ଏହି ଭଳି ଦାନ କରୁଥିବା ବ୍ୟକ୍ତି ମହାପାପୀ ହୋଇଥାନ୍ତି, ଜାଣନ୍ତୁ ଦାନ କରିବାର ସଠିକ ତରିକା- Krishna Vani

ମଣିଷ ଜନ୍ମ ବହୁତ କ-ଷ୍ଟକରି ମିଳିଥାଏ ବୋଲି ଶାସ୍ତ୍ରରେ ବର୍ଣନ କରା ଯାଇଛି ତେବେ ଏହି ଜୀବନକୁ ଅମୂଲ୍ୟ ବନେଇବା ମଣିଷର ବଡ କର୍ତବ୍ୟ ହୋଇଥାଏ । କଣ ଆପଣ ଜାଣିଛନ୍ତି ଶାସ୍ତ୍ର ଅନୁଯାଇ କେତେ ୟୋ-ନି-ରେ ଜନ୍ମ ହେଲା ପରେ ମଣିଷ ଜନ୍ମ ମିଳିଥାଏ, ଏହି ଜନ୍ମରେ ଯିଏ ପୂଣ୍ୟ କରିଥାଏ ତାଙ୍କୁ ମୋ-କ୍ଷ୍ୟ ମିଳିଥାଏ ଅର୍ଥାତ ପରମା-ତ୍ମା ସହ ଆ-ତ୍ମା-ର ମିଳନ ହୋଇଥାଏ । ତେବେ ପରମା-ତ୍ମା ସହ ଆ-ତ୍ମାର ମିଳନ କେବଳ ସେତେବେଳେ ସମ୍ଭବ ଯେତେବେଳେ ମଣିଷ ନିଜ ଜୀବନରେ କିଛି ପା-ପ କରିନଥାଏ ।

ଆଉ କେବଳ ଅନ୍ୟ ପାଇଁ ନିଜ ଜୀବନ ବିଷୟରେ କିଛି ଚି-ନ୍ତା କରିନଥାଏ । ତେବେ ଶାସ୍ତ୍ର ଅନୁଯାଇ ଯିଏ ନି-ସ୍ଵା-ର୍ଥ ଭାବନାରେ କର୍ମ କରିଥାଏ ତାକୁ ଭଗବାନ ମିଳିଥାନ୍ତି । ତେବେ ଆସନ୍ତୁ କିଏ ପୂଣ୍ୟ କରିଥାନ୍ତି ଆଉ କିଏ ଦାନ କରିକି ବି ମହାପାପୀ ହୋଇଥାନ୍ତି ।

ଦାନ କରିବା ବହୁତ ଶୁଭ କାମ ହୋଇଥାଏ, ତେବେ ଦାନ କରୁଥିବା ବ୍ୟକ୍ତିକୁ ଦାତା କୁହା ଯାଇଥାଏ ଯାହା ବହୁତ ବଡ ଶବ୍ଦ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଯେତେ ଦାନ କଲେ ମଧ୍ୟ ମହାପା-ପୀ ହୋଇଥାନ୍ତି ଆଉ ତାଙ୍କ ଦାନ ସବୁ ବ୍ଯର୍ଥ ହୋଇଥାଏ ।

୧. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଭଗବାନ ସବୁ ଗ୍ରହଣ କରି ପାରିବେ ଅ-ହଂ-କା-ର ନୁହେଁ ତେବେ ଯେଉଁ ବ୍ୟକ୍ତି ନିଜ ମନରେ ଅ-ହଂ-କା-ର ଭାବନା ନେଇ ଦାନ କରିଥାଏ ସେ କେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବେ ନାହିଁ କିଛି ଦିନ ଭିତରେ ତାଙ୍କ ସବୁ କିଛି ସମାପ୍ତ ହୋଇଯିବ, ତେବେ ଯାହା କରିବେ ଅ-ହଂ-କା-ର କରିବେ ନାହିଁ ।

୨. ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହା ଯାଇଛି ଯେ ଯେଉଁ ବ୍ୟକ୍ତି ଅନ୍ୟ ମାନଙ୍କୁ ନିଜ ଠାରୁ ହି-ନ ଭାବି ତାଙ୍କୁ କିଛି ଦାନ କରିଥାନ୍ତି ସେହି ଦାନର କିଛି ଅର୍ଥ ନଥାଏ । ଏହି ଭଳି ଦାନର କିଛି ପୂଣ୍ୟ ନଥାଏ, ଏହି ଭଳି ବ୍ୟକ୍ତି ପା-ପୀ ହୋଇଥାନ୍ତି । ତେବେ କେବେ କାହାକୁ ନିଜ ଠାରୁ ହି-ନ ଭାବି କିଛି ବି କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଶୁଭକାରୀ ନୁହ ।

୩. ଶାସ୍ତ୍ର ଅନୁଯାଇ ଯେଉଁ ଲୋକ ଗରିବ ଲୋକଙ୍କ ଅଧିକାର ହଡପ କରି ତାଙ୍କ ଧନରେ ରାଜ କରିଥାନ୍ତି ସେହି ଭଳି ଲୋକଙ୍କ ହାତରୁ କରା ଯାଇଥିବା ଦାନ କାହାର କଲ୍ୟାଣ କରି ନଥାଏ, ତେବେ ଏହି ଭଳି ଦାନର କିଛି ଅର୍ଥ ନଥାଏ ।

୪. ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେ ଦାତାକୁ ଏହା ମଧ୍ୟ ଦେଖିବା ଉଚିତ ଯେ ଦାନ ପାଉଥିବା ବ୍ୟକ୍ତି ଭଲ ନା ଖରାପ କାହିଁକିନା ଅଯୋଗ୍ୟ ବ୍ୟକ୍ତିଙ୍କୁ ଦାନ କଲେ ଆପଣଙ୍କୁ ପାପ ଲାଗିଥାଏ । ଯଦି ଆପଣ ଜଣେ ମ-ଦୁ-ଆ, ଜୁ-ଆ-ଡ଼ି-କୁ ଦାନ କରିବେ ତେବେ ସେ ମ-ଦ ପିବ ନଚେତ ଜୁ-ଆ ଖେଳିବ ଯାହା ପରେ ତାକୁତ ପା-ପ ଲାଗିବ କିନ୍ତୁ ସେହି ପା-ପର ଭାଗ୍ୟ ଆପଣ ମଧ୍ୟ ହୋଇବେ ।

Leave a Reply

Your email address will not be published. Required fields are marked *