୧୩ ରୁ ୩୦ ବୟସର ହୋଇଥିଲେ ଏହା କେବଳ ଆପଣଙ୍କ ପାଇଁ, ଥରେ ନିଶ୍ଚୟ ଦେଖନ୍ତୁ- Chanakya Niti

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ଜୀବନର ମୂଲ୍ୟ ବିଷୟକୁ ନେଇ କେତେ ନୀତି ବିଷୟରେ କହିଛନ୍ତି । ସେ ତାଙ୍କ ନୀତି ଓ ଶାସ୍ତ୍ର ମାନେ ଚାଣକ୍ୟ ନୀତିର ୧୩ ତମ ଅଧ୍ୟାୟରେ ଲେଖା ଗୋଟେ ଶ୍ଳୋକରେ କହିଛନ୍ତି କି ମଣିଷ ନିଜର ଗୋଟେ ଅଭ୍ୟାସ କାରଣରୁ ସବୁବେଳେ ଚିନ୍ତିତ ଓ ଦୁଃଖି ରହିଥାନ୍ତି ।

ଏହି ଅଭ୍ୟାସ କାରଣରୁ ତାଙ୍କର କାମ ଖରାପ ହୋଇଥାଏ । ସଫଳତାର ପାହାଚ ଦୂରେଇ ଯାଇଥାଏ । ଏତିକି ନୁହଁ ତାଙ୍କ ଆଗରେ କେତେ ପ୍ରକାରର ସମସ୍ୟା ମଧ୍ୟ ଆସି ଛିଡ଼ା ହୋଇଥାଏ । ଆସନ୍ତୁ ଜାଣିବା ଏହି ଅଭ୍ୟାସ ଗୁଡ଼ିକ ବିଷୟରେ ।

Image Courtesy: Google

୧. ଶୁଣିବା ପାଇଁ ରେଡି ରୁହନ୍ତୁ :

ଯେତେବେଳେ କୌଣସି ମଣିଷ ଭିଡରୁ ଅଲଗା ହୋଇ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାଏ ସେହି ସମୟରେ ସମସ୍ତେ ତାକୁ ତଳକୁ ଦେଖାଇବା ପାଇଁ ନିନ୍ଦା କରନ୍ତି ବହୁତ ଲୋକ ତାଙ୍କୁ ଡିମୋଟିଭେଟ ମଧ୍ୟ କରନ୍ତି କୁହନ୍ତି ତୋ ଦ୍ଵାରା ହବ ନାହିଁ କାହିଁ ନିଜ ସମୟ ଅଯଥା ନଷ୍ଟ କରୁଛୁ । ତୁ ଜାଣିଛୁ ତୁ କଣ ଆମେ ବି ଜାଣିଛୁ ଏହା ତୋ କାମ ନୁହ । ଆଉ ଯଦି ଆପଣ ଅସଫଳ ହୋଇଥାନ୍ତି ତେବେ ଲୋକେ ଆହୁରି ଖରାପ କଥା କହିଥାନ୍ତି ଯେମିତି ବାମନ ହୋଇ ଚନ୍ଦ୍ରକୁ ହାତ ତେକୁଥିଲୁ କଣ ପାଇଲୁ ଏହି ଭଳି କଥା ଶୁଣି ସମସ୍ତଙ୍କ ମନ ଖରାପ ହୋଇଥାଏ କିନ୍ତୁ ଆପଣଙ୍କୁ ଲୋକଙ୍କ ଏହି ଅଯଥା ଗପ ଶୁଣିବାର ନାହିଁ ଆପଣ ନିଜ କାମ କରନ୍ତୁ ଓ ଦେଖିବେ ଦିନେ ନା ଦିନେ ଆପଣ ସଫଳ ଅବଶ୍ୟ ହୋଇବେ ।

Image Courtesy: Google

୨. ଶିଖିବା ଆବଶ୍ୟକ :

ଜୀବନରେ ପାଠ ବହୁତ ଆବଶ୍ୟକ ଅଟେ ଏହି ବୟସରେ ଆପଣ ଯାହା ଶିଖିଥାନ୍ତି ତାହା ଆପଣ ନିଜ ଜୀବନ ଅନ୍ୟ ବୟସରେ ଶିଖି ପାରନ୍ତି ନାହିଁ । ଏହା ଛଡା ଜୀବନ ଆମୁକୁ ପାଠ ଛଡା ଜୀବନ ଜ୍ଞାନ ଦେଇଥାଏ ଯାହା ଶିଖିବା ବହୁତ ଆବଶ୍ୟକ ହୋଇଥାଏ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଆମ ଜୀବନ ସଫଳତା ପାଇଁ ଜୀବନ ଜ୍ଞାନ ସବୁଠାରୁ ଅଧିକ ମହତ୍ଵପୂର୍ଣ୍ଣ ଅଟେ କେବଳ ବହି ପାଠ ପଢିଲେ କିଛି ହବ ନାହିଁ ତାକୁ ଅସଲ ଜୀବନରେ ଆଣିବାକୁ ପଡିଥାଏ ।

Image Courtesy: Google

୩. ନିଜ ଅସଫଳତାରୁ ଭାଙ୍ଗି ପଡିବା :

ଯେତେବେଳେ କୌଣସି ମଣିଷ ନିଜ ଅସଫଳତାରୁ ଭାଙ୍ଗି ପଡିଥାଏ ସେହି ସମୟରେ ତାଙ୍କୁ ନିଜ ଆତ୍ମବିଶ୍ଵାସକୁ ସମ୍ଭାଳିବା ଉଚିତ କାହିଁକିନା ଆପଣଙ୍କ ଆତ୍ମବିଶ୍ଵାସ ରହିଲେ ଆପଣ ବହୁତ କିଛି କରି ପାରିବେ ଓ ଆପଣ ନିଜ ଅସଫଳତାକୁ ସଫଳତାରେ ପରିଣତ କରିବାର ଶକ୍ତି ରଖନ୍ତି କେବଳ ନିଜ ଉପରେ ଭରସା କରନ୍ତୁ ।

ତେବେ ଶେଷ ଦୁଇଟି କଥା ହେଲା ନିଜକୁ କେବେ ଟେକିଂ ଫର ଗ୍ରାଣ୍ଟେଡ ନିଅନ୍ତୁ ନାହିଁ କିମ୍ବା କାହାକୁ ଖୁସି କରିବାର ଚେଷ୍ଟା କରନ୍ତୁ ନାହିଁ । କାହିଁକି ନା ଏମିତ କରିବା ଦ୍ଵାରା ଆପଣଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଥାଏ । ଏ ସବୁ କରିଲେ ଆପଣ ନିଜେ ନ୍ଜିଆକୁ ଭଲ ପାଇବା ଭୁଲିଯିବେ ଓ ଅନ୍ୟର ଖୁସି ପାଇଁ ନିଜ ଖୁସି ଭୁଲିଯିବେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *