ଝିଅର ବାହାଘରକୁ ଆଉ ମାତ୍ର 5ଦିନ ବାକିଥିଲା, ଝିଅର ମା’ସହ ହାତୀ ଯାହା କଲା ଜାଣି ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଆଖି ରୁ ବି ଲୁହ ଚାଲି ଆସିବ । ଆଜ୍ଞା ହଁ ସୂଚନା ଅନୁଯାୟୀ ଝିଅର ବାହାଘର ହୋଇଥାନ୍ତା । ମା ହାତକୁ ଝିଅ ଆଞ୍ଜୁଳି ରେ ଚାଉଳ ଟେକି ଥାନ୍ତା । ଝିଅର ବାହାଘର ପାଇଁ ଘରେ ସବୁ ପ୍ରସ୍ତୁତି ସାରିଥିଲା । ଘରେ ବନ୍ଧୁ ବାନ୍ଧବ ଙ୍କ ସହ ହସ ଖୁସି ରେ ଘର ଫାଟି ପଡୁଥିଲା । ହେଲେ ସବୁ କିଛି ଅଧା ଅଧୁରା ରହିଗଲା । ସେଦିନର ସନ୍ଧ୍ୟା ସବୁ କିଛି ଛଡାଇ ନେଲା ।

ଏବେ ଘରେ ହସ ଖୁସି କିଛି ଆହି ଖାଲି ଶୁଭୂଛି ଛାତି ଫଟା କାନ୍ଦ । ବନ୍ଧୁ ବାନ୍ଧବ ସମସ୍ତେ ମୁଣ୍ଡ ବାଡେଇ କାନ୍ଦୁ ଛନ୍ତି କିନ୍ତୁ ଏହି କାନ୍ଦ ଝିଅ ବିଦାୟ ର ନୁହେଁ । ଏ କାନ୍ଦ ହେଉଛି ମୃ-ତ୍ୟୁର କାନ୍ଦ । କାରଣ ଗୋଠ ଛଡା ହାତୀ ଝିଅର ମା କୁ ଦଳି ମାରି ଦେଇଛି ଆଉ ଭାଗ୍ୟକୁ ଝିଅ ଆଜି ବଞ୍ଚି ଯାଇଛି । ଏମିତି ଦୁଖଡ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ତାଳଦଣ୍ଡ ଗାଁ ରେ ।

ମୃତ ମହିଳା ଜଣକ ହେଉଛନ୍ତି ଦିପ୍ତିମୟୀ ସାହୁ । ମା ଝିଅ ଶୌଚ ହେବାକୁ ମା ଝିଅ ବିଲ ପାଖକୁ ଯାଇଥିଲେ । ଏହି ସମୟରେ ଗୋଟା ଛାଡ ଦାନତା ହାତୀ ଟି ସନ୍ଧ୍ୟା ରେ ରାଜପଥ ଦେଇ ରେଳପଥ ପାର ହୋଇ ତାଳଦଣ୍ଡା ଗାଁ ଆଡକୁ ମୁହାଣି ଥିଲା । ତାଳଦଣ୍ଡା ରେ ହାତୀ ଟି ଗାଡ଼ି ଗାଁ ଆଡକୁ ଯାଉଥିବା ବେଳେ ଦିପ୍ତିମୟୀ ଓ ତାଙ୍କ ଝିଅ ହାବୁଡା ରେ ପଡି ଯାଇଥିଲେ ।

ହାତୀ ଟି ଦିପ୍ତିମୟୀ ଙ୍କୁ ଶୁଣ୍ଡ ରେ କଚାଡି ଫୋପାଡି ଦେଇଥିଲା । ଆଉ ଝିଅ ଟି ମା କୁ ରକ୍ଷା ନ କରିପାରି ଭୟରେ ଦଉଡି ପଳାଇବାରୁ ବଞ୍ଚି ଯାଇଥିଲା । ଆଖପାଖ ଲୋକେ ହୋ ହାଲା କରିବାରୁ ହାତୀ ନିକଟସ୍ଥ ଚାଷ ଜମି କୁ ପଳାଇ ଥିଲା । ଘଟଣା ସ୍ଥଳରେ ଲୋକେ ପହଞ୍ଚିଲା ବେଳକୁ ଦିପ୍ତିମୟୀ ଙ୍କର ମୃ-ତ୍ୟୁ ହୋଇ ସାରିଥିଲା । ଏହି ଘଟଣା କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଯାଇଛି । ଆଉ ସେପଟେ ଏବେ ଦୀପ୍ତିମୟୀ ଙ୍କ ପୁରା ପରିବାର ସ୍ତବଧ ହୋଇ ଯାଇଛି ।

ବାହାଘର ମୁଣ୍ଡ ଉପରେ ଥିବା ବେଳେ ଏବେ ମା ଙ୍କର ମୃ-ତ୍ୟୁ କୁ ନେଇ ସମସ୍ତଙ୍କ ଆଖି ରେ ଲୁହ ନଇ ଦେଇଛି । ଯେଉଁ ମା ର ସ୍ଵପ୍ନ ଥିଲା ଝିଅକୁ ବାହା ଦେବା ସେହି ଆମ ଆଜି ଆରପାରିକୁ ଚାଲି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *