ଯଦି ଥରେ ବିନା ବୁର୍ଖାରେ ଦେଖିବେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କୁ ତେବେ ଭୁଲି ଯିବେ ବଲିଉଡ ହିରୋଇନ ମାନଙ୍କୁ

ଭରତ ଏବଂ ନ୍ୟୁଜିଲେଣ୍ଡ ଙ୍କ ଭିତରେ ଟେଷ୍ଟ ସିରିଜ ପୂର୍ବରୁ ମୁକାବିଲା ରେ ଭାରତୀୟ ଟିମକୁ ଖରାପ ପ୍ରଦର୍ଶନର ହାରର ସାମ୍ନା କରିବାକୁ ପଡିଛି ଯାହାପରେ ପ୍ରଥମ ଟେଷ୍ଟ ଜିତି ମେଜବାନ ଟିମ ୧-୦ରୁ ଅଧିକ ହାସିଲ କରି ନେଇଛନ୍ତି ଏହି ଲଜ୍ୟାଜନକ ହାର ପରେ ଭାରତୀୟ ଟିମ ଅନ୍ୟ ଟିମରେ ଓଲାହିବାକୁ ଯାଉଛନ୍ତି ଯେଉଁ ମୁକାବିଲା ଆଜି ହେଉଛି ।

କିନ୍ତୁ ଆଜି ଆପଣଙ୍କୁ ଇରଫାନ ପଠାନଙ୍କ ସହିତ ଯୋଡି ହୋଇଥିବା କିଛି ମନୋରଞ୍ଜନ କଥା କହିବୁ । ଆଜି ଆମେ ଆପଣଙ୍କୁ ଆମେ ଇରଫାନଙ୍କ ସ୍ତ୍ରୀ ବିଷୟରେ କହିବୁ ।

ଇରଫାନ ପଠାନଙ୍କ ଜନ୍ମ ୨୭ ଅକ୍ଟୋବର ୧୯୮୪ ରେ ବଡୌଦା ରେ ହୋଇଥିଲା ,ଇରଫାନ ପଠାନ ୨୦୦୩ ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ । ଯାହାପରେ ଇରଫାନ ପଠାନ ଭାରତର ଓର ବନଡେ କ୍ରିକେଟରେ ସବୁଠାରୁ ଶୀଘ୍ର ୧୦୦ ୱିକେଟ ନେବାର ରେକର୍ଡ ବି ନିଜ ନାମରେ ନେଇ ଥିଲେ କିନ୍ତୁ ପରେ ଖରାପ ପ୍ରଦର୍ଶନ କରି ୨୦୧୨ ପରେ ଇରଫାନ ପଠାନଙ୍କୁ ଭାରତୀୟ ଟିମରେ କେବେ ମୌକା ଦେଆଯାଇ ନଥିଲା ।

ଇରଫାନ ପଠାନ ନିଜର ରିଏଲ ଜୀବନର କଥା କହିବା ତ ଇରଫାନ ପଠାନ ସଫା ବେଗଙ୍କ ସହିତ ୪ ଫେବୃୟାରୀ ୨୦୧୬ରେ ବିବାହ କରିଥିଲେ ,ଇରଫାନ ପଠାନ ସବୁବେଳେ ନିଜ ସ୍ତ୍ରୀ ସଫା ବେଗ ଙ୍କ ବୁକେ ବାଲା ଫଟୋ ପାଇଁ ସବୁବେଳେ ଚର୍ଚାରେ ରହିଥାନ୍ତି । ସଫା ବେଗ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ସୁନ୍ଦର ନୁହଁନ୍ତି ସେ ସାଉଦ ଆରବର ଜଣା ଶୁଣା ମଡେଲ ହୋଇଛନ୍ତି ସବାଙ୍କ ଜନ୍ମ ହାଇଦ୍ରାବାଦ ରେ ହୋଇଥିଲା କିନ୍ତୁ ପରେ ସେ ନିଜ ପରିବାର ସହିତ ସାଉଦି ଆରବରେ ରାହିଜାଇ ଥିଲେ ।

ତେବେ ଏବେ ତ ଆପଣ ଦେଖିଲେ ଇରଫାନଙ୍କ ସ୍ତ୍ରୀ କେତେ ସୁନ୍ଦର । ଆପଣଙ୍କୁ ଇରଫାନ ପଠାନ ଏବଂ ତାଙ୍କ ସ୍ତ୍ରୀ ଙ୍କ ଯୋଡି କେମିତି ଲାଗୁଛି ଏହା ସହିତ ଆପଣଙ୍କୁ ବିରାଟ ,ଧୋନୀ ,ରୋହିତ ଏବଂ ଇରଫାନ ଙ୍କ ସ୍ତ୍ରୀ ଙ୍କ ଭିତରେ ସବୁଠାରୁ ସୁନ୍ଦର କିଏ ଲାଗୁଛନ୍ତି ଆପଣ ଆପଣଙ୍କର ମତ କମେଣ୍ଟ ନିହାତି କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ଗୁଡିକ ପସନ୍ଦ ଆସିବ ଓ ଯଦି ଆଗକୁ ଆମ ସହ ରହିବାକୁ ଚାହୁଞ୍ଚନ୍ତି ତେବେ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟ ଗୁଡିକ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *