ଯଦି ଆପଣଙ୍କୁ କିଏ ଖୁଆଇ ବି ଦିଏ ତେବେ ବି କାହାର ଏହି ଦୁଇଟା ଜିନିଷ ଖାଇବେ ନାହିଁ, ହୋଇଥାଏ ମହାପାପ  

ଆଜି ଆମେ ଏହି ଲେଖାରେ ଖାଇବା ସହିତ ଜଡିତ କିଛି ଜିନିଷ ଆଲୋଚନା କରିବା । ଯାହାକୁ ଆଉ କାହା ଘରେ ଖାଇବା ଉଚିତ ନୁହେଁ । ଏଥିରେ ଆମ ଜୀବନରେ ବହୁତ ସାରା ଅସୁବିଧା ହୋଇପାରେ । ହିନ୍ଦୁ ଧର୍ମର କଥା ଯଦି ଆମେ ଆମ ଜୀବନରେ ବ୍ୟବହାର କରିବା ଦ୍ଵାରା ଜୀବନ ବହୁତ ସୁଗମ ଓ ସରଲ ହୋଇଥାଏ ।

ଆମକୁ ଆସୁଥିବା ଅସୁବିଧାରୁ ମଧ୍ୟ ନିଯାତ ମିଳିଥାଏ । ସନାତନ ମାନ୍ୟତା ଅନୁସାରେ ଏମିତି ବହୁତ କିଛି ରହିଛି ଯାହାକୁ କରିବା ଆବଶ୍ୟକ ମାନାଯାଇଛି । ଏମିତି ବହୁତ କିଛି ଅଛି କରିବା ପୂର୍ଣ ରୂପରେ ନିଶ୍ଚିତ ଅଟେ । ଆଜି ଆମେ ଏମିତି କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବୁକି ଏହାକୁ ଆଉ କାହା ଘରେ ଖାଇବା ଶାସ୍ତ୍ର ହିସାବରେ ଠିକ ହୋଇନଥାଏ ।

Image Courtesy: Google

କୁହାଯାଏ ଯଦି ଏହାର ସେବନ କରାଯିବ ବହୁତ କ୍ଷତି ହେବ  । ଶାସ୍ତ୍ର ଅନୁସାରେ ଏମିତି କିଛି ଖାଦ୍ୟ ରହିଛି ଆଉ କାହା ଘରେ ଖାଇବା ଉଚିତ ନୁହେଁ । ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଧନ, ଯଶ, ଓ ବୈଭବର  କ୍ଷତି ହୋଇଥାଏ ।  ଜୀବନରେ ନିୟମ ଅନୁଶାସନ ଯଦି ନାହିଁ ଜୀବନରେ ସଙ୍କଟ ଆସିପାରେ । ନିୟମ ବିନା ଧର୍ମ ସବୁବେଳେ ଅଧା ହୋଇଥାଏ ।ସର୍ବ ପ୍ରଥମ ଖାଦ୍ୟ ହେଉଛି ତିଳ ମାନେ ରାସୀ ଏହି ଖାଦ୍ୟକୁ ଅଲଗା କାହା ଘରେ ଖାଇବା ଅନୁଚିତ ହୋଇଥାଏ ।

Image Courtesy: Google

ଶାସ୍ତ୍ର ଅନୁସାରେ ଯଦି ଆପଣ ଆଉ କାହା ଘରେ ତିଲ ଖାଉଛନ୍ତି ତାହେଲେ ଆପଣ ସେହି ଘରର ଋଣି ହୋଇବେ । ପର ଜନ୍ମରେ ସେହି ସବୁ ଜିନିଷକୁ ଆପଣଙ୍କୁ ଭରିବାକୁ ପଡିବ ।ତିଲରେ ଆଉବୀ କିଛି ଗୁରୁତ୍ଵପୂର୍ଣ କଥା ଅଛି କଳା ରାସୀ ଧଳା ରାସୀ ଦୁଇ ପ୍ରକାର ରହିଛି, ବିଶେଷ କରି କଳା ତିଲ କାହା ଘରେ ଖାଇବା ଉଚିତ ନୁହେଁ । ଆପଣ ଆଉ କାହା ଘର ଲୁଣ ଖାଇବା ଉଚିତ ନୁହେଁ, ଯଦି କାହା ଘରକୁ ଖାଇବାକୁ ଯାଉଛନ୍ତି, ଯଦି କୌଣସି ଜିନିଷରେ ଲୁଣ ଲାଗିନୀ ତାହେଲେ ଆପଣ ଲୁଣ ମାଗିକି ଖାଇବେ ନାହିଁ ।

Image Courtesy: Google

ଶାସ୍ତ୍ର ଅନୁସାରେ ‘ଜେସେ ଅର୍ଣ୍ଣ ବେସେ ମନ’ ଆମେ ଜିମିତି ଖାଦ୍ୟ ଖାଇ ଥାଉ ଆମର ବୁଧି ଓ ଭାବିବା ଶକ୍ତି ସେମିତି ହୋଇଯାଇଥାଏ । ଯଦି ଆମେ ସେମିତି ବ୍ୟକ୍ତି ଘରେ ଭୋଜନ କରିଥାଉ ସେହି ବ୍ୟକ୍ତି ଘରର ଲୁଣ ଖାଇଥାଉ ଯାହା ଅଧର୍ମ ସହିତ ଯୋଡା ହୋଇଥାଏ ଓ ପାପ କାର୍ଯ୍ୟ କରିଥାଏ । ଯିଏ ଧର୍ମର ବିପରୀତ ଚାଲିଥାଏ ଏମିତି ଲୋକର ଘରେ ଲୁଣ ଖାଇବା ଦ୍ଵାରା ଆପଣଙ୍କ ଭାବିବା ଶକ୍ତିବି ସେଇଭଳି ହୋଇଥାଏ । ଶେଠୀ ପାଇଁ ଆଉ କାହା ଘର ଲୁଣ ଖାଇବା ଉଚିତ ନୁହେଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *