କରୋନା ଠାରୁ କେଉଁମାନେ ସୁରକ୍ଷିତ- Dr. K.K Aggarwal

କ-ରୋ-ନା ଆମ ଜୀବନରେ ବହୁତ ଖରାପ ରୂପରେ ଆସିଛି କିନ୍ତୁ ଏହି ଭ-ୟ-ଙ୍କ-ର ରୋ-ଗ ପାଇଁ ଲୋକଙ୍କ ଜୀବନ ସବୁ ଦିନ ପାଇଁ ବଦଳି ଯାଇଛି । ତେବେ କଣ ଆପଣ ନିଜ ଭିତରେ ଆସିଥିବା ଏହି ଭଲ ପରିବର୍ତନକୁ ଦେଖି ପାରୁଛନ୍ତି କି ? କ-ରୋ-ନା ଠାରୁ ଡ-ଋ ଲୋକ ସଫା ସୁତୁରା ରହିବା ଆରମ୍ଭ କରି ଦେଇଛନ୍ତି, ଏହା ଛଡା ଇ-ନ-ଫେ-କ-ସ-ନ ଡ-ରରେ ଲୋକ ଯୋଗା ଆଉ ବ୍ୟାୟାମ ଭଳି ଭଲ ଅଭ୍ଯାସ କରୁଛନ୍ତି ଯାହା ଆଗରୁ ବି କୁହା ଯାଉଥିଲା କିନ୍ତୁ ଲୋକେ ଏହାକୁ ଇଗନୋର କରୁଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ ।

ଆପଣଙ୍କୁ ଯଦି ଲାଗୁଛି ଯେ ଏହି ସବୁ ଗୁଣ ମୋ ଭିତରେ ବହୁତ ଭଲ ଆସିଛି ଆଉ ଏହାକୁ ହ-ରା-ଇ-ବା ମୋ ପାଇଁ ଭଲ ନୁହ ତେବେ ଆପଣ ନିତ୍ୟ କାମ ଏମିତି ରଖନ୍ତୁ ଆଉ ନିଜ ଘର ଲୋକଙ୍କୁ ମଧ୍ୟ କରିବା ପାଇଁ କୁହନ୍ତୁ । ତେବେ ଡକ୍ଟର ମାନଙ୍କ କହିବ ଅନୁଯାଇ କ-ରୋ-ନା କିଛି ଲୋକଙ୍କ ପାଖକୁ ଗଲେ ମଧ୍ୟ ଅଧିକ ଅ-ସୁ-ବି-ଧା କରୁ ନାହିଁ । ଛୋଟ ଛୁଆ ଯିଏ ୧୦ ବର୍ଷରୁ କମ ର ଅଛନ୍ତି ତାଙ୍କୁ କ-ରୋ-ନା ବହୁତ କମ ହେଉଛି ଆଉ ହେଲେ ମଧ୍ୟ ତାଙ୍କ କିଛି ସିମଟମ ନହିଁ ଆପଣ ଦେଖିଥିବେ ନିଜ ଆଖ ପାଖରେ ଛୁଆଙ୍କୁ କିଛି ହେଉ ନହିଁ କାହିଁକିନା ଛୁଆ ମନରୁ ବହୁତ ପବିତ୍ର ହୋଇଥାନ୍ତି ।

ଏହା ଛଡା ୧୨ ରୁ ୧୩ ବର୍ଷ ଛୁଆଙ୍କୁ କ-ରୋ-ନା ହେଲେ ମଧ୍ୟ କିଛି ହା-ନି କରୁ ନାହିଁ କିଛି ଦିନ ଜର ଆସୁଛି ତା ପରେ ସବୁ ଭଲ ହେଇଯାଉଛି । ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ ମହିଳାଙ୍କ ମାସିକ ଧର୍ମ ସମୟରେ କ-ରୋ-ନା ତାଙ୍କୁ ହ-ଇ-ରା-ଣ କରୁ ନାହିଁ । ଯଦି ଆଉ ଆପଣଙ୍କୁ କ-ରୋ-ନା ହେଲା ଆଉ କାଲୀ ଆପଣଙ୍କୁ ମାସିକ ଧର୍ମ ଆସୁଛି ତେବେ ଆପଣଙ୍କୁ କିଛି ଜର କିଛି ମନ ଖରାପ ଲାଗିବ ନାହିଁ କିନ୍ତୁ ମାସିକ ଧର୍ମ ସରିବା ପରେ ଏହାର ପ୍ରଭାବ ଆପଣଙ୍କ ଉପରେ ଦେଖିବାକୁ ମିଳିବ ।

ତେବେ ଡକ୍ଟର ଓ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଭା-ଇ-ର-ସ ଆମ ଶରୀରରେ ୯ ଦିନ ପର୍ଯ୍ୟନ୍ତ ପୁରା ଏକଟିବ ମୋଡରେ ରହୁଛି ଏହି ସମୟରେ ଆମ ଶରୀର ଅନ୍ୟ ମାନଙ୍କୁ ସଂ-କ୍ର-ମି-ତ କରି ପାରୁଛି, ତେବେ ଏହି ସମୟରେ ଯଦି ଆପଣ ନିଜ ଘରେ ରୁହନ୍ତି ତେବେ ଆପଣଙ୍କ ଦ୍ଵାରା କେହି ସଂ-କ୍ର-ମି-ତ ହୋଇବେ ନହିଁ ଏହା ପରେ ଆପଣ ନିଜ ଲୋକଙ୍କୁ ଦେଖି ପାରିବେ । ଏହା ଛଡା ଝରକା ଖୋଲା ରଖି ପାରିବେ ଯଦି ନିଜ ପାଟିରେ ସବୁବେଳେ ମାସ୍କ ପିନ୍ଧିକି ରହିବେ । ତେବେ ଏହି ପ୍ରଥମ ୯ ଦିନ କାହା ସମ୍ପର୍କ ରେ ଭୁଲରେ ବି ଆସନ୍ତୁ ନାହିଁ ନିଜ କାମ ନିଜେ କରନ୍ତୁ ।

Leave a Reply

Your email address will not be published. Required fields are marked *