ଯେଉଁ ଲୋକଙ୍କ ଆଖି ପ୍ରାତଃ ୩ ରୁ ୫ ଟା ଭିତରେ ଖୋଲିଥାଏ ସେହି ଲୋକଙ୍କୁ ଏହା ଜାଣିବା ନିଶ୍ଚିନ୍ତ ଆବଶ୍ୟକ- Chanakya Niti

ସୂର୍ଯ୍ୟ ଉଦୟ ହବାର ବହୁତ କମ ଲୋକେ ଦେଖିଥିବେ କାହିଁକିନା ଆଜିକା ସମୟରେ ଏମିତି ବହୁତ କମ ଲୋକ ଅଛନ୍ତି ଯିଏ ସକାଳେ ଉଠିବା ପସନ୍ଦ କରନ୍ତି । ତେବେ ବହୁତ ଏମିତି ଲୋକ ଅଛନ୍ତି ଯାହାର ଆଖି ଖୋଲିବା ପରେ ମଧ୍ୟ ସେ ଶୋଇବାକୁ ଚେଷ୍ଟା କରନ୍ତି ଆଉ ସୋଇ ପଡନ୍ତି କିନ୍ତୁ ଏହି ସମୟରେ ଉଠନ୍ତି ନାହିଁ । କଣ ଆପଣ ଜାଣିଛନ୍ତି ଆମେ ଯାହା ସ୍ବପ୍ନ ଦେଖିଥାଉ ତାହା ବ୍ୟର୍ଥ ନଥାଏ ତାର ମଧ୍ୟ କିଛି ନା କିଛି କାରଣ ହୋଇଥାଏ ଯାହା ଦ୍ଵାରା ପ୍ରକୃତି  ଆମକୁ କିଛି କହିବାକୁ ଚେଷ୍ଟା କରିଥାଏ କିନ୍ତୁ ଆମେ ତାକୁ ବୁଝିବାରେ ଅସଫଳ ହୋଇଥାଉ ।

ଆଜି ଆମେ ଆପଣଙ୍କୁ ସକାଳେ ନିଦ ଭାଙ୍ଗିବା ର କିଛି ବିଶେଷ କାରଣ ବିଷୟରେ କହିବାକୁ ଯାଉଛୁ । ତେବେ ଶାସ୍ତ୍ରରେ ଲେଖା ହୋଇଛି ଜେ ଯେଉଁ ବ୍ୟକ୍ତି ସକାଳେ ଶିଘ୍ର ଉଠିଥାଏ ସେ ଜୀବନରେ ବହୁତ କିଛି କରିବା ପାଇଁ ସମୟ ପାଇଥାଏ ଆପଣଙ୍କ ଅଧା ଠାରୁ ଅଧିକ କାମ ସମାପ୍ତ ହୋଇଥାଏ ଆଉ ଆପଣଙ୍କୁ ଅନ୍ୟ କାମ ପାଇଁ ଭରପୁର ସମୟ ମିଳିଥାଏ । ତେବେ ଶାସ୍ତ୍ର ଅନୁଯାଇ ୩ ରୁ ୫ ମଧ୍ୟ ସମୟକୁ ଅମୃତ ବେଳା କୁହାଯାଏ ।

ଯେଉଁ ବ୍ୟକ୍ତି ଏହି ସମୟରେ ଉଠିଥାଏ ଆଉ ଭଲ ଧାର୍ମିକ କାର୍ଯ୍ୟରେ ମନ ଦେଇଥାଏ ସେହି ବ୍ୟକ୍ତି ଉପରେ ଦୈବିକ ଶକ୍ତି ମାନଙ୍କ ଆଶୀର୍ବାଦ ରହିଥାଏ । ଏହି ସମୟରେ ନିଜ ନିତ୍ୟ କର୍ମ ସମାପ୍ତ କରି ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କଲେ ଆପଣଙ୍କ ଜିବନ ବହୁତ ସମସ୍ୟା ଆପେ ଆପେ ଦୂର ହୋଇଥାଏ ।

ତେବେ କିଛି ଲୋକଙ୍କ ନିଦ ଆପେ ଆପେ ଏହି ସମୟରେ ଖୋଲି ଯାଇଥାଏ ସେହି ବ୍ୟକ୍ତିଙ୍କ ଉପରେ ଦୈବିକ ଶକ୍ତି ର ପ୍ରଭାବ ରହିଥାଏ ଆଉ ଶାସ୍ତ୍ର ଅନୁଯାଇ ସେହି ବ୍ୟକ୍ତିଙ୍କ ଜୀବନରେ ବହୁତ ଶିଘ୍ର ବହୁତ ସୁଖର ସମୟ ଆସିବାକୁ ଯାଉଛି ।

ଏହି ଭଳି ଲୋକଙ୍କ ଜୀବନରେ ବହୁତ କିଛି ବଦଳିବା କୁ ଯାଉଛି ଏହି ଭଳି ଲୋକ ଜୀବନରେ ବହୁତ ସଫଳତା ପାଇବେ ଧାର କରଜ ସବୁ ସୁଜି ପାରିବେ ଅନ୍ୟ ମାନଙ୍କୁ ମଧ୍ୟ ନିଜ କ୍ଷମତା ଅନୁଯାଇ ସାହାଯ୍ୟ କରି ପାରିବେ । ଯେଉଁ ବ୍ୟକ୍ତି ଏହି ସମୟରେ ଉଠି ନିଜ କାର୍ଯ୍ୟ ସମାପ୍ତ କରିଥାଏ ସେହି ଭଳି ଲୋକଙ୍କୁ କିଛି ରୋଗ ବୈରାଗ ମଧ୍ୟ ହୋଇନଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *