ଏହି ଅଭିନେତ୍ରୀଙ୍କ କାରଣରୁ ଫିଲ୍ମରେ Kissing ସିନ୍ ଦିଅନ୍ତି ନାହିଁ Salman Khan

ସୁପର ଷ୍ଟାର ବଲିଉଡର ସେହି ବ୍ୟକ୍ତିତ୍ବ ଅଟନ୍ତି ସେ ବହୁତ ଲୋକଙ୍କ ଭାଗ୍ୟ ବବଳାଇ  ଛନ୍ତି । ସଲମାନ ବଲିଉଡରୁ ନେଇ ରୋମାଣ୍ଟିକ ଭାଲୁ ସବୁ ଫିଲ୍ମରେ କାମ କରିଛନ୍ତି ।

ଏହା ସମସ୍ତେ ଜାଣିଛନ୍ତି ସଲମାନ ଖାନ ତାଙ୍କ କୌଣସିବି ଫିଲ୍ମରେ ଲୀପ କିସ୍ କରିନଥାନ୍ତି । କଣ ଆପଣ କେବେ ଭବିଚନ୍ତି ସେ ତାଙ୍କ ଫିଲ୍ମରେ ଲୀପ ଲକ ଭଳି ସିନ କାହିଁକି ଦେଇ ନାହାନ୍ତି ।  ତାଙ୍କ ଲୀପ କିସ ବାଲା ସିନ ନାହିଁ ଏହାର କାରଣ ଜଣେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି । ଆମେ ଯାହା କଥା ଆଲୋଚନା କରୁଛୁ ସେ ଆଉ କେହି ନୁହେଁ ଭାଗ୍ୟଶ୍ରୀ ଅଟନ୍ତି । ଭାଗ୍ୟଶ୍ରୀ ସେହି ଅଭିନେତ୍ରୀ ଅଟନ୍ତି ଯିଏ ୨୯ ଡିସେମ୍ବର ୧୯୯୮ ରେ ରିଲିଜ ହୋଇଥିବା ଫିଲ୍ମ  ମେନେ ପ୍ୟାର କିୟାରେ ସଲମାନ ଖାନଙ୍କ ସହିତ କାମ କରିଥିଲେ ।

ସଲମାନ ଓ ଭାଗ୍ୟଶ୍ରୀଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ହି-ଟ ହୋଇଥିଲା । ଏହି ଫିଲ୍ମରେ ଭାଗ୍ୟଶ୍ରୀ ଓ ସଳମାନଙ୍କୁ ଗୋଟିଏ ଲୀପ କିସର ଫିଲ୍ମ ସୁ-ଟ କରିବାର ଥିଲା । କିନ୍ତୁ ଭାଗ୍ୟଶ୍ରୀ ଏହି ସିନ କରିବାକୁ ଚାହୁଁ ନଥିଲେ । କାରଣ ସେହି ସମୟରେ ଭାଗ୍ୟଶ୍ରୀଙ୍କ ବିବାହ ହେବାର ଥିଲା । ସେଥିଲାଗି ସେ ଚାହୁଁ ନଥିଲେ ଏହି ସିନ କାରଣରୁ ତାଙ୍କ ବିବାହାରେ କୌଣସିବି ପ୍ରତିବନ୍ଧକ ନ ଆସୁ ।

ମେନେ ପ୍ୟାର କିଆ ଗୋଟେ ରୋମାଣ୍ଟିକ ଫିଲ୍ମ ଥିଲା । ଆଉ ଭାଗ୍ୟଶ୍ରୀ ମନ କରିବାରୁ ଡ଼ିରେକ୍ଟର ବହୁତ ଚିନ୍ତାରେ ପଡିଯାଇଥିଲେ । ସେବେ ସଲମାନ ଡିରେକ୍ଟରଙ୍କୁ କହିଥିଲେ ମୁ ଭାଗ୍ୟଶ୍ରୀ ଙ୍କ ସହ୍ୟ ଏମିତି ସିନ କେମିତି କରିବି । ଡିରେକ୍ଟର କହିଥିଲେ ତୁମକୁ ବୁଝାଇ ମୁଁ ଏହି ସିନ ପାଇଁ ରାଜି କରାଇ ପାରିବି କିନ୍ତୁ ଭାଗ୍ୟ ଶ୍ରୀ ଏହି ସିନ ସୁ-ଟ କରିବା ପାଇଁ ପୁରା ମନା କରିଦେଇଥିଲେ । ସେଇ ଦିନ ସଲମାନ ବୁଝି ପାରି ଥିଲେ ଜଣେ ଅଭିନେତ୍ରୀଙ୍କ କେତେ ମଜବୁରି ଥାଏ । କିନ୍ତୁ ତା ପରେ ମଧ୍ୟ ତାଙ୍କୁ ଏହିସବୁ କରିବାକୁ ପଡିଥାଏ ।

ସଲମାନ ଏହି କଥା ବିଷୟରେ କଥା ହେବ ଦ୍ଵାରା ଡିରେକ୍ଟର ଏହି ସିନ ସୁ-ଟ କରିବା ପାଇଁ ତାଙ୍କ ଭିତରେ ଗୋଟିଏ ମିରର ଲଗାଇ ଦେଇଥିଲେ । ବିନା ଓଠ ଟଚ ହୋଇ ଏହି ସିନକୁ ପୁରା କରଯାଇଥିଲା । ସେହି ସମୟରେ ହିଁ ସଲମାନ ନିସ୍ପତି ନେଇଥିଲେ ସେ କୌଣସିବି ଫିଲ୍ମରେ ଲୀପ କିସ ବାଲା ସିନ କରିବେ ନାହିଁ । ଯଦି ଭାଗ୍ୟଶ୍ରୀ ସେହି ଫିଲ୍ମ କରିବାକୁ ମାନି ଯାଇଥାନ୍ତେ ତେବେ ସଲମାନ କେବେବି ଏମିତି ନିସ୍ପତି ନେଇନଥାନ୍ତେ । ଭାଗ୍ୟଶ୍ରୀ ସେହି ଅଭିନେତ୍ରୀ ଅଟନ୍ତି ଯାହା କାରଣରୁ ସଲମାନ କୌଣସି ଫିଲ୍ମରେ ଲୀପ ଲକ କରନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *