ଯଦି କ୍ୟାମେରାରେ Record ହୋଇନଥାନ୍ତା ତେବେ କେହି ବିଶ୍ଵାସ କରି ନଥାନ୍ତେ, ଦେଖନ୍ତୁ Video

ଆଜି ବି ଦୁନିଆରେ ଏମିତି କିଛି ଅନୋଖା ଘଟଣା ଘଟୁଛି । ଯାହା କ୍ୟାମେରା ରେ କ୍ୟାପଚାର ହେବା ଦ୍ଵାରା ଆମେ ଘରେ ବସି ମଧ୍ୟ ଦେଖି ପାରୁଛୁ । ତେବେ କିଛି ଘଟାଣ ଏତେ ମଜାଦାର ହୋଇଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟ କରିବା ଭଳି ହୋଇଥାଏ । ତେବେ ଏମିତି ଅନୋଖା ଘଟଣା ଆଗରୁ କେହି କେବେ ଦେଖି ନ ଥିବେ କି ଜାଣି ନ ଥିବେ ଏହିଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ଘଟଣା କୁ ନେଇ ଆଧାରିତ ରହିଛି ।

ଏମିତି ବି ଦୁନିଆରେ ବନ୍ଧୁ ମାନେ ଅଛନ୍ତି ଯେଉଁ ମାନେ ବିପଦ ସମୟରେ ସାଥ ଛାଡି ଦେଇଥାନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି କିଛି ଝିଅ ମାନେ ପାର୍ଟିରେ ଏକତ୍ର ହୋଇ ଫେରୁଛନ୍ତି । ଝିଅ ମାନେ ଏତେ ମାତ୍ରାରେ ନିଶା ସେବନ କରିଛନ୍ତି ଯେ ଠିକ ଭାବେ ଚାଲିପାରୁ ନାହାନ୍ତି । ସେହି ସମୟରେ ଜଣେ ଝିଅ ଗାଡିରେ ବସିବା ବଦଳରେ ନିଶାରେ ରାସ୍ତାରେ ନାଚିବାକୁ ଲାଗିଲା । କିନ୍ତୁ ତାର ସାଙ୍ଗ ତାକୁ ଗାଡିରେ ନ ବସାଇ ଗାଡି ନେଇ ସେଠାରୁ ଚାଲିଗଲା ।

ଝିଅଟି ଗାଡିରେ ବସିବା ସମୟରେ ଅନ୍ୟ ଜଣେ ଗାଡି ଷ୍ଟାର୍ଟ କରିବାରୁ ଝିଅଟି ତଳେ ପଡିଗଲା ଯାହାକୁ ଦେଖି ଲୋକ ମାନେ ହସିବାକୁ ଲାଗିଲେ । ଝିଅଟି ଗାଡି ପଛରେ ଯେତେ ଦୌଡିଥିଲେ ମଧ୍ୟ ତାର ସାଙ୍ଗ ପଛକୁ ନ ଦେଖି ପଳାୟନ କରିଲା । ଆପଣ ମାନେ ଜାଣିଥିବେ ବଣର ରାଜା ହେଉଛି ଆବାଘ । ଯାହାକୁ ସମସ୍ତେ ଭୟ କରିଥାନ୍ତି । ବାଘକୁ କେହି ଦୂରରେ ଦେଖିଲେ ଭୟ କରିଥାନ୍ତି ପାଖରେ ଦେଖିବା ତ ଦୂରରେ ଥାଉ ।

କିନ୍ତୁ ଏହି ଭିଡିଓ ରେ ଆପଣ ମାନେ ଦେଖିବେ କିପରି ଜଣେ ଟ୍ରକ ଚାଳକ ବାଘ କୁ ଖାଇବାକୁ ଦେଉଛନ୍ତି । ଟ୍ରକ ଚାଳକ ରାସ୍ତା ରେ ଯାଉଥିବା ସମୟରେ ବାଘ ତାଙ୍କ ଗାଡି ଆଗକୁ ଚଳାଇ ଆସିଲା । କିନ୍ତୁ ଆଶ୍ଚର୍ଯ୍ୟ କଥା କି ଟ୍ରକ ଚାଳକ ନିର୍ଭୟରେ ବାଘକୁ ନିଜ ଖାଇବାରୁ ତାଙ୍କ ହାତରେ ବାଘକୁ ଖାଇବାକୁ ଡୁଛନ୍ତି । ବାଘ ମଧ୍ୟ ଚୁପଚାପ ଖାଇ ସାରି କାହାରି କୌଣସି କ୍ଷତି ନ କରି ସେଠାରୁ ଚାଲି ଯାଉଛି ।

ସତରେ ଏହି ମୂହୁର୍ତ୍ତ ଯଦି କ୍ୟାମେରା ରେ କ୍ୟାପଚର ନ ହୋଇଥାନ୍ତା ତେବେ ବିଶ୍ଵାସ କରିବା ସହଜ ନ ଥାନ୍ତା । ପକ୍ଷୀ ମାନେ ଆକାଶରେ ଉଡିବା ବେଳେ ଲାଗେ ତାକୁ ନିଜ ହାତରେ ଧରିବା ପାଇଁ । କିନ୍ତୁ ଏହା ସମ୍ଭବ ନୁହେଁ । କିନ୍ତୁ କଣ ଆପଣ ମାନେ କେବେ ପକ୍ଷୀ ଗୁଡିକୁ ନିଜର ଅତି ପାଖରେ ଦେଖିଛନ୍ତି ।

ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖିବେ ଗୋଟେ ପରିବାର ର କିଛି ସଦସ୍ୟ ବୋଟ ରେ ଯାଉଥିବା ବେଳେ ତାଙ୍କ ଆଖ ପାଖରେ କିଛି ବତକ ଉଡି ଯାଉଛନ୍ତି । ଯାହାକୁ ସେମାନେ କ୍ୟାମେରାରେ କ୍ୟାପଚାର କରିଛନ୍ତି । ଏହି ଘଟଣାଟି ବାସ୍ତବରେ ମନଲୋଭା ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *