୩୩ ବର୍ଷର ମହିଳା ବିବାହ କଲେ ୨୨ ବର୍ଷର ଯୁବକଙ୍କୁ, ତା ପରେ ଯାହା ହେଲା…

ପ୍ରେମ ବହୁତ ପବିତ୍ର ଆଉ ଶଶ୍ଵତ ହୋଇଥାଏ , ପ୍ରେମ କେବେ ଜା-ତି ଧ-ର୍ମ ବୟସ କୁ ଦେଖେ ନାହିଁ । ପ୍ରେମ ବାସ ହୋଇଯାଏ ଯେବେ ଆଉ କିଛି ତା ଆଗରେ ଦେଖାଯାଏ ନହିଁ । ଏମିତି କିଛି ଘ-ଟ-ଣା ଘ-ଟି-ଛି ବଲାଙ୍ଗୀରିରେ । ପ୍ରେମ ଗୋଟିଏ ଏମିତି ଜିନିଷ ସବୁ କିଛି ଭୁଲାଇ ଦିଏ, ପ୍ରେମ ଆଗରେ ସବୁ ଜିନିଷ ଫିକା ଲାଗିଥାଏ ।

କୁହାଯାଏ ପ୍ରେମ ପବିତ୍ର ତେବେ ଏହି ପ୍ରେମ ଯେବେ ସମାଜର ନୀତି ବି-ରୂ-ଧ ହୋଇଯାଏ ସେଥିରେ ଲାଗିଯାଏ କ-ଳ-ଙ୍କ । ବଲାଙ୍ଗୀରି ଥା-ନା ଖପରାଖୋଲ ଥା-ନାରେ ଅନୁଷ୍ଠିତ ହୋଇଯାଇଛି ଏମିତି ଗୋଟିଏ ବିବାହ । ଯେଉଁଠି ନିଜର ପ୍ରେମିକ ପାଇଁ ଜନ୍ମ କଲା ପିଲାଙ୍କୁ ପ-ର କରିଦେଇଛି ମା । ନିଜ ଠାରୁ ଦସ ବର୍ଷ ସାନ ପ୍ରେମିକକୁ ପିନ୍ଧାଇଛି ବରଣ ମାଳା । ପାଞ୍ଚ ବର୍ଷ ତଳେ ଖପରା ଖୋଲ ଥା-ନା ଅନକାମାନା ଗାଁର ଭଜମନ ବା-ଲ୍ୟ ପଡିଆ ସବିତା ବା-ଲ୍ୟ ପଡିଆକୁ ବିବାହ କରିଥିଲେ ।

ସେମାନଙ୍କର ଦୁଇଟି ପୁଅ ଅଛନ୍ତି । ହେଲେ ୩୩ ବର୍ଷ ବୟସରେ ସବିତାଙ୍କର ୨୨ ବର୍ଷର ପଡୋଶୀ ମୁକେଶ ବେହେରାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମାସେ ପୂର୍ବରୁ ଦୁଇ ଛୁଆ ଓ ସ୍ବାମୀଙ୍କୁ ଛାଡି ପ୍ରେମିକ ମୁକେଶ ସହ ଫେ-ରା-ର ହୋଇଯାଇଥିଲେ ସବିତା । ଭଜମନ ଖପରା ଖୋଲ ଥା-ନା-ର ଦ୍ଵାରସ୍ଥ ହେବା ପରେ ପୋ-ଲି-ସ ଉଭୟକୁ ବାହାର ଜିଲାରୁ ଉ-ଧା-ର କରିଥିଲା ।

ହେଲେ ପ-ର ପୁ-ରୁ-ଷ ସହିତ ଫେ-ରା-ର ହୋଇଯାଇଥିବାରୁ ସ୍ଵାମୀ ତାକୁ ଘରକୁ ନେବାକୁ ମନା କରିଦେଇଥିଲେ । ବାପ ଘର ଲୋକ ମଧ୍ୟ ସବିତାକୁ ଆପଣେଇ ନଥିଲେ । ଫଳରେ ମାସେ ହେବ ସବିତା ବଲାଙ୍ଗୀରି ସ୍ଥିତି ସୁ-ଧା-ର ଗୃହରେ ରହୁଛନ୍ତି । ଶେଷରେ ପୋ-ଲି-ସ ସ୍ଵାମୀ ଭଜମାନଙ୍କ ଉପସ୍ଥିତିରେ ଖପରା ଖୋଲ ଥା-ନା-ରେ ତାର ସ୍ତ୍ରୀ ଓ ପ୍ରେମିକ ମୁକେଶଙ୍କୁ ବିବାହ କରାଇଛି । ଏବେ ଦୁଇ ପୁଅ ବାପାଙ୍କ ପାଖରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *