ଯେବେ ଜଣେ ଶିକାରୀ ନିଜ ଜାଲରେ ଫସଇଲା ଭଗବାନ Sri Krishnaଙ୍କୁ, ତା ପରେ ଯାହା ହେଲା… ଦେଖନ୍ତୁ Video

ଗୋଟିଏ ସନ୍ଥ ଜଙ୍ଗଲରେ କୁଟୀର କରି ରହୁଥିଲେ ଆଉ ଭଗବାନ ଶ୍ରୀକୃଷ୍ଣଙ୍କର ଭଜନ କରୁଥିଲେ । ସନଥକୁ ବିଶ୍ଵାସ ଥିଲା ଦିନେ ନା ଦିନେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଦର୍ଶନ ଦେବେ । ସେଇ ଜଙ୍ଗଲରେ ଜଣେ ଶି-କା-ରୀ ଆସିଲା ଆଉ ସେଇ ଜଙ୍ଗଲରେ ସେଇ କୁଟୀରଟି ଦେଖିଲା ଆଉ ସେଠାକୁ ଯାଇ ସନ୍ଥକୁ ପଚାରିଲାକି ଆପଣ କିଏ ଅଟନ୍ତି ଆଉ ଏଠାରେ କଣ କରୁଛନ୍ତି ।

ସନ୍ଥ କହିଲେ ଯଦି କହିବିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଅପେକ୍ଷାରେ ବସିଛି କି କୌଣସି ପ୍ରକାରେ ତାଙ୍କର ଦର୍ଶନ ହେବ ତାଙ୍କୁ ଏହି କଥା ବୁଝା ପଡିବ ନହିଁ । ସନ୍ଥ ଅନ୍ୟ ଉପାୟ ଭାବିଲେ ଆଉ ସନ୍ଥ ଶି-କା-ରୀକୁ ପଚାରିଲା ଆପଣ କିଏ ଓ ଏଠାକୁ କାହିଁକି ଆସିଛ । ସେଇ ଲୋକଟି କହିଲା ମୁଁ ଗୋଟିଏ ଶି-କା-ରୀ ଅଟେ ଆଉ ଏଠାକୁ ଶିକାର କରିବା ପାଇଁ ଆସିଛି । ସନ୍ଥ ତୁରନ୍ତ ତାର ଭାଷାରେ କହିଲା ମୁଁ ମଧ୍ୟ ଏଠାରେ ଶିକାର କରିବାକୁ ଆସିଛି ।

ତାପରେ ଶି-କା-ରୀଟି କହିଲା ଆପଣଙ୍କ ଶି-କା-ରୀ କେମିତି ଦେଖିବାକୁ । ଆପଣଙ୍କ ଶିକାରର ନାମ କଣ ଅଟେ । ହୋଇପାରେ ମୁଁ ଆପଣଙ୍କ ସାହାର୍ଯ୍ୟ କରିପାରେ । ସନ୍ଥ ଭବିଲା କେମିତି ବତାଇବି ପୁଣି ସନ୍ଥ କହିଲେ ମୋର ଶି-କା-ରୀ ନାମ ହେଲା ଗୋବିନ୍ଦ । ଆଉ ସେ ଦେଖିବାକୁ ବହୁତ ସୁନ୍ଦର ଅଟେ । ତାର ମୁଣ୍ଡରେ ମାୟୁର ଚୂଳ ଆଉ ହାତରେ ବଂଶୀ ମଧ୍ୟ ରହିଛି । ଏମିତି କହି ସନ୍ଥ କାନ୍ଦିବାକୁ ଲାଗିଲେ । ଶି-କା-ରୀ କହିଲା ବାବା କଣ ପାଇଁ କାନ୍ଦୁଚ ମୁଁ ଆପଣଙ୍କ ଶିକାରକୁ ଯେତେ ପର୍ଯ୍ୟନ୍ତ ଧରିନି ସେତେ ପର୍ଯ୍ୟନ୍ତ ପାଣି ମଧ୍ୟ ପିଇବି ନହିଁ ଆଉ ଆପଣଙ୍କ ପାଖକୁ ମଧ୍ୟ ଆଶୀବିନି ।

ଆଉ ଶି-କା-ରୀ ଘନା ଜଙ୍ଗଲ ଭିତରକୁ ଗଲା । ଜଳ ବିଛାଇ ଗୋଟିଏ ଗଛା ଉପରେ ବସି ରହିଲା ଏଠାରେ ଭୋକ ଉପାସରେ ଏମିତି ତିନିଦିନ ଅପେକ୍ଷା କରିବାକୁ ଲାଗିଲା । ଭୋକ ଉପାସରେ ଏମିତି ରହିଲା ଆଉ ବାଙ୍କ ବିହାରିଙ୍କୁ ତାଙ୍କ ଉପରେ ଦୟା ଆସିଲା । ଭଗବାନ ବଇଁଶି ବଜାଇ ବଜାଇ ଆସିଲେ ଆଉ ଜାଲରେ ଜାଣିଶୁଣି ଫଶୀ ଗଲେ । ଶି-କା-ରୀ ଯେମିତି ନିଦାରୁ ଉଠି ଦେଖିଲା ଭଗବାନ ତା ସାମ୍ନାରେ ଥିଲେ । ସନ୍ଥ ଯେମିତି ତାର ରୂପ ବଟାଇ ଥିଲା ପୁରା ସେମିତି ଥିଲା ।

ଆଉ ସେ ଜୋର ଜୋର ଚିଲାଇଆବାକୁ ଲାଗିଲା ମିଳିଗଲା ମିଳିଗଲା ଶିକାର । ଶି-କା-ରୀ ଶିକାରକୁ କାନ୍ଧ ଉପରେ ପକାଇ ନେଲା ଆଉ କହିଲା ତିନିଦିନ ଭୋକ ଉପାସରେ ରହି ଆଜିତୁମକୁ ପାଇଲି ଆଉ ଧୀରେ ଧୀରେ କୁଟୀର ଆଡକୁ ବଢିବାକୁ ଲାଗିଲା । ଯେମିତି ସନ୍ତର କୁଟିର ଆସିଲା ଶି-କା-ରୀ ସନ୍ଥକୁ ଡାକିବାକୁ ଲାଗିଲା । ବାବା ସନ୍ଥ ଦ୍ଵାରା ଖୋଲିଲା ଆଉ ସନ୍ଥ ଭଗବାନଙ୍କୁ ଶି-କା-ରୀ କାନ୍ଧରେ ଜାଲରେ ଫସି ଥିବାର ଦେଖି ଆଶ୍ଚର୍ଯ ହୋଇଗଲା । ଭଗବାନ ଜାଲରେ ଫସି ଧୀରେ ଧୀରେ ହସୁଥିଲେ । ଆପଣଙ୍କ ଶିକାର ଆଣିଛି ବହୁତ କଷ୍ଟରେ ମିଳିଲା ।

ସନ୍ଥ ଯାଇ ଭଗବାନଙ୍କ ପାଦ ତଳେ ପଡି କହିଲା ଆପଣଙ୍କୁ ପାଇବା ପାଇଁ ମୁଁ କେତେ ଦିନରୁ ଅପେକ୍ଷା କରିଛି । ଆଉ ଆଜି ଆପଣ ଏହି ଶି-କା-ରୀ ହାତରେ ମିଳିଲା । ଭଗବାନ କହିଲେ ଏହି ଶି-କା-ରୀର ଭଲପାଇବା ମୋ ପ୍ରତି ବହୁତ ଅଧିକ ରହିଛି । ତୁମ ଭାବ ଠାରୁ ତାର ଭାବ ଅଧିକ ରହିଛି, ତାର ବିଶ୍ଵାସ ତୁମ ବିଶ୍ଵାସ ଠାରୁ ଅଧିକ ଅଟେ । ଶେଠୀ ପାଇଁ ଆଜିକୁ ତିନିଦିନ ବୀତିଗଲା ନ ଆସି ରହିପାରିଲି ନହିଁ । ମୁଁ ତ ମୋ ଭକ୍ତର ଅଧୀନ ଅଟେ । ଆଉ ଆପଣଙ୍କ ଭକ୍ତି ମଧ୍ୟ କମ ନୁହେଁ ସନ୍ଥଜି । ଆଉ ଆପନ୍ନକ ଭକ୍ତି ପାଇଁ ଏହି ତିନି ଦିନରେ ପ୍ରାପ୍ତ ହୋଇଗଲା । ଏମିତି ଭଗବାନ ଦର୍ଶନ ଦେଇ ଚାଲି ଯାଇଥିଲେ ।

Leave a Reply

Your email address will not be published. Required fields are marked *