ସୋମବାର 17 ମେ 2021- ମହାଦେବଙ୍କ କୃପାରୁ ଆଜି ଏହି 2 ଟି ରାଶିଙ୍କୁ ମିଳିବ ସବୁ ସଙ୍କଟରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କୁ ଆପଣଙ୍କର ସବୁ କାର୍ଯ୍ୟରେ ଭଲ ଲାଭ ହେବ । ମହିଳାମାନେ ତାଙ୍କ ଭବିଷ୍ୟତକୁ ନେଇକି କିଛି ପ୍ଳାନ କରିବେ । ଯେଉଁ ମହିଳା ବ୍ୟାପାର ଆରମ୍ଭ କରିବାକୁ ଚାହୁଁ ଛନ୍ତି ତାଙ୍କୁ ଏବେ ଟିକେ ରହି ଯିବା ଉଚିତ । ଆଜି ଆପଣ କୌଣସି ନୂଆ ପ୍ରୋଜେକ୍ଟରେ ଭାଗୀଦାର ବନିବେ । ଆଉ ସେଠାରୁ ଆପଣଙ୍କୁ ନୂଆ ଉପଲବ୍ଧି ପ୍ରାପ୍ତ ହେବ । ବିରୋଧୀ ଆପଣଙ୍କ ଗତିବିଧି ଉପରେ ନଜର ରଖିବେ ।

ବୃଷ :- କୌଣସି ପୁରୁଣା ପ୍ରୋଜେକ୍ଟ ବା କାମକୁ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆଜି ସାଙ୍ଗ ମାନଙ୍କ ସହିତ ହସଖୁସିରେ ଦିନ କଟିବ । କାର୍ଯ୍ୟ ମାମଲାରେ କରାଯାଇଥିବା ମିଟିଂର ପରିଣାମ ଆପଣଙ୍କ ପାଖରେ ହେବ । ଆୟ ସ୍ରୋତରେ ବୃଦ୍ଧି ହେବ । କୌଣସି ସଂସ୍ଥା ଦ୍ଵାରା ସଂମାନିତ ହେବାର ସମ୍ଭାବନା ରହିଛି । କୌଣସି ମିତ୍ରଙ୍କ ସହଯୋଗ ଦ୍ଵାରା ବ୍ଯବସାୟିକ ବିସ୍ତାର ସମ୍ଭବ ଅଟେ ।

ମିଥୁନ :- ମନମୁଖୀ କାମ କ୍ଷତି ହୋଇପାରେ । କାର୍ଯ୍ୟ ସ୍ଥଳରେ ବ୍ୟବସ୍ଥା ବନାଇ ରଖିବା ପାଇଁ ଶକ୍ତ ହେବେ । ବିଜନେସରେ ଦାୟିତ୍ଵ ହୀନତା ବା ବ୍ୟସ୍ତ ହୋଇ କରନ୍ତୁ ନହିଁ । ଭାବିଥିବା କାମ ପୁରା ହେବା ପାଇଁ ଟିକେ ସମୟ ଲାଗିବ । କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ । ପାରିବାରିକ, ନିଜ ଦାଂପତ୍ଯ ଜୀବନ, ବ୍ୟବସାୟ, ସାର୍ବଜନୀକ ଜୀବନ ଦ୍ଵାରା ଜଡିତ ସମ୍ପର୍କରେ ପ୍ରଗତି ହେବ ।

କର୍କଟ :- ପାରିବାରିକ ମାହୋଲ ସୁଖମୟ ରହିବ । ଲକ୍ଷ ପ୍ରାପ୍ତି ପାଇଁ କାହା ସହିତ ଶିଫାରିଶ କରିବାକୁ ପଡିପାରେ । ବାହାନ ଧୀରେ ଧୀରେ ଚଳାଇବା ଆବଶ୍ୟକ । ଏହା ସହିତ ଅନାବଶ୍ୟକ କାର୍ଯ୍ୟ ପାଇଁ ବାହାରକୁ ବାହାରନ୍ତୁ ନହିଁ । ଆପଣଙ୍କ ଅଲଗା ରହିବା ନିକଟ ସମ୍ପର୍କୀୟଙ୍କୁ କ୍ରୋଧିତ କରିବ । ଆଖପାଖ ଲୋକଙ୍କୁ କୌଣସି କାମ ପାଇଁ ଆପଣଙ୍କ ଆବଶ୍ୟକତା ପଡିପାରେ ।

ସିଂହ :- ଆଜି ଏମିତି ଲୋକଙ୍କ ସହିତ ମିଶାନ୍ତୁ ନହିଁ ଯିଏ ଆପଣଙ୍କ ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇବେ । ନିଜ ଭାବନା ଉପରେ କଣ୍ଟ୍ରୋଲ ରଖିବେତ ବହୁତ ଲାଭ ହେବ । କୌଣସି ନୂଆ ମହିଳା ମିତ୍ରଙ୍କ ସହିତ କିଛି ଅଧିକ କଥା ବାର୍ତା ହୋଇବେ । ସମୟରେ କାମ ପୁରା ହେବ ଆଜି ଆପଣ ବହୁତ ଭାବନାଶୀଳ ରହିବେ, ଆପଣକ ସ୍ଵାଭିମାନ ଭଙ୍ଗ ହୋଇପାରେ ।

କନ୍ୟା :- ଆପଣଙ୍କ ପାରିବାରିକ ମାହୋଲ ଖୁସି ରହିବ ଓ ସ୍ତ୍ରୀ ସହିତ ଦିନ ବହୁତ ଭଲରେ କଟିବ । ବ୍ୟପରକୁ ବଢାଇବା ପାଇଁ କିଛି ନୂଆ ପ୍ଳାନ ବନାଇବେ, ଯାହା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ବହୁତ ଦିନରୁ ଚାଲୁଥିବା ସମସ୍ଯା ଆଜି ସମାଧାନ ହେବ । ଆପଣଙ୍କୁ ମାନସିକ ଚିନ୍ତାର  କମ୍ପଲେନ ଆସିପାରେ । କାର୍ଯ୍ୟରେ ମିଟରଙ୍କ ସଜେସନ ଫାଇଦା ପ୍ରମାଣିତ ହେବ ।

ତୁଳା :- ଆର୍ଥିକ ଅବସ୍ଥାରେ ସୁଧାର ଆସିପାରେ । ସନ୍ତାନଙ୍କ ତରଫରୁ ଶୁଭ ସନ୍ଦେଶର ପ୍ରାପ୍ତି ହୋଇବ । କର୍ମକୁ ପ୍ରାଧାନ୍ଯ ଦେଇ କାର୍ଯ୍ୟ ପୁରା କରିବାକୁ ହେବ, ଶେଠୀ ପାଇଁ ନିରାସ ହୁଅନ୍ତୁ ନହିଁ । କାର୍ଯ୍ୟର ପ୍ଲାନିଂ କରି ପୂର୍ଣ  କରିବା ଠିକ ରହିବ । ବିଜନେସ କରୁଥିବା ଲୋକଙ୍କ ପାଇଁ ଦିନ ଶୁଭ ଅଟେ, କୌଣସି ପୁରୁଣା ଡିଲ ପୁରା ହୋଇପାରେ ଚାକିରି କ୍ଷେତ୍ରରେ ଅଧିକାରୀ ବର୍ଗ  ଆପଣଙ୍କ ଉପରେ ଖୁସି ରହିବେ ।

ବିଛା :- ଆଜି ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଆଶୀର୍ବାଦର ବର୍ଷା କରିବେ ଓ ମନ ଶାନ୍ତି ରହିବ । ବହୁତ ଦିନରୁ ଚାଲୁଥିବା ମାନସିକ ଅସୁବିଧା ଶେଷ ହେବ । କୌଣସି ନୂଆ ଜାଗାକୁ ଯିବାର ଯୋଗ ରହିଛି । ଆପଣଙ୍କର ସବୁ ଅସୁବିଧା ସବୁ ଦୂର ହୋଇଯିବ । ବିଜନେସ କରୁଥିବା ଲୋକଙ୍କୁ ଯେତେ କାମ ମିଳୁଛି ସେତେ ସ୍ଵୀକାର କରିବା ବହୁତ ଭଲ ଅଟେ । ମନରେ ବାସନାତ୍ମକ ବିଚାର ଆସିପାରେ ।

ଧନୁ :- ଆଜି ଆପଣଙ୍କ ଦିନ ଶାନ୍ତି ଭରା ରହିବ । ମନୋରଞ୍ଜନ ବା ଜ୍ଞାନ ଅର୍ଜନ କ୍ଷେତ୍ରରେ ସମୟ ବ୍ଯତୀତ ହେବ । ଆପଣ ଭାବିଥିବା କାମ ବହୁତ ସହଜରେ ପୁରା ହେବ । ପାରିବାରିକ ସମ୍ପର୍କ ଭିତରେ ଆପଣ ସାମଜସ୍ୟ ବନାଇବାରେ ସଫଳ ହେବେ । ଆଜି ଗୋଟେ ସାଇଟ ପ୍ରେମ ଆପଣଙ୍କ ପାଇଁ ବହୁତ ଖରାପ ପ୍ରମାଣିତ ହେବ । ସଡକରେ ଧ୍ୟାନ ରାଖୀ ଗାଡି ଚଲାନ୍ତୁ ।

ମକର :- ମନବାଞ୍ଚିତ ଫଳ ନମିଳିବାରୁ ଖୁସିରେ କମୀ ଆସିବ । ଯୁବା ମାନଙ୍କ ଭିତରେ ବିଭିନ୍ନ ପ୍ରକରର ପ୍ରତିଭା ଦେଖା ଦେବ । ଯାହାକୁ ନେଇକି କାରିୟରରେ ଚୁଜ କରିବାରେ ଭ୍ରମର ସ୍ଥିତି ବନି ପାରେ । ଆଜି ମାନସିକ ଅବସାଦର ଶିକାର ହୋଇପାରନ୍ତି, ଶେଥି ପାଇଁ ବେସୀ ଭାବନ୍ତୁ ନହିଁ । ଜୀବନସାଥି କଥା ଉପରେ ଗମ୍ଭୀରତାର ସହିତ ଧ୍ୟାନ ଦିଅନ୍ତୁ ।

କୁମ୍ଭ :- ନିଜ କାମ କାର୍ଯ୍ୟ ସହିତ ଜଡିତ କୌଣସି ନୂଆ ପ୍ଳାନ ବନାଇବେ । ଆଜି ଆପଣ ଯେତେ କର୍ମ କରିବେ ସେହି ଅନୁପାତରେ ଲାଭ ମିଳିବାର ସମ୍ଭାବନା ଆସିବ । ନିଜ ଭାବନା ସକାରାତ୍ମକ ରଖନ୍ତୁ, ବିଶ୍ଵସନୀୟ ବ୍ୟକ୍ତିଙ୍କ ସହଯୋଗ ମିଳିବ । ଯାହା ଦ୍ଵାରା ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଅନ୍ୟକୁ ବୁଝିବା ପାଇଁ ସମୟ ବହୁତ ଭଲ ରହିଛି । ପରିବାରରେ ଶାନ୍ତିର ମାହୋଲ ରହିବ ।

ମୀନ :- ଆଜି କୌଣସି ଭଲ ଖବର ମିଳିପାରେ । ଖୁସିରେ କାର୍ଯ୍ୟ କରିବା ଦ୍ଵାରା ଲାଭ ହେବ । ପଇସା କମାଇବା ଚେଷ୍ଟାରେ ସଫଳତା ମିଳିବ । ଏକ୍ସଟ୍ରା କାମରେ କାହାର ସାହାର୍ଯ୍ୟ ମିଳିବ । ଆଜି ଜୀବନ ସାଥି ଠାରୁ ସହଯୋଗ ତଥା ଲାଭର ସମ୍ଭାବନା ବନୁଛି । ପୁରୁଣା କିଛି ମାମଲାରେ ସମସ୍ୟାର ସମାଧାନ ହୋଇବ । ଅନ୍ୟର ଭାବନାକୁ ବୁଝିବାକୁ ଚେଷ୍ଟା କର ।

Leave a Reply

Your email address will not be published. Required fields are marked *