ଚେହେରା କୁ କେବେ ବୁଢା ହେବାକୁ ଦେବନି ଏହାର 2ଟି ପତ୍ର, 50ରେ ଭି ଦେଖାଯିବେ 20 ଭଳି ଯବାନ- Acharya Balkrishna

ବନ୍ଧୁଗଣ ଆଜିକାଲି ର ଯୁବପିଢି ମାନଙ୍କ ଠାରେ କୁଞ୍ଚିତ ତ୍ଵଚା ଏକ ବହୁତ ବଡ ସମସ୍ୟା ଦେଖା ଦେଉଛି । ଖାଦ୍ୟ ରେ ପୋଷଣ ର ଅଭାବ ଏବଂ ବ୍ୟସ୍ତ ବହୁଳ ଜୀବନ ଶୈଳୀ ମଧ୍ୟରେ ଆମେ ଆମ ଶରୀର ଉପରେ ଧ୍ୟାନ ଦେଇ ପରି ନଥାଉ । ତେଣୁ କମ ବୟସ ରୁ ଯୁବକ ଯୁବତୀ ମାନଙ୍କ ଚେହେରା ରେ ଚର୍ମ କୁଞ୍ଚନ ଭଳି ସମସ୍ଯା ଦେଖାଯାଏ ଏବଂ ଖୁବଶୀଘ୍ର ବାର୍ଦ୍ଧକ୍ୟ ମାଡିବସେ ।

ବନ୍ଧୁଗଣ ତୁଳସୀ ଗଛ ସମସ୍ତଙ୍କ ଘର ବାରି ରେ ଦେଖିବାକୁ ମିଳେ । କିଛି ଲୋକ ଧାର୍ମିକ ମାନ୍ୟତା କାରଣ ରୁ ତୁଳସୀ ଗଛ କୁ ରଖିଥିବା ବେଳେ ଆଉ କିଛି ଲୋକ ଏହାର ଔଷଧୀୟ ଗୁଣ ପାଇଁ ଘର ବାରି ରେ ତୁଳସୀ ଗଛ ଲଗାଇଥାନ୍ତି । ତୁଳସୀ ପତ୍ର ଆମ ସ୍କିନ ପାଇଁ ରାମବାଣ ଅଟେ ।

Image Courtesy: Google

ତୁଳସୀ ପତ୍ର କୁ ସ୍କିନ ରେ ଲଗାଇବା ଦ୍ଵାରା ଆମ ସ୍କିନ ଟାଇଟ ହେବା ସହ ଆମ ଚର୍ମ କୁଞ୍ଚନ ଗାୟବ ହୋଇଯାଏ । ଯାହା ଦ୍ଵାରା ଆପଣ ଯେତେ ବୟସ୍କ ହେଲେ ମଧ୍ୟ ଆପଣ ଯୁବକ ଭଳି ଦେଖା ଯିବେ । ଚର୍ମ କୁଞ୍ଚନ ବା ରିଙ୍କଳସ କୁ ଦୂର କରିବା ପାଇଁ ଆପଣ ତୁଳସୀ ପତ୍ର କିମ୍ବା ତୁଳସୀ ପତ୍ର ର ପାଉଡର ନେଇପାରିବେ । ତୁଳସୀ ପତ୍ର କୁ ନେଇ ବାଟି ଦିଅନ୍ତୁ କିମ୍ବା ତୁଳସୀ ପତ୍ର ପାଉଡର ରେ ପାଣି ମିଶାଇ ଗୋଟେ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

Image Courtesy: Google

ତା ପରେ ସେହି ପେଷ୍ଟ କୁ ମୁହଁ ରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ । ୧୫ ମିନିଟ ପରେ ଥଣ୍ଡା ପାଣି ରେ ମୁହଁ କୁ ଧୋଇ ଦିଅନ୍ତୁ । ଏହି ଉପାୟ କୁ ସପ୍ତାହ ରେ ୨-୩ ଥର ୩ମାସ ପର୍ଯ୍ୟନ୍ତ କରନ୍ତୁ । ଏହାର ବ୍ୟବହାର ଦ୍ଵାରା ସ୍କିନ ଟାଇଟ ହୋଇଯିବ ବା ଚର୍ମ କୁଞ୍ଚନ ଭଳି ସମସ୍ୟା ମଧ୍ୟ ଦୂର ହୋଇଯିବ । ଏବଂ ଆପଣ ଯୁବକ ଭଳି ଦେଖା ଯିବାକୁ ଲାଗିବେ । ତୁଳସୀର ପତ୍ର କେବଳ ଚର୍ମ କୁଞ୍ଚନ ନୁହେଁ ଆପଣଙ୍କ ବ୍ରଣ ସମସ୍ୟା କୁ ମଧ୍ୟ ଦୂର କରେ ।

Image Courtesy: Google

ଆଜିକାଲି ର ଯୁବପିଢି ଶାରୀରିକ ପରିଶ୍ରମ କରୁନାହାନ୍ତି ଏବଂ ଜଙ୍କ ଫୁଡ ର ଅହିକ ସେବନ ଦ୍ଵାରା ଆମ ରକ୍ତ ରେ ଏମ୍ପୁରୀଟି ବଢିଯାଏ । ତୁଳସୀ ପତ୍ର ର ପେଷ୍ଟ କିମ୍ବା ପାଉଡର,କମଳା ଚୋପ ର ପାଉଡର କୁ ସମ ପରିମାଣ ରେ ନେଇ ଗୋଲାପ ଜଳ ସାହାଯ୍ୟ ରେ ଏକ ପେଷ୍ଟ ବନାନ୍ତୁ । ଏହି ପେଷ୍ଟ ପ୍ରତିଦିନ ୫ ମିନିଟ ପାଇଁ ନିଜ ଚେହେରା ରେ ଲଗାନ୍ତୁ । ଏହି ଉପାୟ କୁ ଲଗାତର ଏକ ସପ୍ତାହ ଯାଏ କରିବା ଦ୍ଵାରା ଆପଣଙ୍କ ଚେହେରା ରୁ ବ୍ରଣ ଗାୟବ ହୋଇଯିବ ।

Image Courtesy: Google

ଯଦି ଆପଣଙ୍କ କେଶ ଝଡୁଥାଏ କିମ୍ବା କେଶ ପାଚିବାକୁ ଲାଗୁଛି ତେବେ ଆପଣ ତୁଳସୀ ର ପାଉଡର ଏବଂ ଅଁଳା ର ପାଉଡର କୁ ସମ ପରିମାଣ ରେ ନେଇ ପାଣି ସାହାଯ୍ୟ ରେ ଏକ ପେଷ୍ଟ ବନାନ୍ତୁ । ଏହି ପେଷ୍ଟ ଆପଣ ଆପଣଙ୍କ କେଶ ରେ ଲଗାନ୍ତୁ ଓ ୧୫ ମିନିଟ ପରେ ଧୋଇ ଦିଅନ୍ତୁ । ଏହା ଆପଣ ଙ୍କୁ ସପ୍ତାହ ରେ ୨ଥର ଏବଂ ୨ ମାସ ପର୍ଯ୍ୟନ୍ତ ଲଗାତାର କରିବା ଦ୍ଵାରା ଆପଣଙ୍କ କେଶ ର ସମସ୍ତ ସମସ୍ୟା ଦୂର ହୋଇଯିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *