ବୁଦ୍ଧାଦିତ୍ୟଙ୍କ Family Album ଆଗରୁ କେବେ ଦେଖିନଥିବେ

ଓଡିଶା ଚଳଚିତ୍ର ଜଗତରେ ବହୁତ ଗୁଡେ କଳାକାର ଅଛନ୍ତି ଓ ସମସ୍ତେ ନିଜ ନିଜ ସ୍ଥାନରେ ବହୁତ ଲୋକ ପ୍ରିୟ ଅଛନ୍ତି କିନ୍ତୁ କିଛି କଳାକାର ଏମିତି ଅଛନ୍ତି ଯିଏ ଓଡିଆ ଚଳଚିତ୍ର ଜଗତ ଉପରେ ରାଜ କରନ୍ତି ଓ ଏହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆପଣ ମାନଙ୍କ ପ୍ରିୟ ବୁଦ୍ଧାଦିତ୍ୟ ମହାନ୍ତି ।

ଯାହାଙ୍କ ଅଭିନୟ ଦେଖି ଦର୍ଶକ ମାନେ ବହୁତ ଖୁସି ହୋଇଥାନ୍ତି ଓ ତାଙ୍କୁ ଦେଖିବାକୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କଣ ଆପଣ ଜାଣିଛନ୍ତି ବୁଦ୍ଧାଦିତ୍ୟଙ୍କ ଫ୍ୟାନ୍ସ ତାଙ୍କ ଫିଲ୍ମ ତାଙ୍କ ଅଭିନୟ ଠାରୁ ଅଧିକ ତାଙ୍କୁ ଦେଖିବାକୁ ଦେଖନ୍ତି କାହିଁକିନା ବୁଦ୍ଧାଦିତ୍ୟ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ ଅଟନ୍ତି ।

Image Courtesy: Google

ବୁଦ୍ଧାଦିତ୍ୟଙ୍କ ବିଷୟରେ ତାଙ୍କ ଫ୍ୟାନ୍ସ ମାନେ ଜାଣିବାକୁ ବହୁତ ଇଛା କରନ୍ତି କିନ୍ତୁ ମିଡିଆରେ ତାଙ୍କ ଫ୍ୟାମିଲି ବିଷୟରେ କିଛି ଖବର ନଥିଲା କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ବୁଦ୍ଧାଦିତ୍ୟଙ୍କ ବିଷୟରେ ବହୁତ କିଛି କହିବାକୁ ଯାଉଛୁ । ବୁଦ୍ଧାଦିତ୍ୟଙ୍କ ପରିବାର କଟକରେ ରହୁଛନ୍ତି ଓ ବୁଦ୍ଧାଦିତ୍ୟ ନିଜ ପରିବାର ସହ ବହୁତ ଖୁସିରେ ଅଛନ୍ତି । ତେବେ କଣ ଆପଣ ମାନେ ଜାଣିଛନ୍ତି ବୁଦ୍ଧାଦିତ୍ୟ ଆଜୀଜ ମା ବାପାଙ୍କ ସହ କଟକରେ ରହୁଛନ୍ତି ଓ ସେ ନିଜ ମା ବାପାଙ୍କୁ ବହୁତ ଭଲ ପାନ୍ତି ।

Image Courtesy: Google

ବୁଦ୍ଧାଦିତ୍ୟଙ୍କ ଚଳଚିତ୍ର ଦୁନିଆରେ ପ୍ରଥମ ଚଳଚିତ୍ର ଥିଲା “ଆଇ ଲଭ ମାଈ ଇଣ୍ଡିଆ” ଏହି ଚଳଚିତ୍ର ୨୦୦୭ ମସିହାରେ ଆସିଥିଲା ଏହା ପରେ ୨୦୦୮ରେ “ନନ୍ଦିନୀ ଆଇ ଲଭ ୟୁ” ଓ ୨୦୦୯ ମସିହାରେ ତାଙ୍କର ସୁପର ଡୁପର ଫିଲ୍ମ ଆସିଥିଲା ଯାହା ନା ଥିଲା “ ପାଗଳ କରିଛି ପାଉଁଜି ତୋର” ଏହି ଫିଲ୍ମରେ ଦର୍ଶକ ମାନେ ବୁଦ୍ଧାଦିତ୍ୟଙ୍କୁ ବେସ ଭଲ ଭାବରେ ଜାଣି ପାରିଲେ ଓ ତାଙ୍କ ଅଭିନୟ ପୁରା ଓଡିଶାରେ ଫେମସ ହୋଇଗଲା । ତେବେ କଣ ଆପଣ ଏହା ଜାଣିଛନ୍ତି ବୁଦ୍ଧାଦିତ୍ୟ କେବଳ ନିଜ ପରିଶ୍ରମ ଓ କଷ୍ଟ ଦ୍ଵାରା ଏହି ସଫଳତା ଗୁଡିକ ହାସଲ କରିଛନ୍ତି ।

Image Courtesy: Google

ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ହିନ୍ଦୀ ସିରିଏଲ ଦେଖିବା ପସନ୍ଦ କରନ୍ତି ତେବେ କଣ ଆପଣ ଜାଣିଛନ୍ତି ବୁଦ୍ଧାଦିତ୍ୟ ୧୦ ଠାରୁ ଅଧିକ ହିନ୍ଦୀ ସିରିଏଲରେ ନିଜ ଜବରଦସ୍ତ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ପାରିଛନ୍ତି । ତେବେ ଓଡିଆରେ ୫୦ଠାରୁ ଅଧିକ ଫିଲ୍ମ ସେ ବର୍ତମାନ ପର୍ଯ୍ୟନ୍ତ କରି ସାରିଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ତାଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି । ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *