ନଡିଆ ତେଲ ସହିତ ମିଶାଇ ଲଗାନ୍ତୁ ଏହି ଗୋଟେ ଜିନିଷ, 1 ସପ୍ତାହରେ ସମସ୍ତ ଧଳା ବାଳ ହେବ ମୂଳରୁ କଳା ଓ ଘନ

ଆଜିକା ସମୟରେ ପ୍ରାୟ ସବୁ ବ୍ୟକ୍ତିଙ୍କ କେସ ସମୟ ପୂର୍ବରୁ ହିଁ ଧଳା ହୋଇଯାଇଥାଏ । ଆଜି କାଲୀ କେସ ଝଡିବା, ସଫା ଓ ରୂପୀ ହେବା ଏହା ବହୁତ ସାଧାରଣ ସମସ୍ଯା ହୋଇଗଲାନି । ଆଜି କଲି ଲୋକଙ୍କ ଜୀବନୀ ଶୈଳୀ କିଛି ଏମିତି ହୋଇଗଲନିକି ତାଙ୍କୁ ନିଜ ଉପରେ ଧ୍ୟାନ ଦେବାର ଫୁରସତ ନହିଁ । ସେଥିପାଇଁ ସେମାନକୁ ଏମିତି ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଆଜିକାଲି ଲୋକ ନିଜ କେଶକୁ ଷ୍ଟାଇଲିଷ୍ଟ କରିବା ପାଇଁ ବହୁତ ପ୍ରକାର ପ୍ରୋଡକ୍ଟ ଓ ଜିନିଷର ବ୍ୟବହାର କରିଥାନ୍ତି । ଯାହା କେଶକୁ ଆବଶ୍ୟକରୁ ଅଧିକ କମଜୋର ବନେଇଥାଏ । ଆଜିକା ସମୟରେ ଲୋକଙ୍କୁ କେଶରେ ତେଲ ଲଗାଇବାକୁ ମଧ୍ୟ ପସନ୍ଦ ହୋଇନଥାଏ ।


ସତ କଥା ହେଲା ଜଦି କେସ ପୌଷ୍ଟିକ ଆହାର ମିଳିବ ନହିଁ ତେବେ ସେଥିରେ ମଜଭୁତି କେଉଁଠି ଆସିବ । ଶେଥି ପାଇଁ ଆମେ କହିବାକୁ ଯାଉଛୁ ଏମିତି ଉପାୟ ବିଷୟରେ ଯେଉଁ ଥିରେ କେଶକୁ ପୌଷ୍ଟିକ ଆହାର ମଧ୍ୟ ମିଳିଥାଏ । ଆଉ ଆପଣଙ୍କ କେସ ଧଳାରୁ କଳା ହୋଇଯାଇଥାଏ । ବାସ୍ତବରେ କହଳି ଆପଣଙ୍କ କେସ କଳା ହେବନି ଏହା ଲାମ୍ବା ଓ ଘନ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ହିସାବରେ କଣ କଣ କରିବାକୁ ପଡିବ । ଏହି ଉପାୟକୁ କରିବା ପାଇଁ ନଡିଆ ତେଲ ଓ ଭୃଶଙ୍ଗ ପତ୍ରର ଆବଶ୍ୟକ ରହିଛି ।


ସାଧାରଣତ ଭୃଶଙ୍ଗ ପତ୍ରକୁ ଆମେ ଖାଇବାରେ ବ୍ୟବହାର କରିଥାଉ ।  ଭୃଶଙ୍ଗ ପତ୍ରରେ ଅଧିକ ଆଇରନ ରହିଥାଏ । ସେ ଆପଣଙ୍କ କେଶକୁ ଧଳା ହେବାରୁ ବଞ୍ଚାଇ ଥାଏ । ଖାଲି ସେତିକି ନୁହେଁ ଏହାଦ୍ବାରା ଆପଣଙ୍କୁ ରୂପୀରୁ ମଧ୍ୟ ମୁକ୍ତି ମିଳିଥାଏ । ଏହ ସହିତ ଏହା କେଶକୁ ମଜଭୁତ ବନେଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହା ଦ୍ଵାରା ନଡିଆ ତେଲ ଆପଣଙ୍କ କେଶକୁ ଫ୍ରିଜି କରିଥାଏ । ନଡିଆ ତେଲରେ ଆପଣଙ୍କ କେସ ପୁରା ଘନା ଦେଖା ଯାଇଥାଏ ।


ଆସନ୍ତୁ ଜାଣିବା ଏହି ଉପାୟକୁ କେମିତି କରିବା । ଗୋଟିଏ ପାତ୍ରରେ ଗୋଟେ କପ ନଡିଆତେଲ ପକାନ୍ତୁ ଆଉ ସେଥିରେ ପନ୍ଦର ରୁ କୋଡିଏଟି ଭୃଶଙ୍ଗ ପତ୍ର ପକାନ୍ତୁ । ତାକୁ ଭଲଭାବରେ ଫୁଟାଇ ଦିଅନ୍ତୁ । ଏହା ମାନେ ରଖିବ ଭୃଶଙ୍ଗ ପତ୍ର ନଡିଆଟେଲରେ ହିଁ ଫୁଟାଇବେ । ଏହାକୁ ବାହାର କରି କେଶରେ ଲଗାଇବେ ଆଉ ତାକୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଲଗାଇକି ରଖିବେ ତା ପରେ ତାକୁ ସାମ୍ପୂରେ ସଫା କରିଦେବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *