଳି ଭାଗ୍ୟ ରେଖା ରହିଥାଏ । ଯାହାକୁ ପଦ ରେଖା ମଧ୍ୟ କୁହା ଯାଇଥାଏ । ଆମ ପାଦ ରେ ଏକ ସିଧା ରେଖା ରହିଥାଏ ଯାହାକୁ ଭାଗ୍ୟ ରେଖା କୁହାଯାଏ । କୁହା ଯାଇଥାଏ ଏହି ରେଖା ଯେତେ ଗଭୀର, ଲମ୍ବା, ସ୍ପଷ୍ଟ ହୋଇଥାଏ ବ୍ୟକ୍ତି କୁ ସେତିକି ସୁଖୀ ଜୀବନ ମିଳିଥାଏ । ଆଦି ଏହି ରେଖା ଗୋଇଠି ର ଆରମ୍ଭ ରୁ ଆଙ୍ଗୁଳି ଯାଏଁ ଯାଇଥାଏ ତେବେ ମାନାଯାଏ କି ସେହି ବ୍ୟକ୍ତି ଙ୍କୁ ଲୋକେ ରାଜା ସମାନ ମାନି ଥାନ୍ତି ।

ଯେଉଁ ଲୋଙ୍କର ପାଦ ର ମଧ୍ୟରୁ ବାହାରି ୩ଟି ରେଖା ସାଥି ହୋଇ ରହିଥାଏ ଓ ସେମାନଙ୍କ ମଧ୍ୟରୁ ଗୋଟେ ରେକହ ଯାଏଁ ଆଙ୍ଗୁଳି ଯାଏଁ ପହଞ୍ଚିଥାଏ ତେବେ ଏମିତି ଲୋକେ ଐଶ୍ଚର୍ଜ୍ୟଶାଳି ଜୀବନ ବ୍ଯତୀତ କରିଥାନ୍ତି । ଏମାନେ ପ୍ରତେକ କ୍ଷେତ୍ରରେ ସଫଳତାକୁ ପ୍ରାପ୍ତ କରିଥାନ୍ତି । ଯେଉଁ ବ୍ୟକ୍ତି ଙ୍କ ପାଦ ର ମଧ୍ୟ ଭାଗରୁ ବାହାରି ଗୋଟେ ସିଧା ରେଖା ଆଙ୍ଗୁଳି ଯାଏଁ ଯାଇଥାଏ ଏଭଳି ଲୋକ ବହୁତ ଭାଗ୍ଯବାନ ହୋଇଥାନ୍ତି । ଅନ୍ୟ ପକ୍ଷରେ ଯଦି ଏହି ରେଖା ଅନାମିକା ଆଙ୍ଗୁଳି ଯାଏଁ ଯାଇଥାଏ ତେବେ ମାନା ଯାଇଥାଏ କି ଏମିତି ଲୋକ ଆଲସୀ ସ୍ଵଭାବର ହୋଇଥାନ୍ତି ।

ଯେଉଁ ବ୍ୟକ୍ତିଙ୍କ ପାଦ ର ଆଙ୍ଗୁଳି ର ତଳେ ଭାଗରେ ସିଧା ରେଖା ଥାଏ ତେବେ ଏମାନେ ବହୁତ ଧନବାନ, ଲମ୍ବା ଆୟୁଷ ଓ ବୁଦ୍ଧିମାନ ହୋଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ  ପାଦ ର ମଧ୍ୟରେ ଆଙ୍ଗୁଳି ଯାଏଁ ସିଧା ରେଖା ଥାଏ ଓ ଏହା ସହ ଅନ୍ୟ କୌଣସି ଏକ ରେଖା ଥାଏ ତେବେ ଜଣା ଯାଇଥାଏ କି ଏଭଳି ବ୍ୟକ୍ତି ରାଜଧିକାରୀ, ଉଚ୍ଚ ପଦାଧିକାରୀ ହୋଇ ପାରନ୍ତି ।

ଏମାନଙ୍କୁ ସବୁ ପ୍ରକାରର ସୁଖ ପ୍ରାପ୍ତ ହେବା ସହ ଏମାନେ ସୁଖୀ ଜୀବନ ବ୍ଯତୀତ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *