ଯଦି ଘରକୁ ଆସନ୍ତି ଏହି ପକ୍ଷୀ ତ ମାଲାମାଲ ହୋଇଯିବେ ଆପଣ- Vastu Shastra

ଆପଣ ମାନେ ବହୁତ ପାଖିଙ୍କୁ ଆକାଶରେ ଉଡୁଥିବାର ଦେଖୁଥିବେ ବହୁତ ପ୍ରକାର ପକ୍ଷୀ ଆପଣଙ୍କ ଘର ପାଖ ଗଛରେ ମଧ୍ୟ ଆସି ବସୁଥିବେ ।

ତେବେ ଜୀବନରେ ଯେତେ ଦୁଃଖ ଥିଲେ ମଧ୍ୟ ଏହି ପକ୍ଷୀ ମାନଙ୍କୁ ଦେଖିଲେ ମନ କେତେ ଖୁସି ହୋଇଥାଏ । ତେବେ କିଛି ପକ୍ଷୀ ଏମିତି ହୋଇଥାନ୍ତି ଯାହାକୁ ଘରେ ରଖିଲେ ବା ଘରେ ଏହି ପକ୍ଷୀ ଆସିଲେ ବହୁତ ଖରାପ ହୋଇଥାଏ ଆପଣଙ୍କ ଘର ସୁଖ ଶାନ୍ତି ନଷ୍ଟ ହୋଇଥାଏ ଆଉ ଜୀବନରେ ଆପଣଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡିଥାଏ । ତେବେ କଣ ଆପଣ ଜାଣିଛନ୍ତି ସେହି ପକ୍ଷୀ ମାନଙ୍କ ନା କଣ ଆଉ ଏହି ପକ୍ଷୀ ମାନଙ୍କୁ ଘରେ କଣ ପାଇଁ ରଖିବା ଉଚିତ ହୋଇନଥାଏ । ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା, ତେବେ ଏହି ଭଳି ପକ୍ଷୀ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଖରାପ ପ୍ରଭାବ ନେଇକି ଆସିଥାନ୍ତି ତେବେ ଆସନ୍ତୁ ଜାଣିବା ବିସ୍ତାର ସହ ।

୧. ବାଦୁଡି :

ଆପଣ ମାନେ ବହୁତ ଜାଗାରେ ବାଦୁଡି ଦେଖିବାକୁ ପାଇଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ବାଦୁଡି ଘରକୁ ଆସିବା ବା ବାଦୁଡି ଘରେ ରହିବା ବହୁତ ଖରାପ ହୋଇଥାଏ । ଯେଉଁ ଘରେ ବାଦୁଡି ରୁହନ୍ତି ସେହି ଘରେ କାହାର ନା କାହାର ନିଧନ ଅବଶ୍ୟ ହୋଇଥାଏ ଏହା ଛଡା ବହୁତ ଲୋକଙ୍କ ମାନ୍ୟତା ଅଛି ଯେ ବାଦୁଡି ଥିବା ଘରେ ବଂଶ ବୃଦ୍ଧି ହୁଏ ନାହିଁ ଘର ଭାଙ୍ଗି ଯାଇଥାଏ ।

୨. କାଉ :

କାଉ ମୃ-ତ୍ୟୁ ର ବାହନ ହୋଇଥାଏ ତେବେ କାଉ ଯଦି ଆପଣଙ୍କ ସ୍ଵପ୍ନରେ ଆସିଥାଏ ତେବେ ଏହାର ଅର୍ଥ ବହୁତ ଭୟଙ୍କର ହୋଇପାରେ । ଯଦି ଆପଣ କାଉ ନିଜ ଘରେ ବସା ବାନ୍ଧିବାର ଦେଖନ୍ତି ତେବେ ଆରମ୍ଭରୁ ତାକୁ ତିଆରି ହବା ପାଇଁ ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ଘର ବର୍ବାଦ ହୋଇଥାଏ । କାଉ ବାରମ୍ବାର ଆପଣଙ୍କ ଘର ଉପରେ ଆସି ବସିବା ଅର୍ଥ ଆପଣଙ୍କ ଘରେ କୌଣସି କୂଣିଆ ଆସିବାକୁ ଯାଉଛନ୍ତି ।

୩. ଟିଟହଋ :

ଟିଟହଋ ନାମକ ଗୋଟେ ପକ୍ଷୀର ପ୍ରଜାତି ହୋଇଥାଏ ଯିଏ ଜମି ଉପରେ ରହିବା ପସନ୍ଦ କରନ୍ତି ଆଉ ଜମି ଉପରେ ନିଜ ଅଣ୍ଡା ମଧ୍ୟ ଦେଇଥାନ୍ତି । ଟିଟହଋ ଯଦି ଆପଣଙ୍କ ଘରେ ରହିବା ଆରମ୍ଭ କରିଥାଏ ତେବେ ଏହାର ଅର୍ଥ ବହୁତ ଶୀଘ୍ର ଭୂମି କମ୍ପ ହବାକୁ ଯାଉଚ୍ଚି ବା ବହୁତ ବଡ ବିପଦ ଆସିବାକୁ ଯାଉଛି ।

୪. ପାରା :

ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ଘରେ ପାରା ବା ଛୋଟ ଛୋଟ ପକ୍ଷୀ ବସା ବାନ୍ଧି ରହିବା ଆରମ୍ଭ କରନ୍ତି ତେବେ ଏହାର ଅର୍ଥ ଆପଣାଙ୍କ ଘରେ ମାତା ଲକ୍ଷ୍ମୀଙ୍କ ନିବାସ ହୋଇ ଯାଇଛି ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆଉ ଉନ୍ନତି ଆସିବ ଜୀବନରେ ଆପଣ ବହୁତ ଖୁସିରେ ରହିବେ ।

୫. ପେଚା :

ପେଚାକୁ ବହୁତ ଲୋକ ଶୁଭ କୁହନ୍ତି ତେବେ ଶାସ୍ତ୍ର ଅନୁଯାଇ ଯଦି ପେଚା ଥରେ ବା ଦୁଇଥର ଆପଣଙ୍କ ଘରକୁ ଆସିଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ କିନ୍ତୁ ଯଦି ପେଚା ବାରମ୍ବାର ଆପଣଙ୍କ ଘରକୁ ଆସିଥାଏ ତେବେ ଏହାର ଅର୍ଥ କିଛି ବହୁତ ଖରାପ ହବାକୁ ଯାଉଛି ଯାହା ପାଇଁ ଆପଣଙ୍କୁ ସଜାଗ ରହିବା ଉଚିତ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *