ଟଙ୍କା ଗଣି ଗଣି ଥକିଯିବେ ଆପଣ, ୧୦୦ ବର୍ଷ ପରେ ଆଜିଠୁ ଏହି ୬ଟି ରାଶି ହେବେ କୋଟିପତି- Jyotisha Shastra

ଆସନ୍ତା ସମୟ ବହୁତ ଶୁଭ ହବାକୁ ଯାଉଛି ମାତା ଲକ୍ଷ୍ମୀ ନିଜ ଭକ୍ତ ମାନଙ୍କୁ ଦେଖା କରିବା ପାଇଁ ଆଉ ତାଙ୍କ ଉପରେ ନିଜ କୃପା ଦ୍ରୁଷ୍ଟି ପକାଇବା ପାଇଁ ଭକ୍ତ ମାନଙ୍କ ଘରକୁ ଆସିବେ ବୋଲି କୁହା ଯାଉଛି ।

ତେବେ କିଛି ରାଶି ଲୋକଙ୍କ ଜୀବନ ସବୁ ଦିନ ପାଇଁ ପରିବର୍ତନ ହବାକୁ ଯାଉଛି ଆପଣ ନିଜ ଜୀବନରେ ବହୁତ କିଛି ହାସଲ କରିବେ । ତେବେ ଗ୍ରହ ମାନଙ୍କ ଦଶା ଏହି ସମୟରେ ବହୁତ ଭଲ ରହିବାକୁ ଯାଉଛି ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ସ୍ଥିତି ଉଚ୍ଛକ ରହିବ ଆଉ ସୁକର ଆଉ ଗୁରୁ ଗ୍ରହ ଭଲ ସ୍ଥିତିରେ ରହିବେ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ପରିବର୍ତନ ବହୁତ ବଡ ହବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଜାତକ ମାନଙ୍କ ଜୀବନ ସବୁ ଦିନ ପାଇଁ ବଦଳିବାକୁ ଯାଉଛି ।

ଆସନ୍ତା ସମୟ ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ। ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ। ଏବେ ଆପଣଙ୍କର ପ୍ରସ୍ତୁତ ହେବାର ମସୟ ଆସିଛି । ଆସନ୍ତା ସମୟ ଆପଣ ଜୀବନର ସବୁଠାରୁ କଷ୍ଟ କ୍ଷେତ୍ରକୁ ବାଛିବେ , ଆସନ୍ତା ସମୟ ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ ।

ଆସନ୍ତା ସମୟ ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ । ଯଦିଓ ତାହା ଅର୍ଥ ସମ୍ବଦ୍ଧୀୟ ହୋଇଥାଏ, ଘର କିମ୍ବା କାର୍ଯ୍ୟ ସମ୍ବଦ୍ଧୀୟ ହୋଇଥାଏ ଏବଂ ତାହା ଉପରେ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ । ଆସନ୍ତା ସମୟ ନୂଆ କାର୍ଯ୍ୟ ହାତକୁ ନେବା ହିତକର ନୁହେଁ। ଉଚ୍ଚ ପଦାଧିକାରିମାନଙ୍କ କୃପାଦୃଷ୍ଟି ରହିବ, ଏହାଫଳରେ ପ୍ରମୋଶନ ହେବାର ସୁଯୋଗ ମିଳିବ। ଆସନ୍ତା ସମୟ ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ ।

ବାହରର ଖାଦ୍ୟ ଖାଆନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ମୌନ ବ୍ରତ ଅଧିକ ଭଲ ପ୍ରମାଣିତ ହେବ। ଧନ ଖର୍ଚ୍ଚ ହୋଇପାରେ। କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ। ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆସନ୍ତା ସମୟ ଚିନ୍ତିତ ରହିବେ|ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ।

କଫ, ଶ୍ୱାସ କିମ୍ବା ପେଟର ଯନ୍ତ୍ରଣାରେ ଅସୁବିଧା ହୋଇପାରେ। କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଶତ୍ରୁ ଆପଣଙ୍କ କ୍ଷତି କରିପାରନ୍ତି, ଏହାର ଧ୍ୟାନ ରଖିବେ| ଆସନ୍ତା ସମୟ ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ । ତେବେ ଯେଉଁ ରାଶିଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିଲୁ ତାଙ୍କ ନାମ ହେଉଛି ମେଷ ରାଶି, ମିଥୁନ ରାଶି, ତୁଳା ରାଶି, ମକର ରାଶି ଧନୁ ରାଶି, ବିଛା ରାଶି ଓ କନ୍ୟା ରାଶି ।

Leave a Reply

Your email address will not be published. Required fields are marked *