ଦୁନିଆର କିଛି ଏଭଳି ଲୋକ ଯାହାକୁ ଦେଖି ଆପଣ ନିଜ ଆଖି ଉପରେ ବିଶ୍ଵାସ କରିପାରିବେନି, ଦେଖନ୍ତୁ ଭିଡିଓ

ଆଜିକା ସମୟରେ ଲୋକ ମାନେ ପ୍ରସିଦ୍ଧ ହବା ପାଇଁ କେତେ କଣ କରୁଛନ୍ତି ଆଉ ଏହାର ମୁଖ୍ୟ କାରଣ ଆକର୍ଷଣ ହୋଇଥାଏ ।

କିଏ ଅବା ଚାହିଁବ ନାହିଁ ଯେ ସମସ୍ତେ ତାଙ୍କ ବିଷୟରେ ଜାଣନ୍ତୁ କିନ୍ତୁ କିଛି ଲୋକ ଅଛନ୍ତି ଯିଏ ଜନ୍ମରୁ ଏମିତି ଅଛନ୍ତି ଯେ ବଡ ହେଲା ପରେ ତାଙ୍କ ନା ଗିନିଜ ୱୋର୍ଲ୍ଡ ରେକର୍ଡରେ ଲେଖା ହୋଇଛି । ତେବେ ଏହି ଲୋକ ମାନେ ଆଗ ନିଜେ ସାମାନ୍ୟ ଲୋକଙ୍କ ଠାରୁ ଅଲଗା ହବାରୁ ବହୁତ ସଂଘର୍ଷ କରିଛନ୍ତି କିନ୍ତୁ ଯେତେବେଳେ ସେ ଇଜ ଡିସେବିଲିଟି ସହ ବଞ୍ଚିବା ଶିଖି ଗଲେ ସେତେବେଳେ ତାଙ୍କୁ ନା ଆଉ ସୁଖ ସବୁ ମିଳି ଗଲା । ତେବେ ଆଜୀବ୍ୟ ବହୁତ ଲୋକ ନିଜକୁ ସମସ୍ତଙ୍କ ଠାରୁ ଅଲଗା ଭାବି ଦୁଃଖୀ ହୁଅନ୍ତି ତେବେ ଦୁଃଖ କରନ୍ତୁ ନାହିଁ ଏହା ବହୁତ ଖୁସି ଖବର ଅଟେ ।

୧. ସୁଲତାନ କୁଜିନ :

ମଣିଷ ଲମ୍ବା ହେଲେ ଅତି ବେସୀରେ କେତେ ହୋଇ ପାରିବ ୬ ଫୁଟ ନଚେତ ୭ ଫୁଟ କିନ୍ତୁ ସୁଲତାନ କୁଜିନ ନାମକ ବ୍ୟକ୍ତି ୨.୫୧ ମିଟର ପାଖା ପାଖି ୮ ଫୁଟ ଠାରୁ ଅଧିକ ଲମ୍ବା ଅଛନ୍ତି ତେବେ କେବଳ ୧୦ ବର୍ଷ ବୟସରେ ତାଙ୍କ ମୁଣ୍ଡରେ କିଛି ମେଡିକାଲ ପ୍ରୋବଲେମ ହୋଇଥିଲା ଯାହା ପରେ ତାଙ୍କ ହାଇଟ ବଢିବା ଆରମ୍ଭ ହେଲା ଆଉ ଏତେ ବଢି ଗଲା ଯେ ତାଙ୍କୁ ବାଡି ସାହାଯ୍ୟରେ ଠିଆ ହବାକୁ ପଡୁଛି । ତେବେ ବର୍ତମାନ ପର୍ଯ୍ୟନ୍ତ ଜୀବିତ ବ୍ୟକ୍ତି ମାନଙ୍କ ଭିତରେ ସୁଲତାନ କୁଜିନ ସବୁଠାରୁ ଲମ୍ବା ମଣିଷ ଅଟନ୍ତି, ତାଙ୍କ ନାମ ଗିନିଜ ୱୋର୍ଲ୍ଡ ରେକର୍ଡରେ ଲେରଖା ହୋଇଛି ।

୨. ଭେଲେରିଆ ଲଉକାନୋଭା :

ଆପଣ ମାନେ ସମସ୍ତେ ବାର୍ବୀ ଡଲ ଦେଖିବାକୁ ପାଇଥିବେ, ତେବେ କଣ୍ଢେଇ ଭଳିଆ ହବାକୁ ସବୁ ଝିଅଙ୍କ ଇଛା କାହିଁକିନା କଣ୍ଢେଇ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ଯେ ଭେଲେରିଆ ଲଉକା ନୋଭା ନାମକ ଜଣେ ଝିଅ ଦେଖିବାକୁ କଣ୍ଢେଇ ଭଳି ଅଛନ୍ତି ତାଙ୍କୁ ଠିଆ କଲେ ଆପଣ ଜାଣି ପାରିବେ ନାହିଁ ଯେ ମହମ କଣ୍ଢେଇ ଠିଆ ହୋଇଛି ବା ସତ ଶତିକା ଝିଅ । ତାଙ୍କ ବଡି ଫିଗର ସବୁ କିଛି କଣ୍ଢେଇ ଭଳିଆ ଅଛି ।

୩. ଜ୍ଯୋତି ଆମ୍ଗେ :

ଆପଣ ମାନେ ଆମ ଭାରତ ଜ୍ଯୋତି ଆମ୍ଗେଙ୍କ ବିଷୟରେ ଶୁଣିବାକୁ ପାଇଥିବେ ତାଙ୍କ ହାଇଟ ୨.୦୬ ଫିଟ ଅଛି । ଗିନିଜ ୱୋର୍ଲ୍ଡ ରେକର୍ଡରେ ତାଙ୍କ ନା ସବୁଠାରୁ ଛୋଟ ମଣିଷ ହେବାରୁ ଲେଖା ହୋଇଛି, ସେ ନିଜ ହାଇଟ କମ ସମସ୍ୟାକୁ କେବେ ଖରାପ ଭାବିଲେ ନାହିଁ ଆଉ ଖୁସି ରହିବାକୁ ଚେଷ୍ଟା କଲେ ଆଉ ଆଜି ସେ ଜଣେ ଷ୍ଟାର ଅଛନ୍ତି ତାଙ୍କୁ ଫିଲ୍ମରେ କାମ ମିଳି ଯାଇଛି ।

୪. ଅରୁନ ରେକବର :

ଅରୁନ ରେକବର ଆମ ଭାରତ ଲୋକ ଅଟନ୍ତି, ତାଙ୍କ ଲୋକ ମେଗନେଟ ମେନ ନାରେ ଜାଣିଛନ୍ତି କାହିଁକିନା ତାଙ୍କ ବଡିରେ ଏମିତି କିଛି ଅଛି ଯାହା ଦ୍ଵାରା ସେ ବହୁତ ଗମ୍ଭୀର ଲୁହା ଜିନିଷ ନିଜ ଶରୀରରେ ଚିପକାଇ ରଖି ପାରିବେ ।

Leave a Reply

Your email address will not be published. Required fields are marked *