ଯେଉଁ ମାନେ ନିଜ ଘରେ କୁକୁର ପାଳୁଛନ୍ତି, ସେମାନେ ଜାଣିନିଅନ୍ତୁ କାହିଁକି ଆପଣ ସେହି କୁକୁରକୁ ଏତେ ଭଲ ପାଉଛନ୍ତି

ବନ୍ଧୁଗଣ ଆଜିଭଳି ଦୁନିଆରେ ଯଦି କୌଣସି ଘରେ ଜଣେ ସ୍ଵାମୀ ଦେହତ୍ୟାଗ କରେ ତେବେ ତାର ପତ୍ନୀ ବିଷୟରେ ଅଧିକ ଚିନ୍ତା କରିଥାଏ । ସେହିଭଳି ଯଦି କୌଣସି ସ୍ତ୍ରୀ ମରିଜାଏ ତେବେ ତାର ସ୍ବାମୀର ଚିନ୍ତା ତାକୁ ଲାଗିରହିଥାଏ । କିନ୍ତୁ ବନ୍ଧୁଗଣ କାହାର କିଛି ହେଇନଥାଏ । ଜବରଦସ୍ତି ମନୁଷ୍ୟ ନାନା ପ୍ରକାରର ଚିନ୍ତାଧାରା ନିଜ ମନରେ ଆଣିଥାଏ । କେତେ ଲୋକ ଏପର୍ଜ୍ୟନ୍ତ ଦୁନିଆ ଛାଡି ଗଲେଣି । କାହାର କଣ ହେଇଯାଇଛି । ଜାଣିଶୁଣି ନିଜ ମସ୍ତକରେ ଭାର ରଖିଥାନ୍ତି କାହାର କିଛି ହୋଇନଥାଏ ।

ଗୋଟିଏ ବ୍ୟକ୍ତି ଜଣେ ସନ୍ୟାସୀଙ୍କୁ କହିଲା ଯେ ହେ ପ୍ରଭୁ ଆମ ଘରେ ଗୋଟେ କୁକୁର ଅଛି ଏବଂ ସେ ବହୁତ ବିଶ୍ୱୋସ୍ଥ ଅଟେ । ସେହି ସନ୍ୟାସୀ ଜଣଙ୍କ କୁହନ୍ତି, ଯେ ସେ ପୂର୍ବ ଜନ୍ମରେ ତୁମ ଜେଜେବାପା ଥିଲେ । ବ୍ୟକ୍ତି ଜଣଙ୍କ କୁହେ,ଯେ ଆପଣ ମୋ ଜେଜେବାପାଙ୍କୁ କୁକୁର କହିଲେ ସନ୍ୟାସୀ କହିଲେ ଯେ ହଁ ଆପଣଙ୍କ ଜେଜେଙ୍କର ଚିନ୍ତା ଥିଲା ଯେ ତାଙ୍କ ପରେ ତାଙ୍କ ଘରର ଅବସ୍ଥା କଣ ହେବ? ସେଥିପାଇଁ ଏ ଜନ୍ମରେ ସେ କୁକୁର ହୋଇ ତୁମ ଘର ଜଗିଛନ୍ତି ।

ବନ୍ଧୁଗଣ ଏହି କଥାଟି ମିଥ୍ୟା ନୁହେଁ । ଶାସ୍ତ୍ରରେ ଏହା କୁହାଯାଇଛି । ଏଥିପାଇଁ କୁହାଯାଏ କୁକୁର ବିରାଡି ପ୍ରତି ବେଶି ମୋହ କରନ୍ତୁ ନାହିଁ । ମୂର୍ଖ ଲୋକଙ୍କ ବ୍ଯତୀତ ଶିକ୍ଷିତ ଲୋକ ମଧ୍ୟ ମୋ କୁକୁର-କୁକୁର ବୋଲି କହିଥାନ୍ତି । ବନ୍ଧୁଗଣ ଯେତେ ପ୍ରେମ ଆପଣମାନେ କୁକୁରଙ୍କୁ କରିଥାନ୍ତି, ସେତିକି ପ୍ରଭୁଙ୍କୁ କରିଥିଲେ କିଛି ପୂଣ୍ୟ ପ୍ରାପ୍ତ ହେଇଥାନ୍ତା । କୁକୁର ପାଳିବା କିଛି ଖରାବ ନୁହେଁ । କିନ୍ତୁ ତାହାର ମଧ୍ୟ ଗୋଟେ ମରିୟାଦା ଅଛି ଯେ, ସେ କେଉଁଠାରେ ରହିବ ।

ଦ୍ଵାର ନିକଟରେ ରଖିବା ଉଚିତ । କିନ୍ତୁ ଆପଣଙ୍କ ଘରଭିତରେ ଆପଣଙ୍କ ସହିତ ଗୋଟିଏ ବିଛଣାରେ କୁକୁରର ଶୋଇବା ଏବଂ ରହିବା କଣ ଉଚିତ ଅଟେ କି? ରୋଷେଇଘରେ ଆପଣଙ୍କ ମୁହଁକୁ ଚାଟିବା କଣ ଉଚିତ ଅଟେ?ଯେଉଁଠାରେ ଚପଲ ପାଦରେ ଶୋଭା ପାଇଥାଏ । ସେହି ଚପଲକୁ ନିଜ ମଥାରେ ନେଇ ଚାଲିବା କଣ ଉଚିତ ଅଟେ କି? ଯେଉଁଠି ଯେଉଁ ବସ୍ତୁ ରହିବା ଉଚିତ ସେହିଠାରେ ସେହି ବସ୍ତୁ ରହିଲେ ଭଲ ଲାଗିଥାଏ ।

ଯଦି କେହି ଜଣେ ଅଧିକ ମୂଲ୍ୟବାନ ଚପଲ କିଣିଲେ, କହିଲେ ଏଥିରେ ହୀରା ଲାଗିଛି ମୁଁ ମୁଣ୍ଡରେ ରଖିବୀ ତେବେ କଣ ଏହା ଶୋଭା ପାଇବ । ସେହି ମୁହୂର୍ତ୍ତରେ ଅନ୍ୟ ଲୋକମାନେ କହିବେ ଯେ ଏହାର ବୁଦ୍ଧି ବିଗିଡି ଗଲାଣି ଚପଲକୁ ମଥାରେ ରଖିବ ବୋଲି କହୁଛି । ବନ୍ଧୁଗଣ ଯେତେ ହୀରା ମୋତି ଲାଗିଥାଉ ତାହା ଚପଲ । ସେଥିପାଇଁ ବନ୍ଧୁଗଣ କୁକୁରଙ୍କ ପ୍ରତି ସ୍ନେହ ରହିବା ଉଚିତ । କେବଳ କୁକୁର ନୁହେଁ ସବୁ ପଶୁଙ୍କୁ ପ୍ରେମ କରିବା ଉଚିତ । କିନ୍ତୁ ସେମାନଙ୍କୁ ନେଇ ନିଜ ପାଖରେ ଶୁଆଇବା କିମ୍ବା ତାକୁ ଧରି ବୁଲିବା ଅନୁଚିତ ।

ପ୍ରେମ ଯେତିକି ସମ୍ଭବ ସେତିକି କରିବା ଆବଶ୍ୟକ । ପ୍ରେମ ଅଧିକ କରନ୍ତୁ ଭଗବାନଙ୍କୁ,ସାମାନ୍ଯ ପ୍ରେମ ଜଗତକୁ କରନ୍ତୁ । ଜଗତରେ ବ୍ୟବହାରର ପ୍ରେମ କରନ୍ତୁ । ପ୍ରେମ କେବଳ ଭଗବାନଙ୍କୁ କରିବା ଆବଶ୍ୟକ ସଂସାରର ମନୁଷ୍ୟ ପ୍ରେମର ଯୋଗ୍ୟ ଅଟନ୍ତି ନାହିଁ । ବନ୍ଧୁଗଣ ଏହି ବିବରଣୀଟି ଯଦି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *