ଲକ୍ଷ୍ମୀଙ୍କ ବାସ ସେହି ଘରେ ହୁଏ ଯେଉଁଘରେ ନାରୀ ଓ ପୁରୁଷ ମଧ୍ୟରେ ଥାଏ ଏହି 5ଟି ଖାସ ଗୁଣ, ଜାଣନ୍ତୁ ଗୁପ୍ତ ସଂକେତ

ଆସନ୍ତୁ ଧନ ସହିତ ଜଡିତ କଣ ସେହି ସ୍ଵପ୍ନ ବା  ସଙ୍କେତ ହୋଇଥାଏ ଯାହା ମାତା ଲକ୍ଷ୍ମୀ ଦେଇଥାନ୍ତି ଓ ଜଣାଇଥାନ୍ତିକି ସେ ଆମ ଘରେ ନିବାସ କରୁଛନ୍ତି ।  ମାତା ଲକ୍ଷ୍ମୀଙ୍କୁ କେବଳ ପୂଜା ପାଠ କରି ଆପଣ ଖୁସି କରିପାରିବେ ନାହିଁ ।

ମଣିଷ ଭିତରେ ଏମିତି କିଛି ଗୁଣ ରହିବା ଦରକାର, ଯେଉଁଥିରେ ମାତା ଲକ୍ଷ୍ମୀ ସବୁବେଳେ ତାଙ୍କ ଘରେ ନିବାସ କରିବେ । ଦେବୀ ଲକ୍ଷ୍ମୀଙ୍କୁ ଘରକୁ ନିମତ୍ରଣ କରିବା ପାଇଁ  ବ୍ୟକ୍ତି ଭିତରେ କେଉଁ ଗୁଣ ରହିବା ଆବଶ୍ୟକ  ଆମେ ଆଜି ଆଲୋଚନା କରିବା ।

ଯେଉଁ ଘରେ ପୁରୁଷଙ୍କର ଏମିତି କର୍ମ ହୋଇଥାଏ ଓ ସତରେ ମାନଙ୍କର ସେମିତି କର୍ମ ହୋଇଥାଏ ସେଇ ଘରେ ମାତା ଲକ୍ଷ୍ମୀ ସେହି ଘରେ ନିବାସ କରିଥାନ୍ତି । ଶ୍ରୀ ଶବ୍ଦର ଅର୍ଥ ତିନୋଟି ଶବ୍ଦ ମିଶିକି ହୋଇଥାଏ ତାହା ହେଲା ଶୋଭ,ଲକ୍ଷ୍ମୀ ଓ କାନ୍ତି । ଏହି ତିନୋଟି ରୂପରେ ପ୍ରୟୋଗ କରାଯାଏ ଓ ଶ୍ରୀକୁ ହିଁ ଶକ୍ତି ବୋଲି କୁହାଯାଏ । ପୁରା ବ୍ରାହମଣ୍ଡରେ ପ୍ରାଣ ଶକ୍ତି ଶ୍ରୀ  ବା ଲକ୍ଷ୍ମୀ ମାତା ଅଟେ । ଏହି ଶବ୍ଦର ଉଲେଖ ସର୍ବ ପ୍ରଥମ  ଋଗବେଦରେ କରଯାଇଥିଲା ।

ମୁଖ୍ୟ ରୂପରେ ଯଦି ଆମେ ଆଲୋଚନା କରିବା ଶୁକ୍ରବାର ଦିନ କଥା  ଏହି ଦିନରେ ଆପଣ ଯଦି ଶ୍ରୀ ଶବ୍ଦର ଉଚାରଣ କରିବେ ଆପଣ ଦେଖିବେ ଆପଣଙ୍କ ଜୀବନରେ ଧନ ପ୍ରସିଦ୍ଧି, ସୁନ୍ଦରତ, କରିସ୍ମା,  ସବୁ ମିଳିବ । ପୁରୁଷଙ୍କ ଭିତରେ ସେସବୁ କେଉଁ ଗୁଣ ରହିବା ଆବଶ୍ୟକ ଯେଉଁଠି ମା ଲକ୍ଷ୍ମୀ ସେଇ ଘରେ ନିବାସ କରିବେ । ଯେଉଁ ପୁରୁଷ କମ କଥା କହିଥାଏ, ହସି କରି ପ୍ରେମ ପୂର୍ବକ କଥା କହିଥାଏ, ସେଇ ପୁରୁଷ ଘରେ ମାତା ଲକ୍ଷ୍ମୀ ନିବାସ କରିଥାଏ ।

ଯିଏ କାର୍ଯ୍ୟ କୌଶଳ, ଭାଗ୍ୟ ଦ୍ଵାରା ମିଳିଥିବା କାମକୁ ଠିକ ରୂପେ କରିଥାଏ, ନିଜ ପରିବାରକୁ ବିପଦରୁ ବଞ୍ଚାଇ ଥାଏ ସେଇ ପୁରୁଷ ଘରେ ମା ଲକ୍ଷ୍ମୀ ନିବାସ କରିଥାଏ ।  ଯିଏ ସଂଯମୀ,ବହୁତ ଖରାପ ପରିସ୍ଥିତିରେ ମଧ୍ୟ ସଂଯମତାର ସହିତ କାର୍ଯ୍ୟ କରିଥାଏ, ଉଦାର ହେବା ସହିତ ପାଖରେ ଥିବା ଲୋକମାନଙ୍କ ସହିତ ଉଦାରତା ପୂର୍ଣ ଦେଖାଇ ଥାଏ  ସେଇ ପୁରୁଷ ଘରେ ମାତା ଲକ୍ଷ୍ମୀ ନିବାସ କରିଥାଏ । ଯିଏ କେବେ ରାଗିନଥାଏ ଯିଏ ତାର ସ୍ତ୍ରୀକୁ ଲକ୍ଷ୍ମୀ ସମାନ ଦରଜା ଦେଇଥାଏ, ଘର ସ୍ତ୍ରୀକୁ ମାନସାନମାନ ଦେଇଥାଏ, ବହୁତ ବ୍ୟସ୍ତ ଜୀବନରେ ମଧ୍ୟ ପ୍ରଭୁଙ୍କୁ ମାନେ ପକାଇବା ପାଇଁ  ସମୟ ବାହାର କରିଥାଏ । ଏମିତି ପୁରୁଷ ଘରେ ମାତା ଲକ୍ଷ୍ମୀ ସବୁବେଳେ ବାସ କରିଥାନ୍ତି ।

କେଉଁ ଅବଗୁଣ ପୁରୁଷ ଭିତରେ ରହିବା କଥା ନୁହେଁ ଆସନ୍ତୁ ଜାଣିବା । ଯେଉଁ ବ୍ୟକ୍ତି ଯିଏ ଅନ୍ୟଲୋକର ବାହାନ ନେଇଥାଏ ଓ ଯେଉଁ ବ୍ୟକ୍ତି ପର ସ୍ତ୍ରୀ, କ୍ଷେତ, ଓ ଧନରେ ହାତ ଲଗେଇଥାଏ ସେହି ବ୍ୟକ୍ତି ଘରେ ମାତା ଲକ୍ଷ୍ମୀ କେବେବି ରହିନଥାନ୍ତି । ଯେଉଁ ପୁରୁଷ ଘର ସ୍ତ୍ରୀ ଉପରେ ଅତ୍ୟାଚାର କରିଥାଏ ଓ ଦମ ଦେଖାଇ ଥାଏ, ଯେଉଁ ପୁରୁଷ କଥା କଥାରେ ମିଛ କହିଥାଏ, ଦେଖେଇ ହୋଇଥାଏ ଓ ଅନ୍ୟ ଲୋକଙ୍କୁ ହଇରାଣ କରିଥାଏ ସେଇ ପୁରୁଷ ଘରେ ମାତା ଲକ୍ଷ୍ମୀ କେବେବି ବାସ କରିନଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *