ଯେବେ Katrina Kaif ଙ୍କୁ ସର୍ବସାଧାରଣରେ ଲଜ୍ଜିତ ହେବାରୁ ବଞ୍ଚାଇଲେ Salman Khan

ପ୍ରତି ଦିନ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଅନେକ କଳାକାର ଆସିଥାନ୍ତି । କିନ୍ତୁ କିଛି କଳାକାରା ଏଥିରେ ସଫଳ ହୋଇଥାନ୍ତି ତ ଆଉ କିଛି ନିରାଶ ହୋଇଥାନ୍ତି । ବଲିଉଡ ରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ କେବଳ ବଲିଉଡ ନୁହେଁ ବରଂ ସୋ-ସି-ଆ-ଲ-ମି-ଡି-ଆ-ରେ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଷ୍ଟାର ସଲମାନ ଖାନ କିପରି ଅଭିନେତ୍ରୀ କ୍ୟାଟ୍ରିନା କେଫଙ୍କର ସମ୍ମାନ ରକ୍ଷା କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

କିଛି ଦିନ ତଳେ ସୋ-ସି-ଆ-ଲ- -ମି-ଡି-ଆ-ରେ ଏକ ଫିଟଲୁକ ମ୍ୟାଗାଜିନ ରେ ପ୍ରକାଶ ହୋଇଥିଲା ଯେଉଥିରେ ସଲମାନ ଖାନ ଙ୍କ ସହ କ୍ଯାଟ୍ରିନା କେଫ ଓ ଆଲିୟା ଭଟ୍ଟ ନଜର ଆସିଥିଲା । ଏହି ଭାଇରାଲ ହୋଇଥିବା ବିଡିଓ ୨୦୧୭ ରେ ହୋଇଥିବା ଆଇଫରର ପ୍ରେସ ମିଟିଙ୍ଗର ଅଟେ । ସେହି ସମୟରେ କ୍ଯାଟ୍ରିନାଙ୍କ ଡ୍ରେସ ଖସି ଯାଇଥିଲା । ଯାହାକୁ ଦେଖିବା ପରେ ସଲମାନ କ୍ଯାଟ୍ରିନା ଙ୍କୁ ଇସାରା କରି ଆଖିଥିଲେ । ଏହା ପରେ କ୍ଯାଟ୍ରିନା ନିଜ ଡ୍ରେସ କୁ ସଜାଡି ଥିଲେ । କ୍ଯାଟ୍ରିନାଙ୍କ ଡ୍ରେସର ଷ୍ଟାଇଲ କିଛି ଅଲଗା ଥିଲା ।

ସେ ବଲମ୍ୟାନ ଭି ନେକ ଡ୍ରେସରେ ସ୍ପତ ହୋଇଥିବା କ୍ଯାଟ୍ରିନା ସମର ଲୁକରେ ବହୁତ ପରଫେକ୍ଟ ନଜର ଆସୁଥିଲେ । ଏହି ସର୍ଟ ଡ୍ରେସରେ କ୍ଯାଟ୍ରିନା ଓପନ ହେୟାର ସହ ମିନିମାଲ ମେକପ ସହ ବ୍ଲାକ କଲରର ହିଲ୍ସ ସହ ନିଜ ଲୂକ ରେ ବହୁତ ଗରଜେସ ଦେଖା ଯାଉଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ସଲମାନ ଙ୍କ ଫ୍ୟାନ୍ସ ମାନେ ତାଙ୍କର ପ୍ରଶଂସା କରିଥିଲେ । ବର୍ତ୍ତମାନ ପୁଣି ଥରେ ଏହି ଭିଡିଓ ସୋ-ସି-ଆ-ଲ- -ମି-ଡି-ଆ-ରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଖୁବ ଶେୟାର କରୁଛନ୍ତି ।

ଏହା ସହ ଏହି ଭିଡିଓ ରେ ସଲମାନ ଖାନ ଆଲିୟା ଙ୍କୁ କ୍ଯାଟ୍ରିନା ଙ୍କ ଡ୍ରେସ ଠିକ କରିବା ପାଇଁ କହୁ ଥିବାର ନଜର ଆସୁଛନ୍ତି । ଅନ୍ୟ ଏକ ଭିଡିଓ ରେ ସଲମାନ ଙ୍କ ସହ ମାଧୁରୀ ଦୀକ୍ଷିତ ଓ କ୍ଯାଟ୍ରିନା କେଫ ନଜର ଆସିଥିଲେ । ଏହି କଂଫେରେନ୍ସରେ କ୍ଯାଟ୍ରିନା ତାଙ୍କର ସର୍ଟ ଡ୍ରେସ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ । ଏହି କଂଫେରେନ୍ସରେ କ୍ଯାଟ୍ରିନା ଭିୟୁ ଆଣ୍ଡ ୱ୍ହାଇଟ କାଳର ଡ୍ରେସ ପିନ୍ଧି ପହଞ୍ଚିଥିଲେ ଯାହା ବହୁତ ସର୍ଟ ଥିଲା ।

ଏହି ସମୟରେ ସଲମାନଙ୍କ ନଜର କ୍ଯାଟ୍ରିନାଙ୍କ ଡ୍ରେସରେ ପଡିଥିଲା ଯାହାକୁ ଠିକ କରିବା ପାଇଁ ସେ ଇସାରା ଦେଇଥିଲେ । ଯାହା ଶୁଣିବା ପରେ କ୍ଯାଟ୍ରିନା ଟିକେ ଅନକମଫର୍ଟ ଅନୁଭବ କରିଥିଲେ । ସଲମାନ ଖାନ ଙ୍କ ଯୋଗୁ କ୍ଯାଟ୍ରିନା ଙ୍କ ସମ୍ମାନ ରକ୍ଷା ପାଇ ପାରିଲା ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *