ରାନୀ ପଣ୍ଡାଙ୍କ ଜୀବନୀ ଆଉ ସମ୍ପତ୍ତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ?

ବଲୀଉଡ ଆଉ ଆଲିଉଡ ଦୁନିଆରେ ଅଭିନୟ କରୁଥିବା କଳାକାର ମାନଙ୍କୁ କିଏ ଅବା ଜାଣି ନାହିଁ ତାଙ୍କ ନା ସମସ୍ତେ ଜାଣିଥାନ୍ତି କାହିଁକିନା ଗାଁ ସହର ସବୁ ଜାଗାରେ ତାଙ୍କ ଫିଲ୍ମ ପୋଷ୍ଟର ଲାଗିଥାଏ ଆଉ ଲୋକେ ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କଳାକାର ମାନଙ୍କ ଫ୍ୟାନ୍ସ ମାନେ ତାଙ୍କ ଫିଲ୍ମ ଦେଖିବା ସହ ତାଙ୍କ ଅସଲ ଜୀବନ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି ସମସ୍ତଙ୍କ ମନରେ ଏହି ପ୍ରଶ୍ନ ହୋଇଥାଏ ଯେ ସିରିଏଲ ବା ଫିଲ୍ମରେ ଭଲ ଅଭିନୟ କରୁଥିବା ଲୋକ କଣ ସତରେ ଏତେ ଭଲ ହୋଇଥିବ କି ତେବେ ଯଦି ଆପଣ ମଧ୍ୟ ଜାଣିବାକୁ ଚାହନ୍ତି ତେବେ ଆସନ୍ତୁ ।

ରାନୀ ପଣ୍ଡାଙ୍କ ନା ଆପଣ ମାନେ ବେସ ଭଲ ଭାବରେ ଶୁଣିବାକୁ ପାଇଥିବେ ରାନୀ ପଣ୍ଡା ଯାତ୍ରା ଦ୍ଵାରା ତାଙ୍କ ଅଭିନୟ ଦୁନିଆ ଆରମ୍ଭ କରିଥିଲେ ଯାତ୍ରାରେ ତାଙ୍କ ନାଚ ଏତେ ପ୍ରସିଦ୍ଧ ହେଲା ଯେ ଦୂର ଦୂର ଜାଗା ଲୋକ କେବଳ ତାଙ୍କ ନାଚ ଦେଖିବାକୁ ଆସୁଥିଲେ । ତେବେ ଗୋଟେ ଯାତ୍ରାରେ ଜେନ ଡାଇରେକ୍ଟର ମଧ୍ୟ ଯାଇଥିଲେ ଆଉ ସେ ରାନୀଙ୍କ ଅଭିନୟ ଆଉ ନାଚ ଦେଖି ତାଙ୍କୁ ଫିଲ୍ମ ଅଫର କରିଥିଲେ ଯାହା ପରେ ରାନୀ ଫିଲ୍ମରେ ମଧ୍ୟ କାମ କଲେ ।

କଣ ଆପଣ ମାନେ ଜାଣିଛନ୍ତି ଓଡିଶାର ଯେଉଁ ଜାଗାରେ ବି ବାତିଆ ଆସିଥାଏ ସେଠାରେ ରାନୀ ଆଗ ପହଞ୍ଚି ଥାନ୍ତି ଆଉ ଲୋକଙ୍କୁ ଖାଇବା ଜିନିଷ ଠାରୁ ଆରମ୍ଭ କରି ବହୁତ ଜିନିଷ ଦେଇଥାନ୍ତି ତାଙ୍କ ସାହାଯ୍ୟ କରିଥାନ୍ତି । କଣ ଆପଣ ଜାଣିଛନ୍ତି ରାନୀ ଏତେ ସବୁ ଫିଲ୍ମରେ କାମ କରି ମଧ୍ୟ ତାଙ୍କ ମନରେ କିଛି ଅହଂକାର ନାହିଁ ସେ ଗରିବ ଲୋକଙ୍କ ସହ ବସି ରାସ୍ତାରେ ଖାଇଛନ୍ତି । ଯେଉଁ ବାତିଆ ସ୍ଥାନରେ ସେ ଖାଇବା ଦବାକୁ ଯାଇଥିଲେ ସେହି ଜାଗାରେ ଲୋକଙ୍କ ସହ ରାସ୍ତାରେ ବସି ସେ ଖାଇବା ଖାଇଛନ୍ତି ଆଉ ତାଙ୍କୁ ଏହା ସବୁ କରି ବହୁତ ଆନନ୍ଦ ଆସୁଥିଲା ବୋଲି ସେ ନିଜେ କହିଥିଲେ ।

କଣ ଆପଣ ଜାଣିଛନ୍ତି ରାନୀ ଗୋଟେ ଯାଞ୍ଚ ପାଇଁ ୩୫ ହଜାର ଟଙ୍କା ଚାର୍ଜ କରନ୍ତି । ତେବେ ବର୍ତମାନ ରାନୀ କିଛି ନିଜି କାମ ପାଇଁ ଓଡିଶା ବାହାରକୁ ଯାଇଛନ୍ତି ଆଉ ସେ ଖୁବ ଶୀଘ୍ର ଫେରି ଆସିବେ ବୋଲି ଖବର ମଧ୍ୟ ମିଳିଛି । ରାନୀ ବିବାହ କରି ନାହାନ୍ତି ଆଉ ନିଜ ପରିବାର ସହ ଭୁବନେଶ୍ବରରେ ବଡ ଘରେ ରହୁଛନ୍ତି ତାଙ୍କର ଗୋଟେ କାର ମଧ୍ୟ ଅଛି ତେବେ ରାନୀ ପଣ୍ଡାଙ୍କ ମୋଟ ସମ୍ପତ୍ତି ୩୮ରୁ ୪୦ ଲକ୍ଷ୍ୟ ଟଙ୍କା ହବ ।

Leave a Reply

Your email address will not be published. Required fields are marked *