ରିୟାଙ୍କ Main ହିରୋ Amlan, Babushan ଓ Arindam କାହିଁକି ଆସିଲେନି ତାଙ୍କ ବାହାଘରକୁ ?

ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରି ର ଚୂଲବୁଲି ନାୟିକା ରିୟା ଦେ ମ୍ୟାରେଜ ହେଉ କି ରିପ୍ସେସନ ପାର୍ଟି ରେ ଆପଣ ମାନେ ସବୁ ଓଡିଆ ହିରୋ ଓ ହିରୋଇନ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସେ ସୁନୀଲ କୁମାର ଦଳେଇ ଙ୍କୁ ବିବାହ କରିଛନ୍ତି ଆଉ ଦୁହିଙ୍କ ବିବାହ ବେଶ ଧୂମ ଧାମ ରେ ଶେଷ ହୋଇଛି । ଦୁହେଁ ନିଜ ମ୍ୟାରେଜ ରେ ଖୁବ ସାରା ଏଞ୍ଜୋଏ ଆଉ ମସ୍ତି କରିବାର ନଜର ଆସିଥିଲେ ।

ତେବେ ଅଭିନେତା ସ୍ଵରାଜ, ସନ୍ଦିପ, ଶ୍ରୀତମ, ସିଦ୍ଧାନ୍ତ ମହାପାତ୍ର ଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ପୁନାମ, ଗୁଣାଗୁଣା, ଅନୁ ଚୌଧୁରୀ, ଉଶ୍ଵସୀ ମିଶ୍ର, ଅପରାଜିତା ମହାନ୍ତି ଭଳି ବରିଷ୍ଠ କଳାକାର ମାନେ ଉପସ୍ଥିତ ଥିଲେ ରିୟା ଙ୍କ ରିପ୍ସେସନ ପାର୍ଟି ରେ । ହେଲେ ଟିଭି ପରଦା ରେ ରିୟା ଅଧିକ ନଜର ଆସନ୍ତି ୩ ହିରୋ ଙ୍କ ସହ । ସେହି ୩ ଜଣ ହିରୋ ହେଉଛନ୍ତି ଅଭିନେତା ବାବୁସାନ, ଅମ୍ଳାନ ଓ ଅରିନ୍ଦମ ଙ୍କ ସହ । କିନ୍ତୁ ରିୟା ଙ୍କ ବାହାଘର ହେଉ କି ରିପ୍ସେସନ ପାର୍ଟି ଏହି ୩ ଜଣ ହିରୋଇ ଙ୍କୁ ଦେଖିବାକୁ ମିଳି ନାହି ।

ଯାହାକୁ ନେଇ ଏବେ ଫ୍ୟାନ୍ସ ମାନେ ବାରମ୍ବାର ପ୍ରଶ୍ନ ପଚାରୁ ଛନ୍ତି । କଣ ହୋଇଛି କି ଅଭିନେତା ଅମ୍ଳାନ, ବାବୁସାନ ଓ ଅରିନ୍ଦମ ରିୟା ଙ୍କ ବାହାଘର କୁ ଆସି ନାହାନ୍ତି । କଣ ରହିଛି ଏହା ପଛର କାରଣ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଫିଲ୍ମ “ଗୋଲାପି ଗୋଲାପି, ତୁ ମୋ ଦେହର ଛାଇ, ପାଗଳ କରିଛୁ ତୁ, କଲେଜ ଟାଇମ” ରେ ଅଭିନେତା ଅମ୍ଳାନ ଓ ରିୟା ଙ୍କ ଯୋଡି କୁ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ ।

ଠିକ ସେହିପରି “କଳକୀ, କ୍ରୀମିନାଲ, ତୋର ଦିନକୁ ମୋର ଦିନେ” ଭଳି ଫିଲ୍ମ ରେ ରିୟା ଓ ଅରିନ୍ଦମ ଙ୍କ ଯୋଡି କୁ ଦର୍ଶକ ମାନେ ବେଶ ପସନ୍ଦ କରିଥିଲେ । ସେହିପରି “ପ୍ରେମ ଅଢେଇ ଅକ୍ଷର, ଇଡିଏଟ, ତୁ ଯେ ସେଇ’ ଭଳି ସୁପର ହିଟ ଫିଲ୍ମରେ ଅଭିନେତା ବାବୁସାନ ଙ୍କ ସହ ରୋୟା ଙ୍କ ଯୋଡି ବେଶ ଜମି ଥିଲା । ଯାହାକୁ ଦର୍ଶକ ମାନେ ଭଲ ପାଇଅବା ଦେଇଥିଲେ ।

ଏହି ୩ ଜଣ ହିରୋ ଓଲିଉଡ ଇଣ୍ଡଷ୍ଟ୍ରି ର ଆଗ ଧାଡିର କଳାକାର ହୋଇଥିବା ବେଳେ ରିୟା ଙ୍କ ବାହାଘର କି ରିପ୍ସେସନ ପାର୍ଟି ରେ କାହିଁକି ଆସି ନ ଥିଲେ ଏବେ ଅନେକ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି । କଣ ରିୟା ତାଙ୍କ ମ୍ୟାରେଜ ରେ ଏହି ୩ ଜଣ ହିରୋ ଙ୍କୁ ଡାକି ନ ଥିଲେ କିମ୍ବା ଡାକିବା ପରେ ମଧ୍ୟ ସେମାନଙ୍କ ବାହାଘରକୁ ଆସି ନ ଥିଲେ ତାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଉଠୁଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *