ଜୀବଜନ୍ତୁଙ୍କର ଏପରି ହରକତ ଦେଖି ଆପଣ ମଧ୍ୟ ଭୟରେ ଥରି ଉଠିବେ, ଦେଖନ୍ତୁ Video

ଆମ ଦେଶରେ ଅନେକ ପ୍ରକାର ଜୀବଜନ୍ତୁ ଦେଖିବାକୁ ମିଳିଥାଏ । ତେବେ ବୈଜ୍ଞାନିକ ମାନେ ଅନେକ ପ୍ରାକାର ଜୀବଜନ୍ତୁ ଉପରେ ରିସର୍ଚ କରିଛନ୍ତି । କିନ୍ତୁ ଏହା ସତ୍ବେ ମଧ୍ୟ କିଛି ଜୀବଜନ୍ତୁ ମାନେ ଏମିତି ଅନୋଖା କାମ କରି ଯାଉଛନ୍ତି ଯାହାର କଳ୍ପନା କେହି କେବେ କରି ନାହାନ୍ତି । ଏ ଦୁନିଆରେ ଜୀବଜନ୍ତୁ ମାନଙ୍କର ଏତେ ପ୍ରକାରର ପ୍ରଜାତି ରହିଛି ଯାହା ବିଷୟରେ ଜାଣିବାକୁ ବୈଜ୍ଞାନିକ ମାନଙ୍କଉ ହଜାର ହଜାର ବର୍ଷ ସମୟ ଲାଗୁଛି ।

ଆଜି ଆମେ ଆପଣ ମାନାଙ୍କ ପାଇଁ ଜୀବଜନ୍ତୁ ମାନଙ୍କର ଏମିତି କିଛି ଆଶ୍ଚର୍ଯ୍ୟ କରିବା ଭଳି ଦୃଶ୍ୟ ନେଇ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ସହଜରେ ବିଶ୍ଵାସ କରିବେ ନାହିଁ । ଆମ ଦେଶରେ ବିଭିନ୍ନ ପ୍ରକାରର ସାପ ଦେଖିବାକୁ ମିଳିଥାଏ । କିଛି ସାପ ଗୁଡିକର ବିଷ ଏତେ ଭ୍ୟାୟଙ୍କର ଥାଏ ଯେ ଲୋଙ୍କର ମୃ-ତ୍ୟୁ ହୋଇଯାଏ । ତେଣୁ ସାପ ସହ ପଙ୍ଗା ନେବା ଉଚିତ ନୁହେଁ । କିନ୍ତୁ ଏ ଦୁନିଆରେ ଏମିତି କିଛି ବୋ ଲୋକ ଅଛନ୍ତି ଯେଉଁ ମାନେ ମଜା ନେବା ପାଇଁ ସାପକୁ ମଧ୍ୟ ଛାଡନ୍ତି ନାହି ।

ପ୍ରଥମ ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ ସ୍ନେକ ହାଉସ ରେ ଏହି ବ୍ୟକ୍ତି ଜଣକ ଭୟଙ୍କର ସାପ କୁ କେମିତି ହାତ ରେ ଧରି ତାକୁ ହଇରାଣ କରୁଛନ୍ତି । ସାପ ଟି ଅନେକ ସମୟ ଧରି ଏହି ବ୍ୟକ୍ତିଙ୍କର ଏପରି ହରକତ କୁ ବରଦାସ୍ତ କରିବା ପରେ ରାଗି ଯାଇ ବ୍ୟକ୍ତିକୁ ଚୋଟ ମାରିଛି ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସେହି ବ୍ୟକ୍ତି ଜଣକ ସାପ ଧରିବାର କାଇଦା ଜାଣିଥିଲେ ।

କିନ୍ତୁ ଯେତେବେଳେ ସାପ ଅଧିକ ରାଗିଗଲା ସେହି ସମୟରେ ସାପ ବ୍ୟକ୍ତି ଜଣଙ୍କୁ ଗୋଲ ଗୋଲ କରି ଗୁଡାଇ ଦେଇଛି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ସେହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ଆସି ସେହି ବ୍ୟକ୍ତିଙ୍କୁ ସାପ କବଳରୁ ଉଦ୍ଧାର କରିଲେ । ତେବେ ଏହିଭଳି ସାପ ସହ ମଜା କରିବା ବହୁତ ଭାରି ପଡିଥାଏ ।

ଅନ୍ୟ ଏକ ଭିଡିଓ ରେ ବାଘ ଓ ବତକ ଭିତରେ ଫାଇଟ ଚାଲିଛି । ବାଘ ଟି ବତକ କୁ ଶିକାର କରିବା ପାଇଁ ପାଣି ଭିତରକୁ ଜମ୍ପ କରିଥିଲା । ଏହା ପରେ ବtକ ଟି ଏତେ ଚାଲାକ ଥିଲା ଯେ ବାଘ କୁ ବୋକା ବାନାଇବା ପାଇଁ ପାଣି ଭିତରକୁ ଡେଇଁ ପଡିବାକୁ ବାଧ୍ୟ କରିଦେଲା । ଏହା ପରେ ଅନେକ ସମୟ ଧରି ବାଘକୁ ପାଣି ଭିତରେ ଏପଟ ସେପଟ କରି ବତକ ହଇରାଣ କରିଲା ।

ଏହା ପରେ ବାଘଟି ରାଗି ଯାଇ ବତକ ର ଶିକାର ନ କରିପାରିବାରୁ ପାଣି ଭିତରୂ ବାହାରକୁ ଚାଲି ଯାଇଥିଲା । ତେଣୁ କେବେ କାହାକୁ କେବେ ଚୋଟ ମାନେ କରିବା ଅନୁଚିତ । ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *