Hema Maliniଙ୍କ ଦୁଇ ବୋହୁ ତାଙ୍କ ଠାରୁ ବି ଅଧିକ ସୁନ୍ଦର stylish ଓ Bold, ଦେଖିଲେ ନଜର ହଟିବନି

ହେମା ତାଙ୍କ ସମୟରେ ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ । ହେମାଙ୍କ ସୁନ୍ଦରତା ଉପରେ ବହୁତ ଲୋକ ଫିଦା ହେଉଥିଲେ । ଆଜି ମଧ୍ୟ ସେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି ହେମାମାଲିନି । ଆଜୀବ୍ୟ ସେ ସେତିକି ସୁନ୍ଦର ଲାଗୁଛନ୍ତି ପୂର୍ବରୁ ଯେମିତି ଦେଖାଯାଉଥିଲେ ।

ହେମା ଡ୍ରିମ ଗର୍ଲ ନାମରେ ପରିଚିତ ହେମା ଦୁନିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି ।  ଗୋଟେ ସମୟ ଥିଲା ଅଭିନେତା ସଂଜୀବ କୁମାର ହେମାମାଲିନୀଙ୍କୁ ପ୍ରେମ କରୁଥିଲେ ଓ ତାଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ । ଏମିତି ହୋଇପାରିଲାଣି କାରଣ ହେମା ତାଙ୍କୁ ପ୍ରେମ କରୁନଥିଲେ ।

ପୁଣି ଧର୍ମେନ୍ଦ୍ର ମଧ୍ୟ ନିଜ ହୃଦୟ ହେମାମାଲିନୀଙ୍କୁ ଦେଇ ସାରିଥିଲେ ଓ ହେମା ମଧ୍ୟ ଧର୍ମେନ୍ଦ୍ରଙ୍କୁ ଭଲ ପାଉଥିଲେ । ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଧର୍ମେନ୍ଦ୍ର ପୂର୍ବରୁ ବିବାହିତା ଥିବା କାରଣରୁ ଏମିତି କରିପାରୁ ନଥିଲେ । ଧର୍ମେନ୍ଦ୍ରଙ୍କର ପ୍ରଥମ ବିବାହ ପ୍ରକାଶ କୌର ନାମକ ଜଣେ ମହିଳାଙ୍କ ସହିତ ହୋଇଥିଲା ।

ପ୍ରକାଶ କୌରଙ୍କର ଦୁଇଟି ପୁଅ ହୋଇଥିଲା ଯାହାର ନାମ ସନିଦେଓଲ, ଓ ବବି ଦେଓଲ ଅଟେ । ଆମ ସମସ୍ତଙ୍କୁ ଜଣାକି ହିନ୍ଦୁ ଧର୍ମରେ ଗୋଟେ ବିବାହକୁ ହିଁ ସୀକୃତି ମିଳିଥାଏ । ଏମିତିରେ ସେ ହେମା ସହିତ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ ଓ ତାଙ୍କ ପ୍ରଥମ ସ୍ତ୍ରୀକୁ ମଧ୍ୟ ଛାଡିବାକୁ ଚାହୁଁନଥିଲେ । ଶେଷରେ ସେ ଏହି ସମସ୍ୟାର ସମାଧାନ କାଲେ ଓ ଇସଲାମ ଧର୍ମ ଗ୍ରହଣ କରିବାକୁ ନିସ୍ପତି ନେଲେ । କିନ୍ତୁ ଇସଲାମ ଧର୍ମ ତାଙ୍କୁ ଦୁଇଟି ସ୍ତ୍ରୀ ରଖିବାକୁ ଅନୁମତି ଦେଇଥିଲା ।

ଧର୍ମେନ୍ଦ୍ର ଦ୍ଵିତୀୟ ଥର ହେମାଙ୍କୁ ବିବାହ କଲେ ଯେଉଁଥିରେ ତାଙ୍କର ଦୁଇଟି ଝିଅ ହୋଇଥିଲା, ଜଣଙ୍କର ନାମ ଇଶା ଦେଓଲ ଓ ଆଉ ଜଣଙ୍କର ନାମ ଅହନା ଦେଓଲ । କିନ୍ତୁ ସୁନ୍ଦରତା କ୍ଷେତ୍ରରେ ହେମାଙ୍କ ବୋହୁମାନେ କାହାଠୁ ମଧ୍ୟ କମ ନୁହେଁ । ସେ ଏତେ ସୁନ୍ଦରକି ସେ ହେମାଙ୍କୁ ମଧ୍ୟ ଟକ୍କର ଦେଇଥାନ୍ତି । ଆଜି ଏହି ଲେଖାରେ ଆମେ ହେମା ମାଲିନୀଙ୍କ ବଡ ପୁଅର ସ୍ତ୍ରୀର ନାମ ପୂଜା ଦେଓଲ ଅଟେ । ସେ ପେଷାରେ ଜଣେ ହାଉସ ୱାଇଫ ଅଟେ,କିନ୍ତୁ ପୂଜା ଦେଖିବବାକୁ ବହୁତ ସୁନ୍ଦର ଅଟନ୍ତି ।

ଦୁଇଜଣଙ୍କର ଯୋଡି ଏକା ସାଥିର ବହୁତ ସୁନ୍ଦର ଲାଗିଥାଏ । ହେମମାଳିନୀଙ୍କ ଛୋଟ ପୁଅ ମାନେ ବବି ଦେଓଲ ଙ୍କ ସ୍ତ୍ରୀର ନାମ ତାନିଆ ଦେଓଲ ଅଟେ । ତାନିଆ ତାଙ୍କ ବଡଜାଠୁ ମଧ୍ୟ ବହୁତ ସୁନ୍ଦର ଅଟେ । ସେ ଦେଖିବାକୁ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ ମଧ୍ୟ କମ ନୁହେଁ । ତାନିଆ କୁ ମଡର୍ନ ରହିବା ଓ ମଡର୍ନ କପଡା ପିନ୍ଧିବାକୁ ବହୁତ ପସନ୍ଦ ହୋଇଥାଏ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *