ଜୀବନରେ ଆପଣ କେବେ ଧୋଖା ଖାଇବେ ନାହିଁ, ଯଦି ଜାଣିଯିବେ ଏହି କଥା- Chanakya Niti

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆପଣ ବହୁତ କିଛି ଶୁଣିବାକୁ ପାଇଥିବେ ତେବେ ଆଚାର୍ଯ୍ୟ ଚାଣକ୍ୟ ଏମିତି ଜଣେ ନୀତିକାର ଥିଲେ ଯିଏ ମଣିଷକୁ ଜୀବନର ସତ୍ୟ ଦେଖେଇବା ପାଇଁ ଗୋଟେ ଗ୍ରନ୍ଥ ଲେଖିଥିଲେ ।

ଯାହା ନାମ ଅଟେ ଚାଣକ୍ୟ ନୀତି ଏହି ବହିରେ ଚାଣକ୍ୟ ନିଜ ସବୁ ନୀତି ବିଷୟରେ ବର୍ଣନା କରିଥିଲେ । ତେବେ ଯେଉଁ ବ୍ୟକ୍ତି ଏହାକୁ ମାନି ନିଜ ଜୀବନରେ ଏହାକୁ ପାଳନ କରିଥାଏ ସେହି ବ୍ୟକ୍ତି ଜୀବନରେ ବହୁତ ଜାଗାରେ ଧୋଖା ଖାଇବାରୁ ଆଉ ଜୀବନ ସୁଖମୟ ବଞ୍ଚିବାକୁ ପାଇଥାଏ । ଆଜିକା ସମୟରେ ମଣିଷକୁ ଚିହ୍ନିବା ବହୁତ କଷ୍ଟ କିଏ କେଉ ଭଳି କଥା କହି ନିଜ କାମ କରାଇ ନେବେ ତାହା ଆପଣ ମଧ୍ୟ ଜାଣି ପାରିବେ ନାହିଁ । ତେବେ ଆସନ୍ତୁ କେମିତି ଜାଣିବା ଉଚିତ ଲୋକଙ୍କୁ ।

ଚାଣକ୍ୟ କହିଛନ୍ତି ଯେ ଯେଉଁ ମଣିଷ ସିଂହ ଭଳି ନିଜ କାମ ଧ୍ୟାନ ସହ କରିଥାଏ ତାକୁ ଜୀବନରେ ଅସଫଳତା ମିୟଳି ନଥାଏ, ଯେଉଁ ବ୍ୟକ୍ତି କମ କାମ କଲେ ମଧ୍ୟ ନିଜ କାମ ପ୍ରତି ପ୍ରେମ ଭାବନା ରଖିଥାଏ ସେହି ଭଳି ବ୍ୟକ୍ତି ଜୀବନରେ ବହୁତ କିଛି ତାଙ୍କ ଭାବନା ଅନୁଯାଇ କରିଥାଏ ସେହି ବ୍ୟକ୍ତିକୁ ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ । ଏହା ଚ୍ଚଦ ଚାଣକ୍ୟ କହିଛନ୍ତି ଯେ ମଣିଷକୁ କାଉ ଭଳି ସଜାଗ ରହିବା ଉଚିତ ଆଉ କାହା ଉପରେ ବି ଭରସା କରିବା ତା ପ୍ରତି କ୍ଷତିକାରକ ବୋଲି ଜାଣିବା ଉଚିତ ହୋଇଥାଏ ।

ଯଦି ଆପଣ ମଧ୍ୟ କାଉ ଭଳି ରହିବେ ତେବେ ଜୀବନରେ କେହି ଆପଣଙ୍କୁ କେବେ ଧୋକା ଦେଇ ପାରିବେ ନାହିଁ । କଣ ଆପଣ ଜାଣିଛନ୍ତି ଯେଉଁ ମଣିଷ ଏକ ନିଷ୍ଠା ସହ ନିଜ ଲକ୍ଷ ଉପରେ ଧ୍ୟାନ ରଖିଥାଏ ଠିକ ବାଗ ଭଳି ସେହି ଲୋକ ନିଜ ଜୀବନରେ କିଛି ବଡ ସଫଳତା ପ୍ରାପ୍ତ କରିଥାନ୍ତି ଆଉ ଜୀବନରେ ଆଗକୁ ବଢି ପାରନ୍ତି । ଏହା ଛଡା ଯେଉଁ ବ୍ୟକ୍ତି କୁକୁର ଭଳି ବଫାଦାର ଆଉ ଅନ୍ୟ ମାନଙ୍କୁ ହିନ ନଭାବୀ କାମ କରିଥାଏ ସେହି ଗୁଣ କୁକୁର ଠାରୁ ଶିଖିବା ଉଚିତ ହୋଇଥାଏ ।

ଯେମିତି ମାଟି ଖୋଲିଲେ ପାଣି ବାହାରିଥାଏ ଠିକ ସେମିତି ଗୁରୁଙ୍କ ସେବା ବିନା ଫଳ ପାଇବା ଅନୁଚିତ ହୋଇଥାଏ ତେବେ ସମସ୍ତେ ଆପଣଙ୍କ ଠାରୁ ସବୁ କିଛି ବାନ୍ତି ପାରିବେ କିନ୍ତୁ ଆପଣଙ୍କ ଜ୍ଞାନ କେହି ନେଇ ପାରିବେ ନାହିଁ ଆପଣ ଜୀବନରେ ଯେତେ ଆଗକୁ ବଢିଲେ ମଧ୍ୟ ଆପଣଙ୍କ ମନ ପଛକୁ ଆସିଥାଏ ସେଥିପାଇଁ ଗୁରୁଙ୍କ ଅପମାନ କେବେ କରନ୍ତୁ ନହିଁ ।

ଯେଉଁ ବ୍ୟକ୍ତି ନିଜ ଆୟ ଠାରୁ ଅଧିକ ବ୍ୟୟ କରିଥାଏ ସେହି ବ୍ୟକ୍ତି ର ସମ୍ମାନ ଯାଇଥାଏ ଆଉ ଆର୍ଥିକ ସମସ୍ୟା ସବୁବେଳେ ତାଙ୍କ ଘରେ ଲାଗି ରହିଥାଏ ସେଥିପାଇଁ ନିଜ ଆୟ ଠାରୁ କମ ବ୍ୟୟ କରନ୍ତୁ ଯାହା ଦ୍ଵାରା ଆପାଙ୍କ ପାଖରେ କିଛି ଧନ ସଞ୍ଚଯ ହୋଇ ରହିଥାଏ ଆଉ ଆପଣ ଜୀବନରେ କୌଣସି ଅସୁବିଧାରେ ପଡିଲେ ଆପଣଙ୍କୁ କାହା ଆଗରେ ହାତ ପତେଇବାକୁ ପଡି ନଥାଏ । ତେବେ ଆଜିକା ସମୟରେ ଲୋକ ଆପଣଙ୍କୁ ସବୁ କିଛି ଦେଇ ପାରିବେ କିନ୍ତୁ ଧନ କଥା କହିଲେ ଆପଣଙ୍କ ପାଖରେ କେହି ନଥିବେ ।

Leave a Reply

Your email address will not be published. Required fields are marked *