ମଦ ପିଇଲେ କଣ ଏମିତି ହୁଅନ୍ତି! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ମଦ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ । ମଦ ପିଇବା ଦ୍ଵାରା ମଣିଷ ଶରୀରର ଅନେକ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହୋଇଯାଏ । ଏମିତିକି ମଦ ପିଇବା ଦ୍ଵାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇଥାଏ । ଯାହା ଦ୍ଵାରା ମଣିଷ ର ମୃ-ତ୍ୟୁ ହୋଇଥାଏ । କିନ୍ତୁ ଆଜିର ସମୟରେ ମଦ ପିଇ ଲୋକ ମାନେ ଏମିତି କାଣ୍ଡ ଘଟାଉଛନ୍ତି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମଦ ପିଇ ଲୋକ ମାନେ ବିଚ ରାସ୍ତା ରେ କରୁଛନ୍ତି ଏମିତି କାରନାମା ଯାହାକୁ ନ ଦେଖିଲା ଲୋକ ଦେଖି କି ଅବାକ ହୋଇ ଯାଉଛି । ଗତ କିଛି ସମୟ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ହିଁ ଚର୍ଚ୍ଚା । ତେବେ ଆମେ ଆପଣଙ୍କୁ ସେହି ଖବର ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଆଉ ଡେରି ନ କରି ପୁରା ଖବର ବିଷୟରେ ବିସ୍ତାର ଭାବେ ।

ଭାଇରାଲ ହୋଇଥିବା ଭିଡିଓ ରେ ମଦ ପିଇ ଯୁବକ ଙ୍କ ଉନ୍ମତ୍ତ କାଣ୍ଡ । 25 ଫୁଟ ଉପରକୁ ଚଢି କରୁଛନ୍ତି ବ୍ୟାୟାମ । ତେବେ ଏହି ଘଟଣା ଦେଖିବାକୁ ମିଳିଛି ପାଟଣାଗଡରେ ଯେଉଁ  ଭିଜୁଆଲକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଯୁବକ ଜଣକ ଗେଟ ଉପରକୁ ଉଠି 25 ଫୁଟ ଉପରକୁ ଯାଇ ସେଠାରେ ବ୍ୟାୟମ କରୁଛନ୍ତି । ତାହା ପୁଣି ମଦ ସେବନ କରି ।

ଯୁବକ ଜଣକ ନିଶା ରେ ଏତ ଲିପ୍ତ ହୋଇଛନ୍ତି କି କଣ କରୁଛନ୍ତି ନିଜେ ବି ଜାଣିପାରୁ ନାହାନ୍ତି । ଯୁବକ ଙ୍କର ଏଭଳି କାଣ୍ଡ ଦେଖି ରାସ୍ତା ରେ ଯାଉଥିବା ଲୋକ ମାନେ ବି ଅବାକ ହୋଇ ଯାଉଛନ୍ତି । ଆଉ ସେଠାରେ ଗାଡି ଅଟକ ରଖି ଯୁବକ କରୁଥିବା ହରକତ କୁ ଦେଖୁଛନ୍ତି । ତେବେ ଯୁବକ ଜଣକ ଏ ବୟସରେ ଏମିତି ମଦ୍ୟପାନ କରି ଏମିତି ରିସ୍କ ନେବା ଭଳି କାଣ୍ଡ ଘଟାଇଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି ।

ତେବେ ଏହି ଭାଇରାଲ ଭିଡିଓ ଏବେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି । ଏହି ଭିଡିଓ କୁ ନେଇ ସମସ୍ତେ ନିଜ ନିଜର ମତ ବି ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କିଉ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *