ଯଦି ପରିସ୍ରା କରିବା ପରେ ମଧ୍ୟ ପଡୁଛି ୨ ଚାରି ବୁନ୍ଦା, ତେବେ ଆପଣଙ୍କୁ ହେଇପାରେ ଏହି ଗମ୍ଭୀର ରୋଗ

ଆଜି କାଲି ଲୋକ ମାନେ ଭାରାକ୍ରାନ୍ତ ଜୀବନ ରେ ନିଜ ଶରୀର ଉପରେ ଧ୍ୟାନ ଦେଉନାହାନ୍ତି । ଯାହା ପାଇଁ ଜଣା ଅଜଣା ରେ ବହୁତ ରୋଗ ର ଶିକାର ହେଉଛନ୍ତି । ଏମିତି ତ ସମସ୍ତ ଙ୍କୁ କିଛି ନା କିଛି ରୋଗ ହୋଇଥାଏ , କେତେବେଳେ ସେ ରୋଗ ଗମ୍ଭୀରତା ର ରୂପ ନେଇଯାଏ ଜାଣି ହୁଏନି ଆଜି ଆମେ କ୍ୟାନ୍ସର ଭୟଙ୍କର ରୋଗ ବିଷୟରେ ଜଣେଇବାକୁ ଯାଉଛୁ, ଯାହା ପୁରୁଷ ଙ୍କ ଅପେକ୍ଷା ମହିଳା ଙ୍କ ଠାରେ ଅଧିକ ଦେଖାଯାଏ ।

ହରମୋନ ଅସନ୍ତୁଳନତା, ଚିନ୍ତା ବା ଖରାପ ଖାଦ୍ୟପେୟ କାରଣ ରୁ ମହିଳାମାନଙ୍କୁ ଅଧିକ ରୋଗ ହେଉଛି ।

ଏହାର ପ୍ରଥମ ଲକ୍ଷଣ କହିବୁ ଯାହା କୁ ଘରୋଇ ଉପଚାର କରିପାରିବେ, ଏ ରୋଗ କୁ ଠିକ୍ ସମୟ ରେ ନସୁଧାରିଲେ ଏହା ଗମ୍ଭୀର କୁ ଗତି କରେ ।

କ୍ୟାନ୍ସର ର ଲକ୍ଷଣ

୧. ବାରମ୍ବାର ପରିସ୍ରା କରିବା –

୨. ନିୟମିତ ସମୟ ରେ ପିରିୟଡ୍ସ ନହେବା –

୩.ପରିସ୍ରା କରିବା ପରେ ମଧ୍ୟ ୨ ଚାରି ବୁନ୍ଦା ପଡ଼ିବା –

୪. ପେଟ ରେ ଯନ୍ତ୍ରଣା ବା ଭାରିପଣ ଦେଖାଦେବା –

୫. ଗ୍ୟାସ୍ ହେବା ଇତ୍ୟାଦି –

ଏସବୁ ଲକ୍ଷଣ ଦେଖିଲେ ଡାକ୍ତର ପରାମର୍ଶ କରନ୍ତୁ ହେଲେ ତା ପୂର୍ବରୁ ଏସବୁ ଘରେଇ ଉପଚାର କରିପାରିବେ ।

୧. ଅଦା ରେ ବହୁତ ଔଷଧୀୟ ଗୁଣ ରହିଛି । ଅଦା ଖାଇବା ଦ୍ବାରା କ୍ୟାନ୍ସର ସହିତ ଅନ୍ୟ କେତେ ରୋଗ ବି ଭଲ ହୋଇଥାଏ, ଅଦା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

୨. ଖାଦ୍ୟ ରେ ଅଜବାଇନ ମିଶାଇ ଖାଆନ୍ତୁ, କ୍ୟାନ୍ସର ସେଲ୍ କମ୍ ହେଇଯିବ । ଏହାକୁ ଅଧିକ ବ୍ୟବହାର କରନ୍ତୁନି ।

୩. ପେଶୁ ମଞ୍ଜି ରେ ଫାଇବର୍ ବା ତନ୍ତୁ ରହିଥାଏ । ଏହା ଏହି ଭୟାନକ ରୋଗ ସହ ଲଢ଼ିଥାଏ । ଏଥିପାଇଁ ପେଶୁ ତେଲ ର କିଛି ବୁନ୍ଦା, କ୍ଷୀର ରେ ମିଶାଇ ପିଇଲେ ଏଥିରୁ ଆରାମ ମିଳେ ।

କିନ୍ତୁ ଯଦି ଏ ରୋଗ କୁ ସମ୍ପୂର୍ଣ ରୂପେ ଭଲ କରିବାକୁ ଚାହାନ୍ତି ତ ସାବଧାନ ସହ ରୁହନ୍ତୁ ଖାଇବା ପିଇବା ର ବିଶେଷ ଧ୍ୟାନ ରଖନ୍ତୁ । ଆଶା କରୁଛୁ ଆପଣ ଏହା ଦ୍ବାରା ଏ କ୍ୟାନ୍ସର ରୋଗ ରୁ ରକ୍ଷା ପାଇପାରିବେ । ଏହି ସବୁ ଉପାୟ ଗୁଡିକ ଆପଣାଇ ଆପଣ କ୍ୟାନ୍ସର ଭଳି ବଡ ରୋଗରୁ ଦୂରେଇ ରହି ପାରିବେ ।

Leave a Reply

Your email address will not be published. Required fields are marked *