ଆପଣମାନେ ଜାଣି ଥିବେ କି ଆମେ ଅନେକ ପ୍ରକାର ରୋଗ ରେ ପଡୁଛେ । ଏହାର କାରଣ ହେଉଛି ମୋଟାପଣ । ଆମେ ଆଜି କାଲୀ କମ ଖାଇଲେ ମଧ୍ୟ ଖୁବ ଶୀଘ୍ର ମୋଟା ହୋଇ ଯାଉଛୁ । କିନ୍ତୁ ଏହାର କାରଣ ହେଉଛି କି ଆମେ ଖାଉଥିବା ଖାଦ୍ଯ ସଠିକ ଭାବେ ପଚନ ହେଉନି । ଏହା ପାଇଁ ଆମେ ଅନେକ ପ୍ରକାର ମେଡ଼ିସିନ ଖାଇ ଥାଉ କିନ୍ତୁ ଆପଣ ମାନେ ଏହାକୁ ନିଜ ରୋଷେଇ ଘରେ ଥିବା ଏକ ସାମାନ୍ଯ ଜିନିଷ ଦ୍ଵାରା ଭଲ କରି ପରିବେ ତାହା ହେଉଛି ଜୁଆଣୀ ।
ଯଦି ଆପଣ ଜୁଆଣୀ କୁ ଖାଇବେ କିମ୍ବା ଏହାର ପାଣିକୁ ପିବେ ଦେଖବେ ଆପଣଙ୍କ ଏହି ଦୋଷ କମିଯିବ । ଆସନ୍ତୁ ସେହି ବିଷୟରେ ଆଜଯୀ ଜାଣିବା । ଆମେ ଜାଣିଛେ କି ଆମ ଶରୀର ରେ ରୋଗ ଅଧିକ ହେବା ଆରମ୍ଭ ହୋଇ ଯାଏ ଏହାର କାରଣ ହେଉଛି କି ଆମେ ଆମ ବାତ କୋଷକୁ ସଠିକ କରି ନଥାଉ । ଏହାର କାରଣ ହେଉଛି କି ପିତ କୋଷ ରେ ଆରମ୍ଭ ହେଉଥିବା ରୋଗ ଆମ ପେଟରୁ ହି ଆରମ୍ଭ ହୋଇ ଥାଏ । ଏହା ଠିକ ନ ହେବା ଦ୍ଵାରା ଆମେ ବିଭିନ୍ନ ପ୍ରକାର ର ରୋଗର ସମୁଖୀନ ହୋଇ ଥାଉ ।
ଯଦି ଦେଖିବା ପାଇ ଯିବା ତ ଜାଣି ପାରିବା କି ଏହାକୁ ଆମେ ଖାଇବା ପାଇଁ ଯାଉଥିବା ଜୁଆଣୀ ଭଲ କରି ଥାଏ । ଏହା ଆମ ପାଚନ ଶକ୍ତି କୁ ଖୁବ ଭଲ କରି ଦେଇ ଥାଏ । ଯାହା ଦ୍ଵାରା ଆମେ ରୋଗ ରେ ପଡିବା ଠାରୁ ବଞ୍ଚି ଥାଉ । ଆସନ୍ତୁ ତେବେ ଜାଣିବା ଏହା ଦ୍ଵାରା କଣ କଣ ରୋଗ ହୋଇ ଥାଏ । ଆମ ପିତ କୋଷ ସଠିକ ଣ ରହିବା ଦ୍ଵାରା ଆମ ଶରୀର ରେ ଥିବା ହରମୋନ ଏପାଖ ସେପାଖ ହୋଇ ଯାଇ ଥାଏ । ଯାହା ଦ୍ଵାରା ଆମର ଡାଇବେଟିଶ ଓ ଥାଇରଡ ଭଳି ରୋଗ ହୋଇ ଥାଏ । ଏହା ଆମ ଶରୀରେ ଥିବା ପିତ ଦୋଷ ଇଂବାଲାନ୍ସ ହେବା ଦ୍ଵାରା ହୋଇ ଥାଏ ।
ଏହାକୁ ଆପଣ ରତିରେ କିଛି ମାତ୍ରାରେ ମାନେ ଏକ ଚାମଚ ଭଳି ଜୁଆଣୀ ନେଇକି ଏହାକୁ ପାଣିରେ ପକେଇ ଦିଅନ୍ତୁ । ଏହା ପରେ ଆପଣ ଏହାକୁ ସକାଳେ ଖାଲି ପେଟରେ ଉଠିକି ଏହାର ପଣି ପିବା ଅସହ ଏହାକୁ ଚୋବେଇକି ଖାଇଲେ ଭଲ ହେବ । ଯାହାକୁ ଡାଇବେଟିସ ହୋଇଛି ସେମାନଙ୍କୁ ଜୀବନ ସାରା ମେଡ଼ିସିନ ଖାଇବା ପାଇଁ ପଡି ଥାଏ ଏହା ନହେଲେ ଆପଣ ଜୀବନର ଶେଷ ରେ ଠିଆ ହୋଇ ପାରନ୍ତି । ତେବେ ଦେଖିବା ପାଇଁ ଗଲେ ଆପଣ ଜାଣି ପାରିବେ କି ଡାଇବେଟିସ ମୂଳରୁ ଶେଷ ହେବା ପାଇ ଆପଣ ଏହାକୁ ଏକ ଚାମଚ ଖାଇବା ଆବଶ୍ୟକ ଅଟେ । ଆପଣ ଏହାର ପରିଣାମ ୨ ରୁ ୩ ମାସ ମଧ୍ୟରେ ଦେଖିବା ପାଇ ପାଇବେ ।