ରାସ୍ତାରେ ଫୋପାଡି ଦେଉଥିଲେ ରୋଗୀଙ୍କୁ, ଲୋକ ଦେଖି ପାଟି କରିବାରୁ କଲେ ଏମିତି…

ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଦେଶ ସଲାମ କରୁଛି, ବର୍ତମାନ ସ୍ଥିତିରେ ସେମାନେ ଯେମିତି କାମ କରୁଛନ୍ତି ତାହା ପାଇଁ ଆଜି ଲୋକଙ୍କ ବଞ୍ଚିବା ମ-ର-ଣ ତାଙ୍କ ହାତରେ ରହିଛି ।

କିନ୍ତୁ କଣ ସବୁ ସ୍ୱାସ୍ଥ୍ୟ କର୍ମୀ ନିଜ କାମ ସଠିକ ଭାବରେ କରୁଛନ୍ତି, ଆଜି ଆମେ ଆପଣଙ୍କୁ ଉତ୍ତର ପ୍ରଦେଶ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମଧ୍ୟ କହିବେ ଯେ ଏମିତି ବି ହୋଇପାରେ । ଏହି ଘଟଣା ଦେଖି ଆପଣଙ୍କ ଅନ୍ତର ଆତ୍ମା କାନ୍ଦି ପକାଇବ, ସବ ସହ ଏହି ଭଳି ବ୍ୟବହାର ଯାହା ମଣିଷ ସମଜାକୁ ଲଜିତ କରି ଦେଉଛି । ତାହା ଛଡା ଜୀବିତ ରୋ-ଗୀ ମାନଙ୍କ ସହ ମଧ୍ୟ ଏଭଳି କରା ଯାଉଛି ଯାହା ଆପଣଙ୍କ ହୃଦୟ ଥରାଇ ଦବ ।

ତେବେ ଆସନ୍ତୁ ବିସ୍ତାର ସହ ଜାଣିବା କଣ ହେଲା ଯାହା ଦ୍ଵାରା ମାନବ ସମାଜ ମୁଣ୍ଡ ଆଜି ତଳକୁ ହେଇ ଯାଇଛି ଆଉ କିଛି ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଅସଲ ଚେହେରା ସାମନାକୁ ଆସିଛି । ଉତ୍ତର ପ୍ରଦେଶ ସିଦ୍ଧାର୍ଥ ନଗରରେ ଗୋଟେ ବ୍ଲଡ ବ୍ୟାଙ୍କ ଆମ୍ବୁଲେନ୍ସ କର୍ମଚାରୀ ଜଣେ ରୋ-ଗୀଙ୍କୁ ଷ୍ଟେସନ ପାଖରେ ଫିଙ୍ଗି ଦେଇ ଖସିକି ପଳେଇବାକୁ ବସିଥିଲେ କିନ୍ତୁ ଆଖ ପାଖ ଲୋକ ଏହି ଦୃଶ୍ୟ ଦେଖି ଧାଇଁ ଆସିଥିଲେ । କ-ରୋ-ନା ଭ-ୟରେ କେହି କର୍ମଚାରୀ ମାନଙ୍କ ପାଖକୁ ଗଲେ ନାହିଁ କିନ୍ତୁ ଗାଳି କରିବାରୁ କର୍ମଚାରୀ ମାନେ ରୋ-ଗୀକୁ ଉଠାଇ ଆଉ ଥରେ ବ୍ୟାନରେ ରଖିଲେ ।

ତେବେ ସ୍ଥାନୀୟ ଲୋକ ଏହାକୁ ମୋବାଇଲରେ ରେକର୍ଡ କରିଥିଲେ ଯାହା ବର୍ତମାନ ଭାଇରାଲ ହବାକୁ ଲାଗିଛି । ରୋ-ଗୀଙ୍କ ସହ ଏହି ଭଳି ବ୍ୟବହାର ଦେଖି ସ୍ଥାନୀୟ ଲୋକଙ୍କ ରକ୍ତ ଗରମ ହୋଇ ଯାଇଥିଲା, କ-ରୋ-ନା ପାଇଁ ରୋ-ଗୀ ମାନଙ୍କ ସମ୍ପର୍କୀୟ ଲୋକଙ୍କୁ ତାଙ୍କ ସହ ଦେଖା କରିବା ମନା କିନ୍ତୁ ଯେଉଁ କର୍ମଚାରୀ ରୋ-ଗୀ ପାଖରେ ରହୁଛନ୍ତି ଯଦି ସେ ରୋ-ଗୀ ସହ ଏହି ଭଳି ବ୍ୟବହାର କରନ୍ତି ତେବେ କଣ ହବ । ଏହି ଭଳି ଚିତ୍ରାକୁ ନେଇ ବର୍ତମାନ ତରକ ବି ଆରମ୍ଭ ହୋଇଯାଇଛି, ଏକ ତ ରୋ-ଗୀଙ୍କୁ ହସ୍ପିଟଲରେ ଦେଖା କରାଇ ଦଉ ନାହାନ୍ତି ।

ତା ପରେ ଜିଅନ୍ତା ରୋ-ଗୀଙ୍କ ସୈହ ଏହି ଭଳି ବ୍ୟବହାର ଆଉ ତା ପରେ ମୃ-ତ୍ୟୁ ପରେ ସବ ମଧ୍ୟ ଦେଉ ନାହାନ୍ତି, ଏହି ଭଳି ଦୃଶ୍ୟ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଚିହ୍ନ ଦେଉଛି । ଏହି ଦୃଶ୍ୟ ଦେଖି ଲୋକଙ୍କ ମନରେ ଗୋଟେ ଡର କଣ ଆମ ସହ ଏହା ହବନି ତ ? ସମସ୍ତେ ଏହା ଭାବିବା ପାଇଁ ବର୍ତମାନ ବାଧ୍ୟ ହେଉଛନ୍ତି । ସାଦର ଥାନା ମାଲଗୋଦାମ ଏହି ଭିଡିଓ ନିଆ ଭଳି ଭାଇରାଲ ହବାକୁ ଲାଗିଛି, କେତେ ସାହସ ଏହି ଏମ୍ବୁଳାଂଶ କର୍ମୀ ମାନଙ୍କର ଦେଖନ୍ତୁ ଜିଅନ୍ତା ଲୋକଙ୍କୁ ପୋକ ମାଛି ଭଳି ଯେଉଁଠି ଶେଉନଥି ନେଇ ଫିଙ୍ଗି ଚାଲିଯିବାକୁ ବସିଥିଲେ ।

ଜିଲ୍ଲା ଅଧିକାରୀଙ୍କ କହିବା ଅନୁଯାଇ ହସ୍ପିଟଲ ଆଗରେ ଏହି ମହିଳା ଜଣକ ସବୁବେଳେ ବସି ରହୁଥିଲେ ଯାହା ପରେ ଦିନେ ଏମ୍ବୁଳାଂଶ କର୍ମୀ ମାନେ ମହିଳାଙ୍କୁ ଏମ୍ବୁଳାଂଶରେ ଭର୍ତି କରି ଷ୍ଟେସନ ପାଖରେ ଫିଙ୍ଗି ଆସୁଥିଲା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡାରେ ପଡିଥିଲେ ତେବେ ଆପଣ କୁହନ୍ତୁ ମାନସିକ ରୋ-ଗୀ କିଏ ଫିଙ୍ଗା ହେଉଥିବା ମହିଳା ଜଣକ ନା ଏମ୍ବୁଳାଂଶ କର୍ମୀ ମାନେ ମଣିଷ ପଣିଆ ଆଉ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *