ଝିଅ ସହ ଟିକ୍ ଟକ୍ ରେ ବନେଇଲା ଭିଡିଓ, ଭାଇ ରାଗିଯାଇ ଯୁବକକୁ ସହର ସାରା ନିବସ୍ତ୍ର କରି ବୁଲାଇଲା- କଲା ଭିଡିଓ ଭାଇରାଲ

ଜୟପୁର ରାଜଧାନୀ ରେ ସୋଶିଅଲ ମିଡିଆ ରେ ବନେଇଥିବା ଝିଅ ସହ ଭିଡିଓ ଯୁବକ ପାଇଁ ମହଙ୍ଗା ପଡିଲା, ଝିଅ ସମ୍ପର୍କୀୟ ଲୋକ ଯୁବକକୁ ମାର ପିତା କଲେ ଓ ନିରବସ୍ତ୍ର କରି ପୁରା ଶହର ରେ ବୁଲେଇଲେ । ଯୁବକ ଉପରେ ଏହା ଆରୋପି ଲାଗିଛି ଯେ ସେ ୧୪ ବର୍ଷ ଝିଅ ଭିଡିଓ ବନେଇ ସୋଶିଅଲ ମିଡିଆ ରେ ଅପ୍ଲୋଡ କରିଛି, ଏହି ଭିଡୋ ଦେଖି ଝିଅ ଭାଇ ଓ ସାଥି ଯୁବକକୁ ନିରବସ୍ତ୍ର କରି ରାସ୍ତା ମଛି ରେ ବୁଲେଇଛନ୍ତି ।

ଏହି ଭିଡିଓ ସୋଶିଅଲ ମିଡିଆ ରେ ଭାଇରାଲ ହୋଇଛି ଓ ପୋଲିସ ତିନୋଟି ଲୋକଙ୍କୁ ଗିରଫତାର କରିଛନ୍ତି ।

ପୋଲିସ ଅନୁଯାଇ ପୀଡିତ ଯୁବକ ୧୪ ବର୍ଷ ଝିଅକୁ ଆଗରୁ ଜାଣିଥିଲା, ଦୁହେଁ ଦୁହିଙ୍କ ସହ କଥା ମଧ୍ୟ ହଉଥିଲେ । ପୀଡିତ ଯୁବକ ଝିଅ ସହ ଗୋଟେ ଭିଡିଓ ବନେଇ ନିଜ ଟିକ ଟୋକ ଏକାଉଣ୍ଟ ରେ ପକେଇଥିଲେ, ଏହି ଭିଡିଓ ଖବର ପାଇ ଝିଅ ଭାଇ ଓ ସମ୍ପର୍କୀୟ ରାଗି ଯାଇ ଯୁବକକୁ ଆଗ ମାର ପିଟ କଲେ ଓ ନିରବସ୍ତ୍ର କରି ସାରା ଶହର ରେ ବୁଲେଇଲେ ଓ ନିରବସ୍ତ୍ର କରି ଭିଡିଓ କରି ସୋଶିଅଲ ମିଡିଆ ରେ ଭାଇରାଲ କରିଛନ୍ତି ।

ଏହି ନିରବସ୍ତ୍ର ଭିଡିଓ ଭାୟରଳ ହବା କିଛି ସମୟ ଭିତରେ ଏହି ଖବର ପୋଲିସ ହାତରେ ଲାଗିଲା । ଭିଡିଓ ରେ ଆପଣ ଦେଖି ପାରିବେ ଯେ କେମିତି ବହୁତ ଯୁବକ ମିଶି ଗୋଟେ ଯୁବକକୁ ମାର ପିଟ କରୁଛନ୍ତି ଓ ନିରବସ୍ତ୍ର କରି ଭିଡିଓ ମଧ୍ୟ ବନାଉଛନ୍ତି ଏହା ଦେଖି ଏମିତି ଲାଗୁଛି ଯେମିତି ମଣିଷ ମଧ୍ୟ ରେ ଦୟା ଓ ମଣିଷପଣିୟା ସମାପ୍ତ ହୋଇ ଯାଇଛି ଏହି ଘଟଣା ସମସ୍ତଙ୍କ ସାମ୍ନା ରେ ଘଟିଛି କିନ୍ତୁ ଏହା ବିରୋଧ କେହି କରି ନାହାନ୍ତି ।

କଥା ବାରତା ସମୟ ରେ ପୀଡିତ ଏହା କହିଛି ଯେ ଯଦି ତାକୁ ନ୍ୟାୟ ନମିଳିଲା ତେବେ ସେ ଆତ୍ମହତ୍ୟା କରି ନବ, ପୋଲିସ ଆରୋପିମାନଙ୍କୁ ଖୁବ ଶୀଘ୍ର ହାଜତ ରେ ରଖିବା ପାଇଁ ଦାବା କରିଛନ୍ତି । ପୀଡିତ ଯୁବକ ଝିଅ ଭାଇ ଓ ଅନ୍ୟ ସାଥିଙ୍କ ନା ରେ ପୋଲିସ ରେ ଯାଇ ଅଭିଯୋଗ କରିଛନ୍ତି ଓ ନିଜ ନିରବସ୍ତ୍ର ଭିଡିଓ କୁ ଭାଇରାଲ ହବାରୁ ବଞ୍ଚେଇବା ପାଇଁ ଅନୁରୋଧ କରିଛନ୍ତି, ତାଙ୍କ ଏହି ଅନୁରୋଧ ପ୍ରଶାସନ ପାଖରେ ପହଞ୍ଚି ଯାଇଛି ଓ ଯିଏ ଏହି ଭିଡିଓକୁ ଭାଇରାଲ କରିବା ତାକୁ ମଧ୍ୟ ପୋଲିସ ଧରିବ ବୋଲି କୁହା ଯାଇଛି ।

Leave a Reply

Your email address will not be published. Required fields are marked *