ଜୀବନରେ ଯଦି ଦୁଃଖ କଷ୍ଟ ଲାଗି ରହିଛି ତେବେ ଏହାକୁ ନିଶ୍ଚୟ ଦେଖନ୍ତୁ, ମାତ୍ର 24 ଘଣ୍ଟାର ଦେଖିବେ ପ୍ରଭାବ

ବନ୍ଧୁଗଣ ଭଗବାନ ହନୁମାନ ହେଉଛନ୍ତି ଚିରଞ୍ଜିବୀ ଦେବତା । ତାଙ୍କର ନାମ ଓ ଭକ୍ତି ମନରେ ମନୋକାମନା ବହୁତ ଜଲ୍ଦି ପୂରଣ ହୋଇ ହୋଇଥାଏ । ଯଦି ଆପଣ ମାନେ ଅସୁବିଧାରେ ଅଛନ୍ତି ତେବେ ହନୁମାନ ଜି ଙ୍କର ପୂଜା ଥରେ କରି ଦେଖନ୍ତୁ । ଅହନୁମାନ ଜି ଆପଣଙ୍କର ସବୁ ଦୁଖ କଷ୍ଟ ଦୂର କରି ଦେବେ । ହନୁମାନ ଜି ଙ୍କ ପୂଜା ମଙ୍ଗଳବାର ରେ କରିବା ଶୁଭ ମାନା ଯାଇଥାଏ । କାରଣ ଏହି ଦିନ ହନୁମାନ ଜି ପୃଥିବୀରେ ଅବତୀର୍ଣ୍ଣ ହୋଇଥିଲେ ।

ଆଜି ଆମେ ଆପଣଙ୍କୁ କହିବୁ ଜୀବନରେ ଯଦି ଦୁଖ କଷ୍ଟ ଲାଗିକି ରହିଛି ତେବେ ଏହି ଉପାୟ ନିଶ୍ଚା କରନ୍ତୁ । ଗ୍ରହ ମାନଙ୍କର ଚଳନ କାରଣରୁ କୁଣ୍ଡଳୀରେ ପ୍ରତିକୂଳ ଓ ଅନୁକୂଳ ସ୍ଥିତି ଦେଖା ଯାଇଥାଏ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ । ଏମିତିରେ ବି ରାହି, କେତୁ ଓ ଶନି ୩ଟି ଗ୍ରହ ଏମିତି ହୋଇଥାନ୍ତି ଯିଏ ଜୀବନରେ ଉତଥାନ, ପତନ ଓ ସମସ୍ଯା ଅନେଇକି ଆସିଥାନ୍ତି । ମଙ୍ଗଳବାର ଦିନ ବିଶେଷ ଉପାୟ କରିଲେ ବିପରୀତ ଗ୍ରହ ଅନୁକୁଳ ହୋଇ ଯାଇଅଥାନ୍ତି ।

ଯଦି ଆପଣଙ୍କର ରୋଗ ଜନିତ ସମସ୍ଯା ବା ବ୍ୟାପାର ବାଣିଜ୍ୟ ସହ ଜଡିତ ସମସ୍ଯା ବା ଅନ୍ୟ କେଉଁ ସମସ୍ଯା ରହିଛି ତେବେ ଏହି ଉପାୟ କୁ ସନ୍ଧ୍ଯା ସମୟରେ ନିଶ୍ଚୟ କରନ୍ତୁ । ସନ୍ଧ୍ଯା ସମୟରେ ଏହି ଉପାୟ କରିଲେ ଏହାର ପ୍ରଭାବ ଆପଣଙ୍କୁ ବହୁତ ଜଲ୍ଦି ଦେଖିବାକୁ ମିଳିବ । ଏହି ଉପାୟ କୁ ଆପଣ ଘରର ପୂଜା ଘରେ ବା ହନୁମାନ ମନ୍ଦିର କୁ ଆଜି କରି ପାରିବେ । ଏଥିପାଇଁ ଆପଣଙ୍କୁ ଅଟା ରେ ତିଆରି ଗୋଟେ ଦୀପ କରିବାକୁ ହେବ । ଏହା ପରେ ୧୧ଟି ବଳିତା ମଧ୍ୟ ତିଆରି କରିବାକୁ ହେବ ।

ଏହି ଦୀପରେ ଆପଣ ଘିଅ ମଧ୍ୟ ବ୍ୟବହାର କରି ପାରିବେ । ତା ପରେ ଧୂପକାଠି ଜଳାଇ ହନୁମାନ ଙ୍କ ମନ୍ଦିର ରେ ବା ପୂଜା ଘରେ ହନୁମାନ ଙ୍କ ମୂର୍ତ୍ତି ଆଗରେ ରଖି ଦେଇ ଧ୍ୟାନ କରନ୍ତୁ । ତା ପରେ ଆପଣ ଗୋଟିଏ ଥର ହନୁମାନ ଚାଳିଶା ପାଠ କରନ୍ତୁ । ଏହା ପରେ ତମ୍ବା ପାତ୍ର ନେଇ ଜଳ ପୂର୍ଣ୍ଣ କରନ୍ତୁ ଓ ସେଥିରେ ଗଙ୍ଗା ଜଳ, ଚିନୀ ମିଶାନ୍ତୁ । ଏହା ପରେ ପ୍ରଭୁ ହନୁମାନ ଙ୍କ ସ୍ମରଣ କରି ଜୟ ବରଜରଙ୍ଗବାଲି ମନ୍ତ୍ର କହି ଚଲାନ୍ତୁ ।

ଏହା ପରେ ଓସ୍ତ ଗଛ ମୂଳକୁ ଯାଇ ସେଠାରେ ଦୀପ, ଧୂପ ଲଗାଇ ସେହି ଓସ୍ତ ଗଛ ମୂଳରେ ସେହି ଜଳକୁ ଢାଳି ଦିଅନ୍ତୁ । ତ ପରେ ଆପଣ ଦୁଇ ହାତ ଯୋଡି ମନରେ ଯାହା ବି ଇଚ୍ଛା ରହିଛି ତାହା କୁହନ୍ତୁ । ତା ପରେ ଚୁପଚାପ ନିଜ ଘରକୁ ଚାଲି ଆସନ୍ତୁ । ଏହି ଉପାୟ କରିବା ଦ୍ଵାରା ହନୁମାନ ଆପଣଙ୍କର ସବୁ ପୁରା କରି ଦେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *