ଟଙ୍କା ରଖିବା ପାଇଁ ନେଇ ଆସନ୍ତୁ ତିଜୋରି, ଆଜିଠାରୁ ଏହି 6ଟି ରାଶି ହେବେ କୋଟିପତି

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ପ୍ରତି ମାସରେ ଗୋଟେ ଏକାଦଶୀ ତିଥି ଆସିଥାଏ ଯାହା ଶୁଭ ଦିନ ବୋଲି କୁହା ଯାଇଥାଏ । ତେବେ 22 ମଇ ଦିନ ମହା ଏକାଦଶୀ ପଡିବ ।

ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁ ନିଜ ଭକ୍ତ ମାନଙ୍କ ମନ ଦୁଃଖ ଜାଣିବା ପାଇଁ ସ୍ଵର୍ଗରୁ ଆସିଥାନ୍ତି । ତେବେ ଶାସ୍ତ୍ରରେ କୁହା ଯାଇଛି ଯେ ଏହି ଦିନ ସକାଳେ ଉଠି ସ୍ନାନ କରି ପୂଜା କରିବା ଉଚିତ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ବହୁତ ପସନ୍ଦ ସେଥିପାଇଁ ତାଙ୍କୁ ବିଶେଷ କରି ହଳଦିଆ ଫୁଲ ଅର୍ପଣ କରନ୍ତୁ ।

ଏହା ଛଡା ଆପଣ ହଳଦିଆ ବସ୍ତ୍ର ଧାରଣ କଲେ ବହୁତ ଶୁଭ ହୋଇଥାଏ ଏହା ପରେ ଫଳ, ଧୂପ ଦୀପ ଇତ୍ୟାଦି ଅର୍ପଣ କରି ଆପଣ ଭଗବାନଙ୍କ ପୂଜା କରନ୍ତୁ । ଆସନ୍ତା ସମୟ କିଛି ରାଶିଙ୍କ ଜୀବନ ସବୁଦିନ ପାଇଁ ବଦଳିବାକୁ ଯାଉଛି, ତେବେ ଆସନ୍ତୁ ସେହି ରାଶିଙ୍କ ନାମ କଣ ।

ମେଷ ରାଶି :

ଆଜିର ଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେବେ । ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ । ଆଜି ଆପଣ ଅନ୍ୟମାନଙ୍କୁ ଅ-ସୁ-ବି-ଧାର ସ-ମା-ସ୍ୟା-ରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ ।

ତୁଳା ରାଶି :

ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ କରିବାର ଆପଣଙ୍କୁ ପ୍ରେରଣା ମିଳିବ । ବିଦ୍ୟାର୍ଥୀ ଅଧ୍ୟଯନରେ ଉତ୍ତମ ପ୍ରଦର୍ଶନ କରି ପାରିବେ । ଆପଣଙ୍କୁ ନିଜ ଘରେ ପୂର୍ଣ୍ଣ ଦିନ ବିତାଇଲେ ଆଜି ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ ।

ସିଂହ ରାଶି :

ଆପଣଙ୍କର କୌଣସି କଳିରେ ସମ୍ପୃକ୍ତ ହେବାର ସଙ୍କେତ ଅଛି । ଯଦି ସମ୍ଭବ ହୁଏ ଏହି ଗ-ମ୍ଭୀ-ର ସମସ୍ୟାକୁ ଶାନ୍ତିପୂର୍ବକ ସମାଧାନ କରିବାକୁ ଚ଼େଷ୍ଟା କରନ୍ତୁ । ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ-ଶାନ୍ତିରେ ଦିନ କଟାଇବେ । ଚାକିରି କରୁଥିବା ଲୋକଙ୍କୁ ଲାଭ ହେବ ।

କନ୍ୟା ରାଶି :

ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ । କ୍ରୋ-ଧର ମାତ୍ରା ଅଧିକ ରହିବ । ଆଜି ଆପଣ ଅନ୍ୟମାନଙ୍କୁ ଅସୁବିଧାର ସ-ମା-ସ୍ୟା-ରୁ ବାହାରକୁ ବାହାରିବାର ରାସ୍ତା ମଧ୍ୟ କହିବେ । ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ଏହାର ଯୋଜନା ବନାଇପାରିବେ ।

କୁମ୍ଭ ରାଶି :

ତାଙ୍କ ଦ୍ୱାରା ମିଲିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ । ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ । ନିଜ ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ହେବ ।

Leave a Reply

Your email address will not be published. Required fields are marked *