ରୋଡ ‘ସୋ’ ବେଳେ PM Modiଙ୍କୁ ମୋବାଇଲ ମାଡ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଆମ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଦେଶର ଉନ୍ନତି ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ଯାହା ପାଇଁ ମୋଦୀ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଅନେକ ସମୟରେ ମୋଦୀ ଙ୍କୁ ନେଇ ନାନା ପ୍ରକାରର ଖବର ବାହାରି ଥାଏ ।

ଯାହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୁଏ । ତେବେ ଗତ କିଛି ସମୟ ମୋଦୀ ଙ୍କୁ ନେଇ ଏକ ଭିନ୍ନ ଧରଣର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୂର୍ବା ଖବର ବିଷୟରେ ବିସ୍ତାର ଭାବେ ।

ସୂଚନା ଅନୁଯାୟୀ ମୋଦୀ ଙ୍କ ରୋଡ ପ୍ରଦର୍ଶନ ବେଳେ ଲୋକ ମାନେ ତାଙ୍କ ଉପରକୁ ମୋବାଇଲ ପିଙ୍ଗିଲେ ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ମୋଦୀ ଙ୍କୁ ଲକ୍ଷ୍ୟ କରି ଫିଙ୍ଗିଲେ ମୋବାଇଲ । ମୋବାଇଲ ଫୋନ ଟି ମୋଦୀ ଙ୍କ ଅତି ପାଖ ଦେଇ ଯାଇ ତଳେ ପଡିଥିଲା ।

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ ମହିଶୂର ରେ । କେୟାର ସର୍କଲ ନିକଟରେ ଏହି ଘଟଣା ଘଟିଥିବା ବେଳେ ପୁରା ଭିଡିଓ କ୍ୟାମେରା ରେ କଏଦ ହୋଇଛି । ସୂଚନା ଅନୁଯାୟୀ ପୋଲିସ ତଦନ୍ତ ରୁ ଜଣା ପଡିଛି କି ମୋବାଇଲ କୁ ଜଣେ ମହିଳା ପିନ୍ଧି ଥିଲେ । ଏ ଜଣେ ବିଜେପି କର୍ମୀ ଙ୍କ ଅତ୍ୟଧିକ ଉଶ୍ଚାହ ରେ ମୋବାଇଲ କୁ ଫିଙ୍ଗି ଦେଇଥିଲେ ।

ମହିଳା ଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିଲା ବୋଲି ପୋଲିସ ଚନା ଦେଇଛି । ରୋଡ ସୋ ବେଳେ ଏସପିଜି ସୁରକ୍ଷା ବଳରେ ଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସୁରକ୍ଷା କର୍ମୀ ମୋବାଇଲ କୁ ଉକ୍ତ ମହିଳା ଙ୍କୁ ଫେରାଇ ଦେଇଥିବା ସୂଚନା ମିଳିଛି ।

ମେ 10 ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦାନ ହେବାକୁ ଥିବା ବେଳେ ଆଜି ବିଜେପି ର ନିର୍ବାଚନୀ ସାହସ କୁ ଉନ୍ମୋଚନ କରିବେ ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନେତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *