Bollywoodର ଏହି 5 ଅଭିନେତ୍ରୀ ମାନଙ୍କ ଠାରୁ ଅଧିକ ବୋଲ୍ଡ ଓ ସୁନ୍ଦରୀ ଅଟନ୍ତି ଏମାନଙ୍କ ମା’, ନମ୍ବର 2 ତ ସମସ୍ତଙ୍କୁ ପସନ୍ଦ

ବଲୀଉଡ ଜଗତରେ ଆପଣ ବହୁତ ବଡ ବଡ ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ପାଇଥିବେ କିନ୍ତୁ କଣ କେବେ ଆପଣ ତାଙ୍କ ମାଙ୍କୁ ଦେଖିଛନ୍ତି କି । କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯାହାଙ୍କ ମାଙ୍କୁ ଦେଖିଲେ ଆପଣ ଭରସା କରିବେ ନାହିଁ ଯେ ସେ ତାଙ୍କ ମା ଅଟନ୍ତି । କିଛି ମା ଝିଅଙ୍କ ଯୋଡି ସାଙ୍ଗ ଠାରୁ ଅଧିକ ଘନିଷ୍ଠ ଅଛି ତେବେ ଏହି କିଛି ଯୋଡି ମାନଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ତେବେ ଏହି ଅଭିନେତ୍ରୀ ମାନଙ୍କ ମା ମାଙ୍କୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ କିନ୍ତୁ ଏହା ସତ ଅଟେ । ତେବେ ଆଜିବି କିଛି ଅଭିନେତ୍ରୀ ଅଛନ୍ତି ଯିଏ ୯୦ ଦଶକ ସମୟରେ କାମ କରୁଥିଲେ କିନ୍ତୁ ଦର୍ଶକ ଆଜିବି ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ତେବେ ଆସନ୍ତୁ ଦେଖିବା ସେହି ଅଭିନେତ୍ରୀ ମାନଙ୍କୁ ।

୧. ଆଲିଆ ଫର୍ନୀଚରୱାଲା :

କବୀର ବେଦୀଙ୍କ ଝିଅ ପୂଜା ବେଦି “ପେହଲା ନସା ପେହଲା ଖୁମାର” ଗୀତ ଦ୍ଵାରା ଦର୍ଶକ ମାନଙ୍କ ମନ ବେସ ଭଲ ଭାବରେ କିଣି ପାରିଥିଲେ ତେବେ ବର୍ତମାନ ତାଙ୍କ ଝିଅ ଆଲିଆ ଫର୍ନୀଚରୱାଲା ଶେଫ ଅଲି ଖାନଙ୍କ ସହ ନିଜ ପ୍ରଥମ ଫିଲ୍ମ କରିଛନ୍ତି ଯାହା ନା ହେଉଛି “ଯବାନୀ ଜାନେମନ” ତେବେ ଏହି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି । ଦେଖିବା ପାଇଁ ଆଲିଆ ନିଜ ମା ଠାରୁ କମ ନୁହନ୍ତି ସେ ମଧ୍ୟ ଲୋକଙ୍କ ମନ ଉପରେ ରାଜ କରିବା ଆରମ୍ଭ କରିଛନ୍ତି ।

୨. ଉର୍ବଶୀ ରୌତେଲା :

ଉରବାସୀଙ୍କୁ ଆପଣ ମାନେ ସମସ୍ତେ ବଡ ପର୍ଦା ଉପରେ ବହୁତ ସେଂସୁଆଲ ସିଁ କରିବାର ଆଉ ହଟ ଶିଂଶ କରିବାର ଦେଖିଥିବେ, ତାଙ୍କ ସୁନ୍ଦରତାର ସମସ୍ତେ ଦିବାନା ଅଛନ୍ତି । କିନ୍ତୁ କଣ ଆପଣ ତାଙ୍କ ମା ମୀରା ସିଂହଙ୍କୁ ଦେଖିଛନ୍ତି କି ତାଙ୍କ ମା ବୟସ ଦେଖିଲେ ଲାଗେ ନାହିଁ ଯେ ସେ ଉରବାସୀଙ୍କ ମା ଅଟନ୍ତି ତାଙ୍କୁ ଦେଖିଲେ ଲାଗେ ଯେମିତି ଉରବାସୀଙ୍କ ବଡ ଭଉଣୀ ଅଟନ୍ତି । ତେବେ ଦୁଇ ମା ଝିଅ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ।

୩. ଋଆ ସେନ ଓ ରାଈମା ସେନ :

ଋଆ ସେନ ଆଉ ରାଈମା ସେନଙ୍କୁ ଆପଣ ମାନେ ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରୁଥିବାର ଦେଖିଥିବେ । ତେବେ ଦୁହିଙ୍କ ମା ମୁନମୁନ ସେନ ହିନ୍ଦୀ, ମଳୟାଲାମ, କେରାଳି, ତେଲଗୁ, ବଙ୍ଗାଳୀ ଆଉ ଗୁଜରାଟୀ ଭଳି ବହୁତ ଭାଷାରେ କାମ କରିଛତି ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ଆଜିବି କିଣି ନେଇଛି କିନ୍ତୁ ୨୦୧୪ରେ ସେ କଂଗ୍ରେସ ପାର୍ଟି ଯଏନ କରିଥିଲେ ଯାହା ପରେ ସେ ଅଭିନୟ କରୁ ନାହାନ୍ତି ।

୪. ଟ୍ଵିଙ୍କଲ ଖନା :

ଆପଣ ମାନେ ଜାଣିଛନ୍ତି ଯେ ଟ୍ଵିଙ୍କଲ ଖନା ରାଜେସ ଔ ଡିମ୍ପଲ ଖନାଙ୍କ ଝୈ ଅଟନ୍ତି । ୯୦ ଦଶକରେ ଆପଣ ମାନେ ଡିମ୍ପଲ ଖନାଙ୍କ ଅଭିନୟ ଦେଖିବାକୁ ପାଇଥିବେ ଯାହା ଦେଖି ଲୋକ ତାଙ୍କୁ ଇଜ ମନ ଦେଇ ଦେଇଥିଲେ ।

୫. ଶ୍ରଦ୍ଧା କପୁର :

ଆପଣ ମାନେ ଶରଧା କପୁରଙ୍କ ବିଷୟରେ ଜାଣିଥିବେ ତାଙ୍କ ବାପା ଶକ୍ତି କପୁରଙ୍କୁ କିଏ ଅବା ଜାଣି ନାହିଁ ସେ ନିଜ ସମୟରେ ବହୁତ ବଡ ଭିଲନ ଥିଲେ । ତାଙ୍କ ମା ଶିବାଙ୍ଗୀ ମଧ୍ୟ ବଲୀଉଡରେ ବହୁତ ପ୍ରସିଦ୍ଧ ନା ଥିଲେ ତାଙ୍କ ମା ପ୍ଲେବେକ ଶିଙ୍ଗିଙ୍ଗ କରୁଥିଲେ ଆଉ ତାଙ୍କ ପାଇଁ ଶ୍ରଦ୍ଧାଙ୍କୁ ବହୁତ କଛି ଗାଇବାକୁ ଆସେ । ଶିବାଙ୍ଗୀ ଦେଖିବାକୁ ଆଜିବି ବହୁତ ସୁନ୍ଦରୀ ଅଛନ୍ତି ଆଉ ଲୋକ ତାଙ୍କୁ ଦେଖିଲେ ଅଭିନେତ୍ରୀ ବୋଲି ଭାବନ୍ତି ।

Leave a Reply

Your email address will not be published. Required fields are marked *