ଆପଣଙ୍କ Blood Group କଣ କହିଥାଏ ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ ?

ଏହି ଲେଖାରେ ଆମେ ଏହି ବ୍ଲଡ ଗ୍ରୁପ ବିଷୟରେ ଆଲୋଚନା କରିବା ଯାହା ଯାନୀ ଆପଣ ଆଶ୍ଚର୍ଯ୍ୟ ହୋଇବେ । ଜାପାନରେ ଲୋକ ଆଷ୍ଟ୍ରୋଲୋଜି ଓ ବିଜ୍ଞାନରେ ବିଶ୍ଵାସ କରିନଥାନ୍ତି  ଖାଲି ସେ ବ୍ଲଡ ତଟାଇପକୁ ମଧ୍ୟ ଦେଖିଥାନ୍ତି । ଆପଣଙ୍କୁ ଆମେ ଏହା କହିବାକୁ ଚାହୁଞ୍ଚୁ ଯାହା ଆପଣଙ୍କ ବ୍ଲଡ ଟାଇପ ହୋଇଥାଏ ସେ ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ ବହୁତ କିଛି କହିଥାଏ ।

୨୦୧୦ରେ ଯାପନରେ କରାଯାଇଥିବା ପରିକ୍ଷଣରୁ ଏହା ଜଣା ପଡିଥିଲା କି ଯାପନର ଅଧିକ ବୟସ ଲୋକ ବ୍ଲଡ ଟାଇପରେ ବିଶ୍ବାସ ରଖିଥାନ୍ତି । ଆଜି ଆମେ କହିବି ବ୍ଲଡ ଗ୍ରୁପ ଓ ବ୍ୟକ୍ତିତ୍ବ ଭିତରେ କଣ ରିଲେସନ ଥାଇପାରେ । ଆସନ୍ତୁ ଜାଣିବା କେଉଁ ବ୍ଲଡ ଗ୍ରୁପର କଣ ବ୍ୟକ୍ତିତ୍ବ ହୋଇପାରେ ।

Image Courtesy: Google

A ବ୍ଲଡ ଗ୍ରୁପ

ଏହି ଲୋକ ବହୁତ ଦୟାଳୁ ହେବ ସହିତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ନିଜଠୁ ଅଧିକ ଅନ୍ୟଲୋକର କଥାକୁ ଗୁରୁତ୍ଵପୂର୍ଣ ଦେଇଥାନ୍ତି । ଏହି ଲୋକ ସବୁବେଳେ ଅନ୍ୟକୁ ସାହାର୍ଯ୍ୟ କରିଥାନ୍ତି ଓ ନିଜ ବିଷୟରେ ପରେ ଭବିଥାନ୍ତି । ଏହା ସହିତ ସେ ବହୁତ ଭଲ ଶ୍ରୋତା ହୋଇଥାନ୍ତି ଓ ବହୁତ ଜଲ୍ଦି ନୂଆ ସାଙ୍ଗ ମଧ୍ୟ ବନାଇଥାନ୍ତି । ଆଜିକାଲି ଭଲ  ସ୍ରୋତା ମାନଙ୍କର ବହୁତ କମି ରହିଛି ଓ ଯଦି ଆପଣ ଗୋଟେ ଭଲ ସ୍ରୋତା ତାହେଲେ ଲୋକ ଆପଣଙ୍କ ସହିତ ସାଙ୍ଗ ହେବାକୁ ନିଶ୍ଚିତ ଚାହିଁବେ । ଏହି ଗ୍ରୁପର ଲୋକ ବାହାରୁ ଯେତେ ଭଲ ଶାନ୍ତ ଲାଗିଲେ ଭିତରୁ ବହୁତ  ବହୁତ କିଛି ଜିନିଷ ପାଇଁ ଚିନ୍ତିତ ରହିଥାନ୍ତି ଓ ଏହି ଅସୁବିଧା ବିଷୟରେ ମଧ୍ୟ କାହାକୁ କିଛି କୁହନ୍ତି ନାହିଁ ।

Image Courtesy: Google

B ବ୍ଲଡ ଗ୍ରୁପ

ଏହି ଗ୍ରୁପ୍ରର ଲୋକ ବହୁତ ସାଙ୍ଗ ସାଥି ବନେଇଥାନ୍ତି ଓ ବହୁତ ଖୋଲା ହୋଇଥାନ୍ତି । ଏହି ଗ୍ରୁପ୍ର ଲୋକ ବହୁତ ଭଲ ଲୋକଙ୍କ ସହିତ ଡିଲ କରିଥାନ୍ତି । ଏମାନଙ୍କ ମଧ୍ୟରେ ଲିଡରଷିପ ଗୁଣ ବହୁତ ଭଲ ରହିଥାଏ  ଓ ଏହି ସ୍କିଲ ପାଇଁ ସେ ବହୁତ ଭଲ କାମ କରିଥାନ୍ତି ବିଭିନ କ୍ଷେତ୍ରରେ । ଏହି ଲୋକ ବହୁତ କ୍ରିଏଟିଭ ହୋଇଥାନ୍ତି ଯଦି ଆପଣ ବି ଗ୍ରୁପ ହୋଇଥାନ୍ତି ଆପଣ କେବେ କାହା ଅଣ୍ଡରରେ କାମ କରିପାରିନଥାନ୍ତି ଓ ସେମାନେ  ଲିଡ କରିବା ଓ ଅଡର ଦେବା ବହୁତ ପସନ୍ଦ ହୋଇଥାଏ ।

Image Courtesy: Google

A ଓ B ବ୍ଲଡ ଗ୍ରୁପ

ଏହି ଦୁଇ ବ୍ଲଡ ଗ୍ରୁପ ମିସିକି ଗୋଟେ ଗ୍ରୁପ ଅଟନ୍ତି । ଏହି ଲୋକ ବହୁତ ଲାଜକୁଲା ହେବା ସହିତ ସାଙ୍ଗ ସାଥି ପ୍ରିୟ ଓ ଅତିଭଲ ବ୍ୟକ୍ତିତ୍ବ ହୋଇଥାଏ । ଏହି ଲୋକ ଦୁଇ ପ୍ରକାରର ବ୍ୟକ୍ତିତ୍ବ ଅମାନଙ୍କ ପାଖରେ ଥାଏ । ଯେଉଁ ମାନେ ଏହି ଲୋକ ସହିତ ଭଲ ସମ୍ପର୍କରେ ଥିବେ ସେ ଗୋଟେ ଭଲ ରୂପ ଦେଖିବେ ଓ ଅନ୍ୟମାନେ ଆଉ ଗୋଟେ ରୂପ ଦେଖିପାରିବେ । ଏହି ଗ୍ରୁପର ଲୋକ କାହାକୁ ବୋର ହେବାକୁ ଦିଅନ୍ତି ନାହିଁ । ଏହି ଲୋକ ଅଧିକ ଷ୍ଟ୍ରେସ ହ୍ୟାଣ୍ଡଲ କରିପାରନ୍ତି ନାହିଁ ସେଥିଲାଗି ସେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

Image Courtesy: Google

O ବ୍ଲଡ ଗ୍ରୁପ

ଏହି ଗ୍ରୁପ୍ର ଲୋକ ବହୁତ ସାହସୀ, ଦାଇତ୍ବବାନ ହୋଇଥାନ୍ତି ଏହି ଗୁଣ ଗୁଡିକ ଓ ଗ୍ରୁପ ଲୋକଙ୍କୁ ଦର୍ଶାଇ ଥାଏ । ଏହି ଲୋକ ନିଜ ଜିନିଷକୁ ନେଇ ବହୁତ ଯତ୍ନବାନ ହୋଇଥାନ୍ତି । ଏହି ଲୋକ ଯାହା ଚାହିଁ ଥାନ୍ତି ସେ ତାହା କରିଥାନ୍ତି, ସେ ବହୁତ ଭଲ ହେବ ସହିତ ଡୋମିନେଟିଙ୍ଗ ହୋଇଥାନ୍ତି । ଏମାନେ ବହୁତ ଭଲରେ ଜାଣିଥାନ୍ତି ଜୀବନରେ ଏମାନଙ୍କୁ କଣ ଦରକାର ହୋଇଥାଏ ଓ ସେ ବହୁତ ପ୍ରାକ୍ଟିକାଲ ହୋଇଥାନ୍ତି ।

Image Courtesy: Google

ଏହି ଗ୍ରୁପ୍ର ଲୋକ ନିୟମ କାନୁନ ବହୁତ ମାନିଥାନ୍ତି ଓ ଯେଉଁ ଲୋକ ନିୟମ ମାନିନଥାନ୍ତି ସେ ସେହି ମାନଙ୍କୁ ଜମାବି ପସନ୍ଦ କରିନଥାନ୍ତି । ଏମାନେ ବହୁତ ମସ୍ତି ମଜାକ କରିଥାନ୍ତି କିନ୍ତୁ କମ ସମୟରେ ବହୁତ ସିରିୟସ ହୋଇଥାନ୍ତି । ସେଥିପାଇଁ ଜୀବନରେ ବହୁତ ସଫଳ ରହିଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *