ଜୁଆଣୀ ର ଚମତ୍କାରୀ ଲାଭ- Acharya Balkrishna

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଶରୀର ସ୍ୱାସ୍ଥ୍ୟ ଦୁନିଆରେ ସବୁଠାରୁ ମହତ୍ଵପୂର୍ଣ ଅଟେ । ବହୁତ ମହାନ ବ୍ୟକ୍ତି କହିଥିଲେ ଜୀବନରେ ସ୍ୱାସ୍ଥ୍ୟଥିଲେ ସବୁ କିଛି ଅଛି କିନ୍ତୁ ଯିଏ ସ୍ୱାସ୍ଥ୍ୟ ଜାଗାରେ ଧନ ବାଛିଥାଏ ସେହି ଭଳି ଲୋକ କୌଣସି ଭଲ ମନ୍ଦ ବା ଧନ ଉପଭୋଗ ମଧ୍ୟ କରି ପାରନ୍ତି ନାହିଁ ।

ତେବେ ଯଦି ଆପପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ତେବେ ଆପଣ ନିଜ ଜୀବନରେ ବହୁତ କିଛି କରି ପାରନ୍ତି କିନ୍ତୁ ଯଦି ସ୍ୱାସ୍ଥ୍ୟ ଖରାପ ଅଛି ତେବେ ଆପଣ କିଛି କରି ପାରିବେ ନାହିଁ ନା କୌଣସି ଜିନିଷ ଉପଭୋଗ କରି ପାରିବେ । ଆଜି ଆମେ ଆପଣଙ୍କୁ ଶରୀର ପାଇଁ ରାମବାଣ ଜିନିଷ ଜୁଆଣୀ ବିଷୟରେ କିଛି କହିବାକୁ ଯାଉଛୁ ।

Image Courtesy: Google

ଜୁଆଣୀ ଏମିତି ଗୋଟେ ଜିନିଷ ଯାହା ସ୍ୱାସ୍ଥ୍ୟ ପାଇଁ ସବୁ ରୂପରେ ଲାଭକାରୀ ଅଟେ । ଆପଣ ଚାହିଁଲେ ଏହାକୁ ବହୁତ ଭାବରେ ବ୍ୟବହାର କରି ପାରିବେ କାହିଁକିନା ଜୁଆଣୀ ଏମିତି ଗୋଟେ ଜିନିଷ ଯାହା ଦ୍ଵାରା ଆପଣଙ୍କ ପେଟ ସବୁ ସମସ୍ଯା ଦୂର ହୋଇଥାଏ ଯାହା ବହୁତ ବଡ କଥା କାହିଁକିନା କୌଣସି ରୋଗ ପେଟ ଦ୍ଵାରା ଜନ୍ମ ନେଇଥାଏ ଯଦି ଆପଣଙ୍କ ପେଟ ଦୁର୍ବଳ ଅଛି ବା ସ୍ଵସ୍ଥ ନାହିଁ ତେବେ ଆପନାଙ୍କୁ ବହୁତ ପ୍ରକାର ରୋଗ ହୋଇପାରେ କିନ୍ତୁ ଜୁଆଣୀ ସେବନ ଦ୍ଵାରା ଆପଣାଙ୍କ ପେଟ ମଜବୁତ ହୋଇଥାଏ ଓ ଆପଣ ଆଗକୁ କୌଣସି ରୋଗ ହୋଇନଥାଏ ।

Image Courtesy: Google

ଯଦି ଆପପଣଙ୍କ ଘରେ କେହି ମଦ ପାନ କରନ୍ତି ଓ ତାଙ୍କ ଲିଭର ଖରାପ ହେଉଛି ଓ ସେ ମଦ ଛାଡିବା ପାଇଁ ଚାହନ୍ତି ତେବେ ତାଙ୍କ ପାଇଁ ମଧ୍ୟ ରାମବାଣ ଚିକିତ୍ସା ଅଛି । ଆପାନ ୧୦୦ ଗ୍ରାମ ଜୁଆଣୀ ନିଅନ୍ତୁ ଓ ଗୋଟେ ଲିଟର ପାଣିରେ ତାକୁ ପକାନ୍ତୁ ଓ ଫୁଟେଇବା ଆରମ୍ଭ କରନ୍ତୁ ଯେତେବେଳେ ପାଣି ୨୫୦ଗ୍ରାମ ହୋଇଯିବ ସେତେବେଳେ ଆପଣ ମିଶ୍ରଣ ଥଣ୍ଡା କରନ୍ତୁ ଓ ଏହାକୁ ଛାଣି ଗୋଟେ କାଚ ବୋତଲରେ ରଖନ୍ତୁ । ତେବେ ଏହି ପାଣି କୌଣସି ସାମାନ୍ଯ ବା ରୋଗୀ ମଣିଷ ମଧ୍ୟ ସେବନ କରି ପାରିବ ।

Image Courtesy: Google

ଆପଣଙ୍କୁ ଖାଇବା ଆଗରୁ ଗୋଟେ କପ ଏହି ପାଣି ସେବନ କରିବା ଉଚିତ ଯାହା ଦ୍ଵାରା ଆପପଣଙ୍କ ଖାଦ୍ଯ ବହୁତ ସହଜରେ ହଜମ ହବ ଓ ଯାହାର ଲିଭର ଖରାପ ହେଉଛି ବା ଅଛି ତାଙ୍କ ଲିଭାରକୁ ମଧ୍ୟ ଆରାମ ମିଳିବ । ଯଦି ମଦ ସେବନ କରୁଥିବା ବ୍ୟକ୍ତି ଏହି ପାଣି ସବୁଦିନ ସେବନ କରନ୍ତି ତେବେ ମଦ ପିବାର ଇଛା ଧୀରେ ଧୀରେ ଆପଣଙ୍କର କମିଯିବ ଓ ଆପଣ ଭଲ ହୋଇପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *