ଯେଉଁ ସ୍ତ୍ରୀ ତକିଆ ତଳେ ଏହି ୧ ଜିନିଷ ରଖିକି ସୋଇଥାଏ ତା ଘର ପୁରା ଟଙ୍କା ପଇସାରେ ଭର୍ତ୍ତି ହୋଇ ରହିଥାଏ 

ଆଜିକା ସମୟରେ କାହାକୁ ଧନ ଆବଶ୍ୟକ ନାହିଁ ସମସ୍ତେ ଧନ ପଛରେ ଲାଗି ରହୁଛନ୍ତି ସମସ୍ତଙ୍କୁ ଧନ ଆବଶ୍ୟକ କାହିଁକିନା ଧନ ଦ୍ଵାରା ମଣିଷ ନିଜ ଆରାମ ଆଉ ସୁଖ ପାଇଁ ବହୁତ କିଛି କିଣି ପାରେ ତେବେ ଏହା ଛଡା ଜଣେ ମଣିଷକୁ ବଞ୍ଚିବା ପାଇଁ ଧନ ବହୁତ ଆବଶ୍ୟକ କାହିଁକିନା ଏହି ଧନ ଦ୍ଵାରା ମଣିଷ ତା ଜୀବନ ସବୁଠାରୁ ମହତ୍ଵପୂର୍ଣ ଜିନିଷ ଖାଇବା କିଣି ପାରିଥାଏ । ମଣିଷକୁ ବଞ୍ଚିବା ପାଇଁ ଖାଦ୍ଯ ବହୁତ ଆବଶ୍ୟକ ଅଟେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଅନୁଯାଇ କାମ କଲେ ମଣିଷ ନିଜ ଜୀବନରେ ବହୁତ କିଛି ପାଇ ପାରେ ଆଉ ସୁଖ ଆଉ ସମୃଦ୍ଧି ହାସଲ କରିପାରେ ।

୧. ଯେଉଁ ଘର ମହିଳା ନିଜ ଶୋଇବା ଘରେ ତକିଆ ତଳେ ମୟୂର ପଙ୍ଖ ରଖି ସୋଇଥାନ୍ତି ସେହି ଭଳି ଘରେ ସକାରାତ୍ମକ ଊର୍ଜା ବାସ କରିଥାଏ ଆଉ ସକାଳେ ଉଠି ତକିଆ ତଳୁ ମୟୂର ପଙ୍ଖ ବାହାର କରି ତା ଦର୍ଶନ କରିବା ମାତ୍ରେ ସେହି ଲୋକ ଜୀବନ ସବୁ ସମସ୍ୟା ସମାଧାନ ହୋଇଥାଏ ଆଉ ସେହି ଭଳି ଲୋକ ନିଜ ଜୀବନରେ ବହୁତ ଆଗକୁ ବଢି ଯାଇଥାନ୍ତି । ଆପଣ ସେହି ମୟୂର ପଙ୍ଖକୁ ଏପଟ ସେପଟ ଜାଗାରେ ରଖିବେ ନାହିଁ ଆଉ ନା ମନ୍ଦିର ଘରେ ରଖିବେ ତାଙ୍କୁ ନିଜ ଶୋଇବା ଘରେ ରଖିବେ ଆଉ ଶୋଇବା ବେଳେ ନିଜ ତକିଆ ତଳେ ରଖି ସୋଇବେ ।

୨. ଯେଉଁ ଘର ମହିଳା ମାନେ ତୁଳସୀ ପୂଜା ନିଜ ମନ ଆଉ ନିଷ୍ଠା ସହ କରିଥାନ୍ତି ସେହି ଘର ଲୋକଙ୍କ ଜୀବନରେ ସଫଳତା ବହୁତ ଶୀଘ୍ର ଆସିଥାଏ ଆପଣ ଯାହା ପାଇବାକୁ ଇଛା କରନ୍ତି ତାହା ପାଇ ଯାଇଥାନ୍ତି । ତେବେ ସକାଳ ସମୟରେ ପୂଜା କରିବା ସମୟରେ ୨-୪ଟି ତୁଳସୀ ପତ୍ର ଛିଣ୍ଡାଇ ସେବନ କରନ୍ତୁ ଆଉ ୨-୪ଟି ପତ୍ର ଛିଣ୍ଡାଇ ରଖି ନିଅନ୍ତୁ ରାତିରେ ଶୋଇବା ବେଳେ ଏହାକୁ ନିଜ ତକିଆ ତଳେ ରଖି ସୁଆନ୍ତୁ ଦେଖିବେ ଆପଣଙ୍କ ଭାଗ୍ୟ ଯେତେ ଖରାପ ଥିଲେ ମଧ୍ୟ ବହୁତ କିଛି ବଦଳିଯିବ । ଭୁଲରେ ବି ତୁଳସୀ ପତ୍ର କେବେ ରାତିରେ ତୋଳିବେ ନାହିଁ ଆଉ ନା ସନ୍ଧ୍ୟା ସମୟରେ ତୋଳିବେ ଏହା ଉଚିତ ନୁହ ପାପ ଲାଗିଥାଏ ।

୩. ବାସ୍ତୁ ଶାସ୍ତ୍ର ଅନୁଯାଇ ଚନ୍ଦ୍ର ଆମ ଜାତକରେ ସଠିକ ସ୍ଥିତିରେ ରହିଲେ ଆମକୁ ବହୁତ ଶୁଭ ଫଳ ମିଳିଥାଏ ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଚାଲୁଅଛି ତେବେ ଆପଣଙ୍କୁ ସାବଧାନ ହୋଇ ରହିବା ଉଚିତ ଏହା ଛଡା ଆପଣଙ୍କୁ ଚନ୍ଦ୍ର ସ୍ଥିତି ଭଲ କରିବା ପାଇଁ ରାତିରେ ରୂପା କଏନ ମୁଣ୍ଡ ତଳେ ରଖି ଶୋଇବା ଉଚିତ ଆଉ ସକାଳେ ଉଠି ପୂଜା କରିବା ପରେ ସେହି ରୂପା କଏନ ଦାନ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଚନ୍ଦ୍ର ଭଲ ହୋଇଥାନ୍ତି ଆଉ ଆପଣଙ୍କ ଜୀବନ ସବୁ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *