ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ, ପୁରୁଣାରୁ ପୁରୁଣା ଥଣ୍ଡା, କାଶ, କଫ ଥରକରେ ଭଲ ହୋଇଯିବ

ଥଣ୍ଡା କାସ ବହୁତ ସାମାନ୍ୟ ରୋଗ ଥିଲା ଯାହା ହେଲେ କାହାକୁ କିଛି ଚିନ୍ତା ରହୁ ନଥିଲା କିନ୍ତୁ ବର୍ତମାନ ସମୟରେ ଥଣ୍ଡା କାସ ବହୁତ ବଡ ସମସ୍ୟା ପାଲଟି ଯାଇଛି ଏହାର ମୁଖ୍ୟ କାରଣ କରୋନା ଅଟେ, କରୋନା ଲକ୍ଷଣ ଥଣ୍ଡା କାଶର ହୋଇଥାଏ ଯାହା ପରେ ଲୋକ ଥଣ୍ଡା କାଶକୁ ଡରିବା ଆରମ୍ଭ କଲେ ।

ତେବେ ଯଦି ଆଜିକା ସମୟରେ କାହାକୁ ଥଣ୍ଡା କାସ ବା ଜର ହେଉଛି ତେବେ ସେହି ବ୍ୟକ୍ତି ନିଜକୁ ବଞ୍ଚାଇବା ପାଇଁ ଆଉ ନିଜ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ଡକ୍ଟର ପାଖକୁ ଯାଉଛନ୍ତି କିନ୍ତୁ ସମସ୍ତେ ଡରିକି ଡକ୍ଟର ପାଖକୁ ଯାଉ ନାହାନ୍ତି । ତେବେ ଆମ ଆୟୁରଦେବରେ ସାମାନ୍ୟ ଥଣ୍ଡା କାସ ପାଇଁ ବହୁତ ଗୁଡେ ଉପଚାର କୁହା ଯାଇଛି ଯେଉନଥିରୁ ଗୋଟେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଉ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ମଧ୍ୟ ହବ ।

ଆଜିକା ସମୟରେ ଆୟୁର୍ବେଦିକ ଜିନିଷ ବ୍ୟବହାର କରିବା ସବୁଠାରୁ ସୁରକ୍ଷିତ ଅଟେ କାହିଁକିନା ଇଂରାଜୀ ଔଷଧ ଆମ ଶାରିଆର ଗୋଟେ ରୋଗ ଭଲ କଲେ ଆଉ କେତେକ ରୋଗ ଆମକୁ ଦେଇଥାନ୍ତି କାହିଁକିନା ଏହାର ବହୁତ ସାଇଡ ଇଫେକ୍ଟ ରହିଥାଏ କିନ୍ତୁ ଆୟୁର୍ବେଦିକ ଉପଚାରରେ ଏମିତି ନଥାଏ ଏହାର ସାଇଡ ଇଫେକ୍ଟ ହୋଇନଥାଏ ।

ତେବେ ଆସନ୍ତୁ ଜାଣିବା ଆପଣଙ୍କୁ ଦୁଇ ଗ୍ଳାସ ପାଣି ଗରମ କରିବାକୁ ହବ ସେଥିରେ ଆପଣ ଅଧା ଚାମଚ ସୁଣ୍ଠି ପାଉଡର ପକାନ୍ତୁ ଏହା ପରେ ସେଥିରେ ନିଜ ଘର ବଟା ହଳଦୀ ପକାନ୍ତୁ ଏହା ପରେ ଗୋଟେ ଚାମଚ ଜୁଆଣୀ ଆଉ କିଛି ରସୁଣ ଛେଚିକି ସେଥିରେ ପକାନ୍ତୁ ଏହାକୁ ଲୋ ଫ୍ଲେମରେ ଫୁଟିବା ପାଇଁ ଛାଡି ଦିଅନ୍ତୁ ଆଉ ଯେତେବେଳେ ଦୁଇ ଗ୍ଳାସ ପାଣି ଅଧ ଗ୍ଳାସ ରହି ଜୀବ ସେତେବେଳେ ଗ୍ୟାସ ବନ୍ଦ କରି ଦିଅନ୍ତୁ ଏହି ମିଶ୍ରଣକୁ ଆପଣ ଫୁଙ୍କି ଫୁଙ୍କି ଗରମ ଗରମ ସେବନ କରନ୍ତୁ ।

ମନେ ରଖିବେ ଏହି ମିଶ୍ରଣ ଆପଣଙ୍କୁ ସକାଳେ ଖାଲି ପେଟରେ କରିବାକୁ ହବ ଆଉ ଏହି ମିଶ୍ରଣ ସେବନ କରିବା ପରେ ଆପଣଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ସେବନ କରିବାର ନାହିଁ । ଏହା ଛଡା ଆଉ ଗୋଟେ ଘରୋଇ ଉପଚାର ଅଛି ଯାହା ଆପଣଙ୍କ ଥଣ୍ଡା କାଶରେ ସାହାଯ୍ୟ କରି ପାରେ ଆପଣଙ୍କୁ ଦୁଇ ଚାମଚ ଅଦା ରସ ନବାର ଅଛି ଏବେ ଏଥିରେ ଦୁଇ ଚାମଚ ତୁଲସୀ ପତ୍ର ରସ ମିଶାନ୍ତୁ ।

ଏବେ ଏଥିରେ ମିଶିରି ଗୁଣ କରି ଗୋଟେ ଚାମଚ ପକାନ୍ତୁ ଏବେ ଏହି ୪ଟି ଜିନିଷ ମିଶାଇ ଭଲ ଭାବରେ ସେବନ କରନ୍ତୁ ତେବେ ଛୋଟ ଛୁଆଙ୍କୁ କମ ମାତ୍ରାରେ ସେବନ କରିବା ପାଇଁ ଦିଅନ୍ତୁ ଆଉ ବଡ ମାନଙ୍କ ପାଇଁ ଏହି ମାତ୍ରା ଉଚିତ ହୋଇଥାଏ । ଏହାକୁ ସେବନ କରିବା ପାଇଁ ଆପଣଙ୍କୁ କିଛି ସମୟ ଆବଶ୍ୟକ ନାହିନ ଆପଣ କେବେ ବି କରି ପାରିବେ । ତେବେ ଏହି ଦୁଇ ଉପାୟ ଦ୍ଵାରା ଆପଣଙ୍କ ଥଣ୍ଡା କାସ ବହୁତ ବିଏଚଏଲ ହୋଇଯିବ ଆଉ ଦ୍ଵିତୀୟ ଥର ଆସିବ ନାହିଁ ତେବେ ଟ୍ରାଇ କରନ୍ତୁ ।

Leave a Reply

Your email address will not be published. Required fields are marked *