ଜାଲରେ ପଡିଲା ଏମିତି ମାଛ କି ଚମକିଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ, ରାତାରାତି ହେଲେ କୋଟିପତି

ଭଗବାନ ସବୁଙ୍କ ଡାକ ଶୁଣି ଥାନ୍ତି ଏହାର କାରଣ ହେଉଛି କି ଆମେ ସଭିଏଁ ତାଙ୍କ ସନ୍ତାନ ଅଟୁ । ଆପଣ ଏହା ମଧ୍ୟ ଜାଣି ଥିବେ କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହା କରିବା ପାଇଁ ଯାଉଛୁ ଏହା ସତ କର୍ମ ଯଦି ହୋଇଛି ତେବେ ଆପଣ କି ଆମେ ଚିନ୍ତା କରିବାର ଦରକାର ନାଇ । ଆଜି ଆମେ କହିବା ପାଇଁ ଯାଉଛୁ କି ଯେଉଁ ମାନେ ବାର ବାର ପରିଶ୍ରମ କରି ଚାଲି ଛନ୍ତି କିନ୍ତୁ ସେମାନେ ଏହା ଜାଣି ନାହାନ୍ନତି କି ସେମାନଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି ସେମାନେ ହଠାତ ଦିନେ ଦେଖିବେ କି ସେମାନେ ଦୁନିଆରେ ବଞ୍ଚିବା ପାଇଁ ଯାହା ଦରକାର କରୁଥିଲେ ତାହା ଠାରୁ ଅଧିକା ପାଇ ଛନ୍ତି ।

ତେବେ ସେମାନେ କଣ ଖୁଶି ହେବେଣୀ । ଭାଗ୍ୟ ବଦଳିବାର ଦେଖିକି କାହାକାଉ ଖୁହିଷ ନଲାଗେ କୁହନ୍ତୁ ତ । ଏହି ଭଳି କିଛି ହୂଇଛି ମାଛ ଧରିବା ପାଇଁ ଯାଇଥିବା ମସଛ୍ଯଜୀବି ମାନଙ୍କ ସହ । ମାଛ ଧରିବା ଯାହା ତାଙ୍କ ଭାଗ୍ୟ ଓ କର୍ମ ମଧ୍ୟ । ସେମାନେ ଏବେ ଏହା ଦ୍ଵାରା ଭାଗ୍ଯବାନ ହୋଇ ଯାଇଛନ୍ତି ପଶ୍ଚିମବଂଗର କିଛି ମାଛ ଧରାଳି ମାନେ ଯାଇ ଥିଲେ ଦିଘା ଆଡକୁ ।

ମାତ୍ର ସେମାନେ ଜାଲ ପକାଇବା ବେଳେ ତାଙ୍କ ଜାଲରେ ପଡିଥିଲା 121 ଟି ତେଲିଆଶୀଳ ମାଛ ଯାହାର କେଜି 6000 ଟଙ୍କାରୁ ଅଧିକା । ଏହି ସବୁ ମାଛର ରେଟ କହିବା ଯଦି ଏହା ଦେଢ କୋଟି ଟଙ୍କାରୁ ଅଧିକା ହେବ । କିନ୍ତୁ ସେମାନେ ଏହା ଧରିବା ପରେ ଜାଣି ପାରିଥିଲେ ।

ସେମାନେ ଏହା ଦେଖିବା ପରେ ଖୁଶୀ ହୋଇ ଯାଇଥିଲେ । କାରଣ ଏହି ମାଛ କୁ ଅଭୁତ ଔଷଧ କମ୍ପାନୀ ମାନେ ଖୋଜୁଥିଲେ । ଏହାର କାରଣ ହେଉଛି ଏହା ଦ୍ଵାରା ସେମାନେ ଅନେକ ମାରାତ୍ମକ ରୋଗ ଭଲ କରିବାର ଔଷଧ ବାହାର କରିବାରେ ସାମର୍ଥ ହେବେ ।

ଏହି ମାଛ ସାଧାରଣ ଭାବେ ଗଭୀର ସମୁଦ୍ର ମଧ୍ୟରେ ଥାନ୍ତି ଏତେ ସହଜରେ ଏହାଙ୍କୁ ଧରିବା ସମ୍ଭବ ହୁଏନି କିନ୍ତୁ ଏବେ ଏତେ ଗୁଡା ମାଛ ସେ ଭି ସାଧାରଣ ମାଛ ଧରାଳି ମାନଙ୍କ ହାତରେ ପଡିଛି ଏହା କଣ ଆଶ୍ଚର୍ଯ୍ୟ ଜନକ କଥା ନୁହେଁ କି କୁହନ୍ତୁ ତ । ଭଗବାନ ଯାହାକୁ ଦିଅନ୍ତି ଦୟା ମନରେ ନିରସ୍ଵାର୍ଥ ପର ଭାବେ ଦେଇ ଚାଳନ୍ତି ।

ବୋଧେ ଏହି ମାଛ ଧରାଳି ମାନଙ୍କ ଭାଗ୍ୟ ଏବେ ବଦଳିବାର ସମୟ ଆସି ଯାଇଥିଲା ସେଇ ପାଇଁ ସେମାନେ ଏତେ ଦାମର ମାଛ କିମ୍ବା ଦୁର୍ଲଭ ମାଛ କୁ ଧରିବାରେ ସକ୍ଷମ ହେଲେ । ଏହା କୁ ଚମତ୍କାର କହୁଛନ୍ତି ଏହା କୁ ମାନିବା ପାଇଁ କିଛି ଲୋକମାନେ ବାଧ୍ୟ ହୋଇଛନ୍ତି କି ସୌଭାଗ୍ୟ ଓ ଦୁର୍ଭାଗ୍ୟ ମାନେ କିଛି ଅଛି କିନ୍ତୁ ଏହା ପରିଶ୍ରମ ଦ୍ଵାରା ଆସିଥାଏ ଆମ ପାଖକୁ । କଠିନ ପରିଶ୍ରମ ଓ ତପସ୍ୟା ପରେ ଏହା ଆମକୁ ମିଳିଥାଏ ।

ତେବେ ଭଗବାନ ଙ୍କ ଉପରେ ଭରଷା କରିକି ଆମକୁ ସବୁ କାମ କୁ ଆଗକୁ ନେବାର ଅଛି । ଏହି ମାଛ ଧରାଳି ମାନଙ୍କ ଭଳି ଦିନେ ଆମ ଭାଗ୍ୟ ମଧ୍ୟ ଫିଟିପାରେ କେହି କହି ପାରିବା ନି । ସେଇ ପାଇଁ ଭଗବାନ କହିଛନ୍ତି କି ପରିଶ୍ରମ କରିଚାଳ ଫଳ ତୁମ ପାଇଁ ରଖା ଯାଇଛି ।

Leave a Reply

Your email address will not be published. Required fields are marked *