ଘରେ ଦେଖାଦେବାକୁ ଲାଗିଲେ ଦାରିଦ୍ର୍ଯ ତୁରନ୍ତ ବନ୍ଦ କରି ଦିଅନ୍ତୁ ଏହି କାମ- Chanakya Niti

ଚାଣକ୍ୟ ଙ୍କ କେତେକ ନିତି ଅଛି । ତାଙ୍କ ନିତି ଅନୁସାରେ କେତେକ ଜିନିଷ ଅଛି ଯାହା କାହାଠୁ ଆଣିବା କଥା ନୁହଁ କି କାହାକୁ ଦେବା କଥା ନୁହଁ । ଆମେମାନେ ଏ ବିଷୟରେ ଜାଣି ନଥାଉ ସେଥି ପାଇଁ ଆମ ଜୀବନରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉ । ଚାଣକ୍ୟ ଙ୍କ ନୀତି ମଶିଷ ଜୀବନରେ କିପରି ଅସୁବିଧା ରୁ ବାହାରିପାରିବ ଓ ସଫଳତା ପାଇପାରିବ ସେ ବିଷୟରେ କହିଥାଏ ।

ଆମ ଜୀବନରେ ଆସୁଥିବା ଖୁସି ଓ ଦୁଃଖ ର କାରଣ ଆମେ ନିଜେ ହିଁ ହେଇଥାଉ । ଯଦି ଆମେ କାହାଠୁ କିଛି ଜିନିଷ ଆଣିଥାଉ ତା ସାଙ୍ଗେ ସାଙ୍ଗେ ସବୁ ଅସୁବିଧା ଆଣିକି ଆସିଥାଏ । ଆସନ୍ତୁ ଜାଣିବା ଏହି ୫ ଟି ଜିନିଷ ବିଷୟରେ ।

Image Courtesy: Google

୧: କଲମ : ସବୁବେଳେ ଚେଷ୍ଟା କରନ୍ତୁ କୁଆଡେ ବାହାରକୁ ଗଲାବେଳେ ନିଜ ସାଙ୍ଗରେ କଲମ ନେଇକି ଯିବେ । ଯଦି କାହାକୁ ମାଗୁଛନ୍ତି ତାକୁ ସାଙ୍ଗେ ସାଙ୍ଗେ ଫେରାଇ ଦିଅନ୍ତୁ । ଯଦି ଫେରାଇବାକୁ ମନେ ପଡୁନି ତ ଏହାକୁ ନିଜ ପାଖରେ ନ ରଖି ଗରିବ ପିଲା ଙ୍କୁ ଦେଇଦିଅନ୍ତୁ । ବାସ୍ତୁ ଶାସ୍ତ୍ରରେ ଅନ୍ୟ କାହାର ବ୍ୟବହାର କରିଥିବା ପେନ୍ କୁ ନିଜ ପାଖରେ ରଖିଲେ ଧନ ହାନି ହୁଏ ।

Image Courtesy: Google

୨: ରୁମାଲ୍: ନିଜର ରୁମାଲ ବା ଅନ୍ୟ କାହାର ବ୍ୟବହାର କରିଥିବା ରୁମାଲ ଆଣିଲେ ଆପଣ ୨ ଜଣ ଙ୍କ ମଧ୍ୟ ରେ ଶତ୍ରୁତା ବଢିବ । ଅନ୍ୟ କାହାର ବ୍ୟବହାର କରିଥିବା ରୁମାଲ ରେ ସେ ବ୍ୟକ୍ତି ର ନାକାରାତ୍ମକ ଶକ୍ତି ଥାଏ, ଯାହା ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପକାଏ ଓ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ଦେଖା ଦିଏ ।

Image Courtesy: Google

୩: ବିଛଣା: କେବେ କାହାର ବିଛଣା ବ୍ୟବହାର କରିବା କଥା ନୁହଁ କି ନିଜ ବିଛଣା କାହାକୁ ଦେବା କଥା ନୁହଁ । ଏହାଦ୍ବାରା ଧନ ହାନି ଓ ଘରେ ବିଶୃଙ୍ଖଳା ସୃଷ୍ଟି ହୁଏ । ଆପଣ ବ୍ୟବହାର କରିନଥିବା ବିଛଣା କାହାକୁ ଦେଇପାରିବେ । ବ୍ୟବହାର କରିଥିବା ବିଛଣା କାହାକୁ ଦେଲେ ବା ନିଜେ ଶୋଇଲେ ନାକାରାତ୍ମକ ଶକ୍ତି ଶରୀର କୁ ପ୍ରେବେଶ୍ କରେ ।

Image Courtesy: Google

୪: ହାତ ଘଣ୍ଟା: ହାତ ଘଣ୍ଟା ଆପଣଙ୍କ ଖରାପ୍ ଓ ଭଲ ସମୟ ର କାରଣ ହୋଇଥାଏ । ଯଦି ଆପଣ କାହାର ଘଣ୍ଟା କୁ ବ୍ୟବହାର କରିବେ ଯଦି ସେ ବ୍ୟକ୍ତି ରଖରାପ ସମୟ ଚାଲିଥିବ ତାହା ଆପଣ ଙ୍କ ପାଖକୁ ଆସିବ ହେରି ଓ ଆପଣ ଅସୁବିଧା ର ସମ୍ମୁଖୀନ ହେବେ ।

Image Courtesy: Google

୫: ପଇସା: ଆପଣ ଆପଣଙ୍କ ଆୟ ଅନୁଯାଇ ଖର୍ଚ୍ଚ କରନ୍ତୁ । ଯଦି କେବେ ଅସୁବଧା ସମୟରେ ଆପଣ କାହା ଠୁ ଆଣୁଛନ୍ତି ତାକୁ ତୁରନ୍ତ ଫେରାଇ ଦିଅନ୍ତୁ । ନହେଲେ ଆପଣ ଙ୍କ ର କେବେ ଉନ୍ନତି ହେବନି ।

୬: ବସ୍ତ୍ର: କାହାର ବ୍ୟବହାର କରିଥିବା ବସ୍ତ୍ର କୁ ଆପଣ ବ୍ୟବହାର କରିବା ଭଲ ନୁହଁ ଯାହା ଦ୍ଵାରା ବହୁତ୍ ଅସୁବିଧାରେ ପଡିବେ । ନୂତନ ବସ୍ତ୍ର ଦେବା ଅତ୍ୟନ୍ତ ଭଲ କଥା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *