ସଂସାରରେ କିଏ ସ୍ଵର୍ଗସୁଖ ପାଏ- Ajira Anuchinta

ଆଜିକ ସମୟରେ ଲୋକଙ୍କ ପାଖରେ ଏତେ ସମୟ ନାହିଁ ଯେ ସେ ତାଙ୍କ ମୃ-ତ୍ୟୁ କଥା ଚିନ୍ତା କରି ପାରିବେ ।

ସମସ୍ତେ ଧନ ରୋଜଗାର କରିବାରେ ଏତେ ବ୍ୟସ୍ତ ଅଛନ୍ତି ଯେ ତାଙ୍କ ପାଖରେ ନିଜ ପା-ପ ଆଉ ପୂଣ୍ୟ ବିଷୟରେ ଚିନ୍ତା କରିବା ପାଇଁ ଅଧିକ ସମୟ ରହିବ ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଆମ କର୍ମ ଅନୁଯାଇ ଆମ ଜୀବନର ସୁଖ ଆଉ ଦୁଃଖ ଡୋରୀ ଲାଗିଥାଏ, ତେବେ ମଣିଷ ଇଜ ଜୀବନରେ ଭଲ ଆଉ ପୂଣ୍ୟ କାମ କଲେ ସ୍ଵର୍ଗକୁ ଯାଇଥାଏ ଯେଉଁଠାରେ ସବୁ ପ୍ରକାର ସୁଖ ତାକୁ ମିଳିଥାଏ ବୋଲି କୁହା ଯାଇଛି ଆଉ ଯିଏ ପା-ପ କରିଥାନ୍ତି ତାଙ୍କୁ ନର୍କ ମିଳିଥାଏ ଯେଉଁଠାରେ ଅଲଗା ପ୍ରକାର ଦ-ଣ୍ଡ ଦିଆ ଯାଇଥାଏ ।

୧. ମୂର୍ଖ ଲୋକଙ୍କୁ ଶିକ୍ଷା ଦବା, ଦୁଷ୍ଟ ଲୋକଙ୍କୁ ଭରଣ ପୋଷଣ କରିବା କିମ୍ବା ଅତ୍ୟନ୍ତ ଦୁଃଖୀ ଲୋକଙ୍କ ସାହୁଇଟ ଘନିଷ୍ଠ ହେବା ଦ୍ଵାରା ବିଭିନ୍ନ ସମସ୍ୟା ଜୀବନରେ ଆସିଥାଏ ।

୨.  ମିଛ କହୁଥିବା ସ୍ଵାମୀ ବା ମିଛ କହୁଥିବା ସ୍ତ୍ରୀ ବା ଧୋକେବାଜ ସାଙ୍ଗ ବା ସର୍ପ ସହ ନିବାସ କରିବା ମରୁତ ସହ ଶୋଇବା ସହ ସମାନ ହୋଇଥାଏ, ଏହି ଭଳି ଜୀବନ ବଞ୍ଚି କିଛି ଲାଭ ନଥାଏ ।

୩. ଆସୁଥିବା ଅଜଣା ସମସ୍ୟା ପାଇଁ ସବୁ ଦିନ କିଛି ଧନ ସଞ୍ଚୟ କରିବା ଉଚିତ ଆଉ ସମୟ ଆସିଲେ ଏହାକୁ ବ୍ୟବହାର କରିବା ଉଚିତ, ମହିଳାଙ୍କ ପାଇଁ ଆପଣ ଏହାକୁ ବ୍ୟବହାର କଲେ ଉତ୍ତମ ହୋଇଥାଏ କିନ୍ତୁ ଧନ ତ୍ୟାଗ ଯେଉଁ ବ୍ୟକ୍ତି କରି ପାରିଲା ତା ଠାରୁ ଭଲ ଆଉ କେହି ହୋଇ ପାରିବେ ନାହିଁ ।

୪. ଯେଉଁ ଜାଗାରେ ସମ୍ମାନ ମ୍ଳେ ନାହିଁ, ଯେଉଁଠାରେ କିଛି ରୋଜଗାର ନଥାଏ, ଯେଉଁଠାରେ କେହି ସାଙ୍ଗ ବାସ କରନ୍ତି ନାହିଁ ସେହି ଭଳି ଜାଗାରେ ରହିବା ଅନୁଚିତ ହୋଇଥାଏ ।

୫. ଧନୀ ଲୋକଙ୍କ ଘରେ, ବେଦ ଯାଇଥିବା ବ୍ରାମହାନ ଘରେ, ପ୍ରଶାସକଙ୍କ ଘରେ ଏବଂ ନଦିତଟରେ ଗୋଟେ ଦୀୟନ ବି ବାସ କରିବା ଅନୁଚିତ ହୋଇଥାଏ ।

୬.  ବୁଦ୍ଧିମାନ ଲୋକ ସେହି ସ୍ଥାନକୁ ଯିବା ଉଚିତ ନୁହଁ ଯେଉଁଠାରେ ଲଜ୍ୟା ନଥାଏ, ଜ୍ଞାନୀ ଲୋକ ନଥାନ୍ତି, ରୋଜଗାର ନଥାଏ ଏବଂ ଦାନ ପୂଣ୍ୟ ହୁଏ ନାହିଁ ।

୭. ସ-ଙ୍କ-ଟ ସମୟରେ ସମ୍ପର୍କୀୟ ମାନଙ୍କ ପରୀକ୍ଷା ହୋଇଥାଏ, ବିପଦ ସମୟରେ ମିତ୍ରର ପରୀକ୍ଷା ହୋଇଥାଏ ଏବଂ ଅସୁବିଧା ସମୟରେ ସ୍ତ୍ରୀ କିମ୍ବା ସ୍ଵାମୀର ପରୀକ୍ଷା ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *