ରୋଗର ହେଲା ଅନ୍ତ, ଆଜି ରାତି ଠାରୁ ଏହି ରାଶି ଲୋକଙ୍କ ଜୀବନର ସବୁ କଷ୍ଟ ଦୂର କରିବେ ବଜରଙ୍ଗବଲି

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ହନୁମାନ ଭଗବାନଙ୍କୁ ସଙ୍କଟ ମୋଚନ କୁହା ଯାଇଥାଏ କାହିଁକିନା ସେ ନିଜ ଭକ୍ତ ମାନଙ୍କ ମନ କଥା ପଢୀ ପାରନ୍ତି ଆଉ ସେ ମନରୁ ଭକ୍ତି କରୁଥିବା ଲୋକଙ୍କ ଉପରେ ନିଜ କୃପା ନିଶ୍ଚିନ୍ତ ବର୍ଷାଇ ଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ହନୁମାନ ଚାଳିଶାରେ ଗୋଟେ ପଂକ୍ତି ଅଛି ଯେଉଁଥିରେ କୁହା ଯାଇଛି “ନାସେ ରୋ-ଗ ହରେ ସବ ପିରା ଜପତ ନିରନ୍ତର ହନୁମତ ବୀରା” । ଏହି ପଂକ୍ତି ଅର୍ଥ ଭଗବାନ ହନୁମାନ ନିଜ ଭକ୍ତ ମାନଙ୍କୁ ରୋ-ଗରୁ ମୁକ୍ତ କରନ୍ତି ବୋଲି କୁହା ଯାଇଛି । ତେବେ ଆସନ୍ତା ସମୟ କିଛି ରାଶିଙ୍କ ପାଇଁ ବହୁତ ଭଲ ହବାକୁ ଯାଉଛି ଯଦି ଆପଣ ମଧ୍ୟ ଭଗବାନ ହନୁମାନଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ହନୁମାନ ମନ୍ଦିର ଯାଇ ହନୁମାନ ଚାଳିଶା ଜାପ କରନ୍ତୁ ।

ତୁଳା ରାଶି :

ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି । ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର ବିଚ଼ାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ । ଆସନ୍ତା ସମୟ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି ।

ସିଂହ ରାଶି :

ସ୍ଵାସ୍ଥ୍ୟ ଭଲ ରହିବ । ରୋ-ଗୀ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ସୁଧାର ହେବାରୁ ଆଶ୍ୱସ୍ତି ମିଳିବ । କାର୍ଯ୍ୟରେ ସଫଳତା ଏବଂ ଯଶ ମିଳିବ । ଅଫିସରେ ସହକର୍ମୀଗଣ ସହାୟକ ହେବେ ଏବଂ ବ୍ୟାପାର ଧନ୍ଦାରେ ପ୍ରତିଦ୍ୱନ୍ଦ୍ୱୀ ଏବଂ ବିରୋଧିମାନଙ୍କଠାରୁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି ।

ମେଷ ରାଶି :

ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆସନ୍ତା ସମୟ ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆସନ୍ତା ସମୟ ଆପଣଙ୍କ ଉପରେ ଗୂଢ଼ ରହସ୍ୟ ବାଦ ଏବଂ ଆଧ୍ୟାତ୍ମିକତାର ରଙ୍ଗ ଚଢ଼ିବ । ଏଥିପାଇଁ ଏହି ବିଷୟରେ ଗଭୀର ଭାବେ ନିୟୋଜିତ ହେବାକୁ ପ୍ରୟାସ କରିବେ ।

କନ୍ୟା ରାଶି :

ଆସନ୍ତା ସମୟ ଆପଣ ପରିବାରର କୌଣସି ସମସ୍ୟା ସମାଧାନ କରିବାକୁ ଚ଼େଷ୍ଟା କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ପରିବାରରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବାରୁ ଆପଣଙ୍କ ମନ ମଧ୍ୟ ପ୍ରସନ୍ନ ରହିବ ।

ବିଛା ରାଶି :

ନ କହିବାର ଗୁଣ – ଏହି ଉକ୍ତିର ଯଥାର୍ଥତାକୁ ବୁଝି ଆପଣ ଯଦି ବାଣୀ ଉପରେ ନିୟନ୍ତ୍ରଣ ରଖିବେ ତେବେ ବହୁତ ଅନର୍ଥ ହେବାରୁ ବଞ୍ଚିତ ହେବେ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବାର ଆବଶ୍ୟକତା ଅଛି । ବିଦ୍ୟାର୍ଥିମାନଙ୍କ ପାଇଁପାଠପଢ଼ାରେ ପରିଶ୍ରମ କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *