ବନ୍ଧୁଗଣ ଆଜିଭଳି ଦୁନିଆରେ ଯଦି କୌଣସି ଘରେ ଜଣେ ସ୍ଵାମୀ ଦେହତ୍ୟାଗ କରେ ତେବେ ତାର ପତ୍ନୀ ବିଷୟରେ ଅଧିକ ଚିନ୍ତା କରିଥାଏ । ସେହିଭଳି ଯଦି କୌଣସି ସ୍ତ୍ରୀ ମରିଜାଏ ତେବେ ତାର ସ୍ବାମୀର ଚିନ୍ତା ତାକୁ ଲାଗିରହିଥାଏ । କିନ୍ତୁ ବନ୍ଧୁଗଣ କାହାର କିଛି ହେଇନଥାଏ । ଜବରଦସ୍ତି ମନୁଷ୍ୟ ନାନା ପ୍ରକାରର ଚିନ୍ତାଧାରା ନିଜ ମନରେ ଆଣିଥାଏ । କେତେ ଲୋକ ଏପର୍ଜ୍ୟନ୍ତ ଦୁନିଆ ଛାଡି ଗଲେଣି । କାହାର କଣ ହେଇଯାଇଛି । ଜାଣିଶୁଣି ନିଜ ମସ୍ତକରେ ଭାର ରଖିଥାନ୍ତି କାହାର କିଛି ହୋଇନଥାଏ ।
ଗୋଟିଏ ବ୍ୟକ୍ତି ଜଣେ ସନ୍ୟାସୀଙ୍କୁ କହିଲା ଯେ ହେ ପ୍ରଭୁ ଆମ ଘରେ ଗୋଟେ କୁକୁର ଅଛି ଏବଂ ସେ ବହୁତ ବିଶ୍ୱୋସ୍ଥ ଅଟେ । ସେହି ସନ୍ୟାସୀ ଜଣଙ୍କ କୁହନ୍ତି, ଯେ ସେ ପୂର୍ବ ଜନ୍ମରେ ତୁମ ଜେଜେବାପା ଥିଲେ । ବ୍ୟକ୍ତି ଜଣଙ୍କ କୁହେ,ଯେ ଆପଣ ମୋ ଜେଜେବାପାଙ୍କୁ କୁକୁର କହିଲେ ସନ୍ୟାସୀ କହିଲେ ଯେ ହଁ ଆପଣଙ୍କ ଜେଜେଙ୍କର ଚିନ୍ତା ଥିଲା ଯେ ତାଙ୍କ ପରେ ତାଙ୍କ ଘରର ଅବସ୍ଥା କଣ ହେବ? ସେଥିପାଇଁ ଏ ଜନ୍ମରେ ସେ କୁକୁର ହୋଇ ତୁମ ଘର ଜଗିଛନ୍ତି ।
ବନ୍ଧୁଗଣ ଏହି କଥାଟି ମିଥ୍ୟା ନୁହେଁ । ଶାସ୍ତ୍ରରେ ଏହା କୁହାଯାଇଛି । ଏଥିପାଇଁ କୁହାଯାଏ କୁକୁର ବିରାଡି ପ୍ରତି ବେଶି ମୋହ କରନ୍ତୁ ନାହିଁ । ମୂର୍ଖ ଲୋକଙ୍କ ବ୍ଯତୀତ ଶିକ୍ଷିତ ଲୋକ ମଧ୍ୟ ମୋ କୁକୁର-କୁକୁର ବୋଲି କହିଥାନ୍ତି । ବନ୍ଧୁଗଣ ଯେତେ ପ୍ରେମ ଆପଣମାନେ କୁକୁରଙ୍କୁ କରିଥାନ୍ତି, ସେତିକି ପ୍ରଭୁଙ୍କୁ କରିଥିଲେ କିଛି ପୂଣ୍ୟ ପ୍ରାପ୍ତ ହେଇଥାନ୍ତା । କୁକୁର ପାଳିବା କିଛି ଖରାବ ନୁହେଁ । କିନ୍ତୁ ତାହାର ମଧ୍ୟ ଗୋଟେ ମରିୟାଦା ଅଛି ଯେ, ସେ କେଉଁଠାରେ ରହିବ ।
ଦ୍ଵାର ନିକଟରେ ରଖିବା ଉଚିତ । କିନ୍ତୁ ଆପଣଙ୍କ ଘରଭିତରେ ଆପଣଙ୍କ ସହିତ ଗୋଟିଏ ବିଛଣାରେ କୁକୁରର ଶୋଇବା ଏବଂ ରହିବା କଣ ଉଚିତ ଅଟେ କି? ରୋଷେଇଘରେ ଆପଣଙ୍କ ମୁହଁକୁ ଚାଟିବା କଣ ଉଚିତ ଅଟେ?ଯେଉଁଠାରେ ଚପଲ ପାଦରେ ଶୋଭା ପାଇଥାଏ । ସେହି ଚପଲକୁ ନିଜ ମଥାରେ ନେଇ ଚାଲିବା କଣ ଉଚିତ ଅଟେ କି? ଯେଉଁଠି ଯେଉଁ ବସ୍ତୁ ରହିବା ଉଚିତ ସେହିଠାରେ ସେହି ବସ୍ତୁ ରହିଲେ ଭଲ ଲାଗିଥାଏ ।
ଯଦି କେହି ଜଣେ ଅଧିକ ମୂଲ୍ୟବାନ ଚପଲ କିଣିଲେ, କହିଲେ ଏଥିରେ ହୀରା ଲାଗିଛି ମୁଁ ମୁଣ୍ଡରେ ରଖିବୀ ତେବେ କଣ ଏହା ଶୋଭା ପାଇବ । ସେହି ମୁହୂର୍ତ୍ତରେ ଅନ୍ୟ ଲୋକମାନେ କହିବେ ଯେ ଏହାର ବୁଦ୍ଧି ବିଗିଡି ଗଲାଣି ଚପଲକୁ ମଥାରେ ରଖିବ ବୋଲି କହୁଛି । ବନ୍ଧୁଗଣ ଯେତେ ହୀରା ମୋତି ଲାଗିଥାଉ ତାହା ଚପଲ । ସେଥିପାଇଁ ବନ୍ଧୁଗଣ କୁକୁରଙ୍କ ପ୍ରତି ସ୍ନେହ ରହିବା ଉଚିତ । କେବଳ କୁକୁର ନୁହେଁ ସବୁ ପଶୁଙ୍କୁ ପ୍ରେମ କରିବା ଉଚିତ । କିନ୍ତୁ ସେମାନଙ୍କୁ ନେଇ ନିଜ ପାଖରେ ଶୁଆଇବା କିମ୍ବା ତାକୁ ଧରି ବୁଲିବା ଅନୁଚିତ ।
ପ୍ରେମ ଯେତିକି ସମ୍ଭବ ସେତିକି କରିବା ଆବଶ୍ୟକ । ପ୍ରେମ ଅଧିକ କରନ୍ତୁ ଭଗବାନଙ୍କୁ,ସାମାନ୍ଯ ପ୍ରେମ ଜଗତକୁ କରନ୍ତୁ । ଜଗତରେ ବ୍ୟବହାରର ପ୍ରେମ କରନ୍ତୁ । ପ୍ରେମ କେବଳ ଭଗବାନଙ୍କୁ କରିବା ଆବଶ୍ୟକ ସଂସାରର ମନୁଷ୍ୟ ପ୍ରେମର ଯୋଗ୍ୟ ଅଟନ୍ତି ନାହିଁ । ବନ୍ଧୁଗଣ ଏହି ବିବରଣୀଟି ଯଦି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।