ଯିଏ ଯେତେ ମାଗିଲେ ମଧ୍ଯ ଏହି ଗୋଟେ ଜିନିଷ କେବେ କାହାକୁ ଦିଅନ୍ତୁ ନାହିଁ- Chanakya Niti

ଚାଣକ୍ୟ ନୀତି ଏମିତି ଗୋଟେ ନୀତି ଯାହା ଦ୍ଵାରା ମଣିଷ ନିଜ ଜିବନ ସମ୍ଭାଳି ପାରିବ ଓ ନିଜ ଜୀବନକୁ ସୁଖମୟ କରିଥାଏ । ଚାଣକ୍ୟ ନୀତିରେ ବହୁତ୍ କିଛି କଥା କୁହାଯାଇଛି, ଯାହା ମଣିଷ ପାଈଁ ବହୁତ୍ ଲାଭଦାୟକ ଅଟେ । ଯେତେବେଳେ କାହାର ନିଧନ ହୋଇଥାଇ ସେତେବେଳେ ତା ବସ୍ତ୍ର ଓ ତା ଦ୍ୱାରା ବ୍ୟବହାର କରାଯାଉଥିବା ସବୁ ଜିନିଷ ଦାନ କରାଯାଇଥାଏ ବା ଜାଳି ଦିଆ ଯାଏ । ତେବେ ବଞ୍ଚିଥିବା ସମୟରେ ମଣିଷକୁ ନିଜର କେଉଁ ଜିନିଷ ଦାନ କରିବା ଉଚିତ୍ ନୁହ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ ।

୧- ଘଣ୍ଟା :

ଚାଣକ୍ୟ କହିଛନ୍ତି ଯେ କାଉନସିଲ୍ ମଣିଷକୁ ନିଜ ଘଣ୍ଟା କାହାକୁ ଦବା ଉଚିତ୍ ନୁହ । କାହିଁକିନା ଏହା ଆପଣଙ୍କ ଭଲ ଓ ଖରାପ ପରିସ୍ଥିତିରେ ଆପଣଙ୍କ ସହ ଥିଲା ଓ ଏହାକୁ ନିଜ ଠାରୁ ଦୂରେଇ ଦେଲେ ଆପଣଙ୍କ ପାଇଁ ବହୁତ୍ ନୁହ । ଯଦି ଘଣ୍ଟା ଖରାପ ହୋଇଯାଇଛି ଓ ଆପଣ ତାକୁ ଫିଙ୍ଗି ଦେଇଛନ୍ତି ତେବେ ଠିକ୍ ଅଛି କିନ୍ତୁ ନିଜ ଘଣ୍ଟା କେବେ କାହାକୁ ଦାନ କରନ୍ତୁ ନାହିଁ ଏହା କାହା ପାଇଁ ବି ବହୁତ୍ ନୁହ । ଯିଏ ଏହି ଘଣ୍ଟା ନେଇଥାଏ ଓ ବ୍ୟବହାର କରିଥାଏ ତା ଜୀବନରେ ମଧ୍ୟ ବହୁତ୍ ବଡ ଅସୁବିଧା ବା ସମସ୍ୟା ଆସିଥାଏ ।

୨- ଟଙ୍କା ବା ଧନ :

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଧନ ଆଜିକା ସମୟରେ ସବୁଠାରୁ ମଜବୁତ୍ ଜିନିଷ ଅଟେ । ଯାହା ପାଖରେ ଧନ ଅଛି ସେ ନିଜ ଇଛା ଅନୁଯାଇ କିଛି ବି କରିଥାଏ । ତେବେ ଧନ ଶତ୍ରୁତା ର ମୁଖ୍ୟ କାରଣ ବୋଲି ଶାସ୍ତ୍ରରେ ଲେଖା ହୋଇଛି ଓ ତାହା ସତ ମଧ୍ୟ ହେଉଛି ଭାଇ ଭାଇରେ ଝଗଡା ଏହି ଧନ ପାଇଁ ହଉଛି । ସବୁ ପ୍ରକାର ଦୁଃଖ ର କାରଣ ଏହି ଧନ ଅଟେ ଓ ଯାହା ପାଖରେ ଧନ ନାହିଁ ସେ ବହୁତ୍ ଦୁଃଖୀ ବ୍ୟକ୍ତି ଅଟନ୍ତି ।

୩- ନିର୍ବନ୍ଧ ମୁଦି :

ବହୁତ୍ ଏମିତି ଲୋକ ଅଛନ୍ତି ଯାହାକୁ ନିଜ ନିର୍ବନ୍ଧ ମୁଦି ପସନ୍ଦ ଆସିନଥାଏ ଓ ସେ ତାକୁ ନିଜ ସମ୍ପର୍କୀୟ ବା ଭାଇ କାହାକୁ ଦେଇ ଦିଅନ୍ତି କିନ୍ତୁ ଏହା ଉଚିତ୍ ନୁହ ଏହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ୍ ବଡ ବଡ ସମସ୍ୟା ଆସିଥାଏ ଯାହା ସମାଧାନ ଆପଣଙ୍କୁ ମିଳିବ ନାହିଁ ।

୪- ପେନ ବା ପେନ୍ସିଲ୍ :

ପେନ ବା ପେନ୍ସିଲ କାହାକୁ ନା ଦିଅନ୍ତୁ ନା କାହାକୁ ମାଗନ୍ତୁ । ଏହା ଆପଣଙ୍କ ପାଈଁ ଉଚିତ୍ ନୁହ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *