ଦେଖନ୍ତୁ ବିବାହ ପରେ Riya ଙ୍କର ଶାଶୁଘରେ ପ୍ରଥମ ଦିନ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଚଳଚିତ୍ର ଦୁନିଆର ଅଭିନେତା ଓ ଅଭିନେତ୍ରୀ ମାନନକୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ଅଲଗା ସ୍ଥାନ ସୃଷ୍ଟି କରିବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଖାସ କରି ଓଡିଆ ହିରୋଇନ ମାନେ ନିଜର ସୁନ୍ଦରତା ଓ ଷ୍ଟାଇଲ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଓଡିଆ ହିରୋଇନ ରିୟା ଦେ ଙ୍କ ବିବାହ ସମ୍ପନ୍ନ ହୋଇ ସାରିଛି ପୁରା ବୈଦିକ ରୀତିନୀତି ଅନୁଯାୟୀ । ତେବେ ରିୟା ବର୍ତ୍ତମାନ ନିଜ ଶାଶୁଘରେ କେମିତି ଅଛନ୍ତି ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଦର୍ଶକ ବନ୍ଧୁ ଆପଣ ମାନେ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ର ଜେଣ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଅନେକ ସାରା ଫିଲ୍ମ ଭେଟି ଦେଇଛନ୍ତି ଓଡିଆ ଇଣ୍ଡଷ୍ଟ୍ରି କୁ ।

ତେବେ ତାଙ୍କର ବିବାହ ତାଙ୍କର ପ୍ରେମିକ ସୁନିଲ ଙ୍କ ସହ ଶେଷ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ରିୟା ଙ୍କ ମ୍ୟାରେଜ ର ପ୍ରତେକ ଟି ଫଙ୍ଗସନ ବିଷୟରେ ଟିକିନିଖି ଖବର ପ୍ରସାରିତ ହେବାରେ ଲାଗିଛି । ବର୍ତ୍ତମାନ ରିୟା ବାହା ହୋଇ ଶାଶୁଘରକୁ ଯିବା ପରେ କେମିତି ଅଛନ୍ତି ତାହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।

ଭାଇରାଲ ହୋଇଥିବା ରେ ସୁନୀଲ ରିୟା ଙ୍କ ମଥା ରେ ସିନ୍ଦୁର ଦେଇ ତାଙ୍କୁ ନିଜ ସ୍ତ୍ରୀ କରି ନିଜ ଘରକୁ ନେଇ ଯାଉଥିବାର ନଜର ଆସୁଛି । ଏହା ପରେ ରିୟା ନିଜ ଶାଶୁଘରେ ବହୁତ ଖୁସି ରେ ଥିବାର ମଧ୍ୟ ନଜର ଆସୁଛନ୍ତି । ରିୟା ବିବାହ ପରେ ନାଲି ରଙ୍ଗର ଶାଢୀ ପିନ୍ଧି ନୂଆ ଗେଟପ ରେ ନଜର ଆସୁଛନ୍ତି ଯାହା ପାଇଁ ସେ ବହୁତ ଗରେଜେସ ଲାଗୁଛନ୍ତି । ଶାଶୁଘରକୁ ଯାଇ ରିୟା ଏକ ନୂଆ ପରିବାର ପାଇଛନ୍ତି । ଯାହାଙ୍କ ସହ ସେ ନିଜର ଭଲ ମନ୍ଦ ବାନ୍ତି ପାରିବେ ।

ତେବେ ସୁନିଲ ମଧ୍ୟ ରିୟା ଙ୍କ ସାଥ ଦେଉଛନ୍ତି । ରିୟା ଓ ସୁନୀଲ ପରସ୍ପର ଭଲ ପାଇ ଆଜି ଦୁହେଁ ସ୍ଵାମୀ ସ୍ତ୍ରୀ ହୋଇ ଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଆଉ ଦୁହିଙ୍କର ପରିବାର ମଧ୍ୟ ସେମାନଙ୍କର ବାହାଘରକୁ ନେଇ ବେଶ ଖୁସି ଅଛନ୍ତି । ତେବେ ଦୁହିଙ୍କ ଯୋଡି ଆଗକୁ ଏମିତି ରହୁ ଏହା ଆମର ଶୁଭକାମନା । ବନ୍ଧୁଗଣ ଆପଣ ମାନଙ୍କର ରିୟା ଦେ ଙ୍କ ବାହାଘରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *