କଣ ଆପଣ ଜାଣିଛନ୍ତି କରୋନା ସମୟରେ କଞ୍ଚା ପିଆଜ ସେବନ କରିବା ଦ୍ଵାରା ଶରୀରରେ କଣ ହୋଇଥାଏ- ନିଶ୍ଚୟ ଦେଖନ୍ତୁ

କହିଦେଉଛୁ କି ଏହି ସଂସାରରେ କେବଳ ମନୁଷ୍ୟ ହିଁ ଖାଦ୍ୟକୁ ଗରମ କରି ସେବନ କରିଥାଏ ଓ ଏହା ହିଁ ତାହାର ଅସୁସ୍ଥ ହେବାର ମୁଖ୍ୟ କାରଣ ଅଟେ ।

କାରଣ ଖାଦ୍ୟକୁ ଗରମ କରିବା ଦ୍ଵାରା ସେଥିରେ ଥିବା ସମସ୍ତ ପୋଷାକ ତତ୍ଵ ନଷ୍ଟ ହୋଇଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଖାଦ୍ୟ ପଦାର୍ଥ ବିଷୟରେ କହିବୁ ଯାହାକୁ ଆମେ ସବୁବେଳେ ରୋଷେଇ କରି ସେବନ କରିଥାଉ ଓ ଏହାକୁ ରୋଷେଇ କରିବା ଦ୍ଵାରା ଏହାର ସମସ୍ତ ପୋଷାକ ତତ୍ଵ ନଷ୍ଟ ହୋଇଯାଏ । କିନ୍ତୁ ଯଦି ଆପଣ ଏହାକୁ କଞ୍ଚା ସେବନ କରିବେ ତେବେ ଏହା ଆପଣଙ୍କୁ ୧୦୦ ଗୁଣା ସୁସ୍ଥ ରହିବାରେ ସାହାର୍ଯ୍ୟ କରିବ ଓ ତାହା ହେଉଛି ପିଆଜ ।

ପିଆଜ ସମସ୍ତଙ୍କ ଘରେ ଖାଦ୍ୟ ସେବନ କରିବା ସମୟରେ ଓ ରୋଷେଇ କରିବା ସମୟରେ ବ୍ୟବହାର ହୋଇଥାଏ । କିନ୍ତୁ ଆୟୁର୍ବେଦ ଅନୁସାରେ ଯଦି ଆପଣ ରୋଷେଇ ନ କରି କଞ୍ଚା ପିଆଜ ସେବନ କରିବେ ତେବେ ଏହା ଦ୍ଵାରା ଆପଣ ନିଜ ଶରୀରର କିଛି ରୋଗକୁ ଅତି ଶଯରେ ଦୂର କରି ପାରିବେ ।

ଆପଣ ପିଆଜକୁ ସକାଳେ ଖାଲି ପେଟରେ କିମ୍ବା ସାଲାଡ କରି ବି ସେବନ କରି ପାରିବେ । କିନ୍ତୁ ଆପଣ ପିଆଜକୁ ଦିନରେ କେତେବେଳେ ବି ସେବନ କରି ପାରିବେ । ଯଦି ଆପଣ ସକାଳୁ ଉଠିବା ମାତ୍ରେ ହିଁ ଖାଲି ପେଟରେ କଞ୍ଚା ପିଆଜ ସେବନ କରୁଛନ୍ତି ତେବେ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ତେବେ ବର୍ତ୍ତମାନ ଚାଳନ୍ତୁ ଜାଣିବା ଏହା କେଉଁ କେଉଁ ରୋଗ ପାଇଁ ଭଲ ହୋଇଥାଏ ।

ଡାୟବିଟିଜ

ଡାୟବିଟିଜ ଭଳି ରୋଗକୁ ଯଦି ଆପଣ ମୂଳରୁ ସମାପ୍ତ କରିବାକୁ ଚାହୁଁଛନ୍ତି ତେବେ ଆପଣ ଲଗାତାର ୩ ମାସ ପର୍ଯ୍ୟନ୍ତ କଞ୍ଚା ପିଆଜର ସେବନ କରନ୍ତୁ । ସବୁଦିନ ଆପଣ ଗୋଟିଏ ଛୋଟ ପିଆଜ ସେବନ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଡାୟବିଟିଜ ପୂରାପୂରି ଭଲ ହୋଇଯିବ । ଆପଣ ଡାୟବିଟିଜ ପାଇଁ ଔଷଧ ସେବନ କରିବା ସହ କଞ୍ଚା ପିଆଜର ବି ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଲାଭ ମିଳିବ ।

କେସ ଝଡିବା

ଯଦି ଆପଣଙ୍କର କେସ ଝଡୁଛି ତେବେ ଏଥିପାଇଁ କଞ୍ଚା ପିଆଜ ନିଶ୍ଚିତ ରୂପରେ ସେବନ କରନ୍ତୁ । ଏହା ସହିତ କଞ୍ଚା ପିଆଜର ରସ କରି ଏହାକୁ ମୁଣ୍ଡରେ ଲଗାନ୍ତୁ । ଯଦି ଆପଣ ସବୁଦିନ କଞ୍ଚା ପିଆଜର ସେବନ କରୁଛନ୍ତି ତେବେ ଏକ ମାସ ପର୍ଯ୍ୟନ୍ତ ଆପଣଙ୍କର କେସ ଝଡିବା ବନ୍ଦ ହୋଇଯିବ । କିନ୍ତୁ ସପ୍ତାହକୁ ଦୁଇ ଥର କଞ୍ଚା ପିଆଜର ରସ ବାହାର କରି କେସ ମୂଳରେ ନିଶ୍ଚିତ ରୂପରେ ଲଗାନ୍ତୁ ।

କ୍ୟାନ୍ସର

କ୍ୟାନ୍ସର ବହୁତ ହିଁ ଘାତକ ରୋଗ ଅଟେ । କିନ୍ତୁ ଯଦି ଆପଣ ସବୁଦିନ କଞ୍ଚା ପିଆଜ ସେବନ କରୁଛନ୍ତି ତେବେ ଆପଣଙ୍କୁ କେବେ ବି କ୍ୟାନ୍ସର ହେବ ନାହିଁ । କହିଦେଉଛୁ କି କଞ୍ଚା ପିଆଜ ସେବନ କରିବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୁଦ୍ଧି ପାଇଥାଏ । ଯାହାକି କରୋନା ଭଳି ସମୟରେ ବହୁତ ମହତ୍ବପୂର୍ଣ କଥା ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *