ସ୍କୁଲକୁ ପିଲା କ-ଣ୍ଡୋ-ମ ନେଉଛି, ବାପା ମା’ ଏ ସବୁ ବିଷୟରେ… ଦେଖନ୍ତୁ Liza ଙ୍କ ଖାସ୍ ଟିପ୍ପଣୀ

ବନ୍ଧୁଗଣ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭା-ଇ-ରା-ଲ ହୋଇଛି ଯେଉଁଥିରେ ପାଠ ପଡୁଥିବା ପିଲାଙ୍କ ବ୍ୟଗାରୁ କ-ଣ୍ଡ-ମ, ସି-ଗା-ରେ-ଟ ଜବତ ହୋଇଛି । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ଭଏସ ଆର୍ଟିଷ୍ଟ ଶୋଭାଗିନୀ ସାହୁ ଗଣମାଧ୍ୟମ କୁ ଏକ ବଡ ବୟାନ ଦେଇଛନ୍ତି । ସୌଭାଗିନୀ ଯାହା ସବୁ କହିଛନ୍ତି ତାହା ଶୁଣିଲେ ଆପଣ ମାନେ ଚକିତ ହେବେ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୌଭାଗିନୀ ଗଣମାଧ୍ୟମ ଆଗରେ ବୟାନ ଦେଇ କହିଛନ୍ତି “ସେ ସ୍କୁଲରୁ ପିଲା ମାନଙ୍କ ବ୍ୟାଗରୁ ତ-ମ୍ବା-କୁ ବାହାରିଲା କ-ଣ୍ଡ-ମ ବାହାରିଲା ଏହାକୁ ବାପା ମାଆ ମାନେ ଧରିଛନ୍ତି କି । ଏଠି ଭୁଲ କାହାର ରହୁଛି ? ଯଦି ଘରେ ବାପା ମାଆ ସବୁବେଳେ ନିଜ ଛୁଆଙ୍କ ବ୍ୟାଗ ଚେକ କରିଥାନ୍ତେ ଛୁଆର ଆକ୍ଟିଭିଟି ଉପରେ ନଜର ରଖିଥାନ୍ତେ ତା ହେଲେ ଆଜି ଏ ପରିସ୍ଥିତି ହୋଇ ନ ଥାନ୍ତା । ବର୍ତ୍ତମାନ ଓଡିଶାରେ ଏକ କୁନି ପିଲାର ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ।

ସେ କୁନି ଛୁଆଟି ତା ଶିକ୍ଷୟତ୍ରୀକୁ ଯେଉଁ ଭଳି ଗା-ଳି ଦେଉଛି କେଉଁଠି ସିଖୁଛି ଏ ଜିନିଷ ଏ ଭାଷା ସେ କେଉଁଠୁ ସିଖୁଛି । ଆମ ବାପା ମାଆ ଆମକୁ ଡରେଇଲେ ବାଡେଇଲେ ଏହା ଦ୍ଵାରା ସେ ପିଲା ଡରି ଡରି ଚୁପ ହେଇଯାଏ ସେ କିଛି କହେନି । ଆଉ ଗୋଟେ ହେଉଛି ବର୍ତ୍ତମାନ ସମୟରେ ସ୍କୁଲ ମାନଙ୍କରେ କାଉନ୍ସିଲର ରଖାଯାଉଛି ଗୋଟେ ପିଲାକୁ କାଉନ୍ସିଲର ପାଖକୁ କାହିଁକି ନିଆ ଯାଉଛି । କାଉନ୍ସିଲର ଆଉ ବାପା ମାଆଙ୍କ ମଧ୍ୟରେ କାହିଁକି ତଫାତ ଅଛି । ଏହାର କାରଣ ହେଉଛି କାଉନ୍ସିଲର ପାଖରେ ଛୁଆଟି ମନ ଖୋଲି କଥା ହେଇ ପାରୁଛି ।

କାରଣ ତାକୁ କାଉନ୍ସିଲର କିଛି କହିବନି ସେ ଓଲଟା ତାକୁ ସପୋର୍ଟ କରିବ । କିନ୍ତୁ ବାପା ମାଆଙ୍କ ଠାରୁ ସେ ତାହା ପାଇ ପାରୁ ନାହିଁ । ବୋଧ ହୁଏ ସେଥିପାଇଁ ପିଲା ମାନେ ଖରାପ ଦିଗ ଆଡକୁ ଗତି କରୁଛନ୍ତି । ବର୍ତ୍ତମାନ ବାପା-ମା ପିଲାଙ୍କ ପଛରେ ଗୋଡାଉଛନ୍ତି କିନ୍ତୁ ପିଲାମାନେ ମୋବାଇଲ ଧରି କବାଟ ଦେଇ ବସୁଛନ୍ତି । ଅଭିଭାବକ ହେଉଛନ୍ତି ପ୍ରଥମେ ଦାୟୀ ପିଲାଙ୍କ ଖରାପ ହେବା ପଛରେ । ଯେଉଁଠି ପିଲା ଓ ଅଭିଭାବକ ମଧ୍ୟରେ ଋଜେକସନ ଆସିଯାଏ ସେଠାରେ ସେମାନଙ୍କ ମଧ୍ୟରେ ଗ୍ୟାପ ଆସିଯାଏ ।

ଆଉ ଯଦି ଆମେ କହିବା ଆମ ପିଲା ଖରାପ ତେବେ ଯେଉଁ ସ୍କୁଲରେ ପିଲା ମାନେ ପଢୁଛନ୍ତି ସେଠାରେ ଅନ୍ୟ ପିଲା ଉଭି ଦେଖିବାକୁ ଗଲେ ସିଗାରେଟ ପିଇଲେ । ତେବେ ସେହି ପିଲାକୁ ଇଚ୍ଛା ହେବେ ସେମିତି କରିବାକୁ । ମୋତେ ସେଇ ପିଲାଙ୍କ ଭଳି ହେବାର ଅଛି କାରଣ ବାପା-ମା ଙ୍କ ଠାରୁ ତାକୁ ଅବଜେସନ ମିଳୁଛି” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *