କରୋନାକୁ ଚିହ୍ନିବାରେ ଆପଣ କେଉଁଠି କେଉଁଠି ଧୋଖା ଖାଇଥାନ୍ତି ? Dr. V.K Mishra

ଦିନକୁ ଦିନ ଭୂ-ତା-ଣୁରେ ସଂ-କ୍ର-ମି-ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିରେ ସମସ୍ତେ ଭୂ-ତା-ଣୁକୁ ନେଇ ଚିନ୍ତିତ ଓ ଭ-ୟ-ଭୀ-ତ ବି ହୋଇଯାଇଛନ୍ତି । କିନ୍ତୁ ଭ-ୟ-ଭୀ-ତ ହେବା ପରିବେର୍ତ୍ତେ ଯଦି ଆପଣ ନିଜକୁ ସୁରକ୍ଷିତ ଓ ସଜାଗ ରହିବେ ତେବେ ଆପଣ ଭୂ-ତା-ଣୁର ଶି-କା-ର ହେବେ ନାହିଁ । ନଚେତ ଯଦି ଆପଣ ଶି-କା-ର ହେଉଛନ୍ତି ତେବେ ବି ଆପଣ ଭଲ ହୋଇଯିବେ । ଆଜି ଆମେ ଆପଣଙ୍କୁ କହିବୁ କି ଭୂ-ତା-ଣୁ ଭା-ଇ-ର-ସକୁ ଚିହ୍ନିବାରେ ଆପଣ କେଉଁଠି କେଉଁଠି ଧୋଖା ଖାଉଛନ୍ତି ।

ଯଦି ଆଜି ଆପଣଙ୍କ ଶରୀରରେ ଭୂ-ତା-ଣୁ ଭା-ଇ-ର-ସ ପ୍ରବେଶ କରୁଛି ତେବେ ପ୍ରଥମ ଦିନରୁ ହିଁ ଆପଣଙ୍କୁ ଭୂ-ତା-ଣୁ ସମ୍ବନ୍ଧିତ କୌଣସି ବି ଲକ୍ଷଣ ନଜର ଆସିବ ନାହିଁ । ଭୂ-ତା-ଣୁର ଲକ୍ଷଣ ୨ ରୁ ୧୪ ଦିନ ମଧ୍ୟରେ ଦେଖାଯାଏ ।

କିନ୍ତୁ ପ୍ରାୟତଃ ୪ ରୁ ୫ ଦିନ ମଧ୍ୟରେ ଭୂ-ତା-ଣୁର ଲକ୍ଷଣ ନଜର ଆସିଯାଏ । କିନ୍ତୁ ଯଦି ଆପଣ କୌଣସି ଭୂ-ତା-ଣୁର ସଂ-କ୍ର-ମି-ତ ବ୍ୟକ୍ତିର ସମ୍ପର୍କରେ ଆସୁଛନ୍ତି ଓ ୪ ରୁ ୫ ଦିନ ମଧ୍ୟରେ ଆପଣଙ୍କ ଶରୀରରେ କୌଣସି ବି ପ୍ରକାରର ଲକ୍ଷଣ ନଜର ଆସୁ ନାହିଁ ତେବେ ଏହା ମାନିବା ଭୁଲ ହେବ କି ଆପଣଙ୍କ ଶରୀରରେ ଭୂ-ତା-ଣୁ ନାହିଁ । କାରଣ ୧୪ ଦିନରେ ବି ଆପଣଙ୍କ ଶରୀରରେ ଭୂ-ତା-ଣୁର ଲକ୍ଷଣ ନଜର ଆସିପାରେ ।

ଏହା ଛଡା କେତେକ ଲୋକମାନେ ମାନନ୍ତି କି ସେମାନେ ଲୋକମାନଙ୍କ ଠାରୁ ଦୂରେଇ ରହୁଛନ୍ତି କିମ୍ବା ଘରେ ରହୁଛନ୍ତି ଓ ଭିଡ ଥିବା ସ୍ଥାନକୁ ଯାଉ ନାହାନ୍ତି । ଯାହା ଦ୍ଵାରା ସେମାନଙ୍କୁ ଭୂ-ତା-ଣୁ ହେବ ନାହିଁ । ଯାହାକି ସମ୍ପୂର୍ଣ ଭୁଲ ଅଟେ । କହିବାକୁ ଗଲେ ବର୍ତ୍ତମାନ ଡାକ୍ତର ଓ ବୈଜ୍ଞାନିକମାନଙ୍କ ମାନିବା ଅଟେ କି ଭୂ-ତା-ଣୁ ବାୟୁ ମାଧ୍ୟମରେ ବି ବ୍ୟାପୁଛି । ଏମିତିରେ ଆପଣ ପ୍ରାୟତଃ ସବୁବେଳେ ମୁହଁରେ ମାସ୍କ ପିନ୍ଧି ରହିବା ଉଚିତ ।

ତୃତୀୟ ଆପଣ ଯେଉଁ ଭୁଲକୁ ମାନି ଚାଲୁଛନ୍ତି ତାହା ହେଉଛି ବୟସ । ପ୍ରାୟତଃ ସମସ୍ତେ ଚିନ୍ତା କରୁଛନ୍ତି କି ଭୂ-ତା-ଣୁ କେବଳ ବୟସ୍କ ଓ ବୁଦ୍ଧ ଅବସ୍ଥାରେ ଥିବା ବ୍ୟକ୍ତିମାନଙ୍କୁ ହେବ । ଏହା ସହିତ ଯେଉଁମାନଙ୍କୁ ଡାୟେବିଟିସ, ହୃଦୟ ଜନିତ ରୋ-ଗ, ରକ୍ତଚାପ ରୋ-ଗ ଇତ୍ୟାଦି ରୋ-ଗ ଅଛି ସେମାନଙ୍କୁ ଭୂ-ତା-ଣୁ ଜଲ୍ଦି ହୋଇପାରେ । କିନ୍ତୁ ଏହି ସବୁ କଥା ଭୁଲ ଅଟେ । କାରଣ ଭୂ-ତା-ଣୁର ନୂଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ଯେଉଁ ଭୂ-ତା-ଣୁ ଭା-ଇ-ର-ସ ଅଛି ତାହା ସମସ୍ତଙ୍କୁ ହୋଇପାରେ । ଏହା ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ହୋଇପାରେ ।

ଯଦି ଆମେ ୨୦୨୦ ବର୍ଷ ବିଷୟରେ କହିବା ତେବେ ଯଦି ଘରେ କାହାକୁ ଭୂ-ତା-ଣୁ ହୋଇଛି ଏହା ପରେ ସେ ସମସ୍ତଙ୍କ ଠାରୁ ଅଲଗା ହୋଇଗଲା । ଘର ଲୋକମାନେ ବି ତାହା ଠାରୁ ଦୂରେଇ ଗଲେ । ଏମିତିରେ ୯୦ ପ୍ରତିଶତ ଚାନ୍ସ ଥିଲା କି ଘରର ଅନ୍ୟ କୌଣସି ଲୋକଙ୍କୁ ଭୂ-ତା-ଣୁ ହେବ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଏହିଭଳି କିଛି ବି ନୁହେଁ । ଯଦି ଘରେ କୌଣସି ଜଣେ ବ୍ୟକ୍ତିକୁ ହେଉଛି ତେବେ ବର୍ତ୍ତମାନର ନୂଆ ରିପୋର୍ଟ ଅନୁସାରେ ଏହ ଘରର ସମସ୍ତ ବ୍ୟକ୍ତିଙ୍କୁ ହୋଇପାରେ । ଏମିତିରେ ନିଜକୁ ସୁରକ୍ଷିତ ରଖିବାରେ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *