ଜୀବିତ ହୋଇଗଲା ମୃତ ଶିଶୁ, ଆଶ୍ଚର୍ଯ୍ୟ ହେଲେ ବି ସତ, ଡାକ୍ତର ଯାହାକୁ କହିଲେ ମୃତ ଘରେ ପହଞ୍ଚିଲା ପରେ ସେ ହୋଇଗଲା ଜୀବିତ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ମେଡିକାଲରେ ମୃ-ତ ଶିଶୁ ଘରେ ହୋଇଗଲା ଜୀବିତ । ଏଭଳି ଖବର ଶୁଣିବାକୁ ମିଳିଛି ଯାହା ମିଛ ଲାଗୁଥିଲେ ବି ବିଲକୁଲ ସତ ଘଟଣା । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏମିତି କିଛି ଅଭିଯୋଗ ଆସୁଛି । ସ୍ଥାନୀୟ କମାର ସାହି ଅଞ୍ଚଳର ଜଣେ ମହିଳା ଗତ କାଲି ଶିଶୁ ପୁତ୍ର ଜନ୍ମ ଦେଇଥିଲେ ।

ହେଲେ ପିଲାର ମୃ-ତ୍ୟୁ ହେବା ସହ ମା ର ଅଧିକ ଚିକିତ୍ସା ପାଇଁ ଡାକ୍ତର କହିଥିଲେ । ଇନ୍ତୁ ଶିଶୁକୁ ଘରକୁ ନେଇ ଆସିବା ପରେ ସେ ବଞ୍ଚି ଥିବାର ଜାଣିଥିଲେ ପରିବାର ଲୋକେ । ଶିଶୁକୁ ତୁରନ୍ତ ମେଡିକାଲକୁ ଆଣି ଚିକିତ୍ସା କରାଇଛନ୍ତି । ଏହି ଅଭିଯୋଗକୁ ଖଣ୍ଡନ କରି ମେଡିକାଲ କର୍ତ୍ତୁପକ୍ଷ । ଦାୟିତ୍ଵ ରେ ଥିବା ଡାକ୍ତର କହିଛନ୍ତି ଶିଶୁର ମୃ-ତ୍ୟୁ କୁ ନେଇ ପରିବାର ଲୋକଙ୍କୁ କିଛି ଖବର ଦିଆଯାଇ ନାହି ।

ଡାକ୍ତର କହିଛନ୍ତି ଶିଶୁ ଟି ଗୁରତର ଥିଲା ସେଥିପାଇଁ ତାକୁ SSNC କୁ ସ୍ଥାନାନ୍ତର କରା ଯାଇଥିଲା । କିନ୍ତୁ ପିଲାକୁ ନେଇ ପଳାଇ ଯାଇଥିବାର ଅଭିଯୋଗ କରିଛନ୍ତି ମେଡିକାଲ ର ଡାକ୍ତର ମାନେ । ସୂଚନା ଅନୁଯାୟୀ ଗତ କାଲୀ ସକାଳ 7ଟା ରେ କମାର ସାହି ଅଞ୍ଚଳର ପୂର୍ଣ୍ଣା ପ୍ରଧାନଙ୍କ ର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା ଢେଙ୍କାନାଳ ଚିକିତ୍ସାଳୟ ରେ ।

ଯେବେ ଶିଶୁ ପୁତ୍ର ଟି ଜନ୍ମ ହୋଇଥିଲା ସେତେବେଳେ ତାଙ୍କ ମା ଙ୍କର ଅବସ୍ଥା ଗୁରୁତର ଥିଲା । ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ କଟକ ସ୍ଥାନାନ୍ତର କରାଗଲା । ଆଉ ତା ପରେ ଶିଶୁ ଟି ମୃ-ତ ହୋଇଥିବା କହି ଡାକ୍ତର ମାନେ ଭ୍ରମିତ କରିଥିଲେ । ଯେ ହେତୁ ମା ର ଅବସ୍ଥା ଗୁରୁତର ଥିଲା ଆଉ ତାଙ୍କୁ କଟକ ମେଡିକାଲ ନିଆ ଯାଇଥିଲା ।

ସେଥିପାଇଁ ଶିଶୁ କୁ ପରିବାର ଲୋକେ ଘରେ ଆଣି ରଖିଥିଲେ । ଆଉ ପାଖା ପାଖି 5 ଘଣ୍ଟା ପରେ ସେମାନେ ଅନୁଭବ କରିଥିଲେ କି ଶିଶୁ ପୁତ୍ର ର ନିଶ୍ଵାସ ପ୍ରଶ୍ଵାସ ଚାଲିଛି । ତା ପରେ ପରିବାର ଲୋକେ ଶିଶୁ କୁ ମେଡିକାଲ ଆଣି ଥିଲେ ଆଉ SSNC ରେ ଭର୍ତ୍ତି କରା ଯାଇଥିଲା ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯଦି ଶିଶୁ ଟି ବଞ୍ଚିଥିଲା ତେବେ ଡାକ୍ତର ମାନେ କାହିଁଙ୍କି ମିଛ କହିଲେ ଏବଂ କାହିଁକି SSNC ରେ ଭର୍ତ୍ତି କରି ନ ଥିଲେ ? କିନ୍ତୁ ଡାକ୍ତର ପ୍ରତିକ୍ରିୟା ଦେଇଥିଲେ ଯେ ଶିଶୁ ଟି ବଞ୍ଚିବା ନାହି ବୋଲି ପରିବାର ଲୋକଙ୍କୁ କହିଥିଲେ । ଯଦି ଏଭଳି ଭାବେ ପିଲା ଚୋରୀ କରାଯିବ ତେବେ ମେଡିକାଲ କର୍ତ୍ତୁପକ୍ଷ ଓ ସେଠିକାର କର୍ମଚାରୀ ମାନେ ସେଥିପାଇଁ ଦାୟୀ ହେବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *